ବ୍ୟବସାୟ ଓ ଅର୍ଥନୀତି

ଗ୍ରାହକଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କା ଦେଉଛି ଏସବିଆଇ, ଏମିତି ଉଠାଇପାରିବେ ଫାଇଦା

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର । ଗ୍ରାହକଙ୍କୁ ମାଗଣାରେ ଏସବିଆଇ ୨ ଲକ୍ଷ ଟଙ୍କା ସୁବିଧା ପ୍ରଦାନ କରୁଛି। RuPay ଡେବିଟ୍ କାର୍ଡ ବ୍ୟବହାର କରି ସମସ୍ତ ଜନ-ଧାନ ଆକାଉଣ୍ଟଧାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଆକ୍ସିଡେଣ୍ଟାଲ୍ କଭର ପ୍ରଦାନ କରୁଛି । ଆସନ୍ତୁ ଜାଣିବା ଏହାର ପୁରା ପ୍ରକ୍ରିୟା ।

ଏସବିଆଇ ନିଜ ଗ୍ରାହକଙ୍କୁ ଜନ ଧନ ଆକାଉଣ୍ଟ ଖୋଲିବାର ଅବଧି ଅନୁଯାୟୀ ବୀମା ରାଶି ସ୍ଥିର କରିବ । ୨୮ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଖୋଲାଯାଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆକାଉଣ୍ଟ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଅଧୀନରେ (RuPay) କାର୍ଡ ଉପରେ ୧ ଲକ୍ଷ ଟଙ୍କା ବୀମା ରାଶି ଦିଆଯିବ । ୨୮ ଅଗଷ୍ଟ ୨୦୧୮ ପରେ ଦିଆଯାଇଥିବା ରୁପେ କାର୍ଡରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ୍ କଭର ଦିଆଯିବ ।

ଏହି ଆକାଉଣ୍ଟ୍ ଧାରକଙ୍କୁ ମିଳିବ ଲାଭ :-

ଜନ ଧନ ଆକାଉଣ୍ଟଧାରୀଙ୍କୁ RuPay କାର୍ଡ ଅଧୀନରେ ଆକ୍ସିଡେଣ୍ଟାଲ୍ ଡେଥ୍ ଇନସୁରାନ୍ସର ଲାଭ ସେତେବେଳେ ମିଳିବ, ଯେବେ ବୀମାଭୁକ୍ତ ବ୍ୟକ୍ତିଙ୍କର ଦୁର୍ଘଟଣା ହେବାର ୯୦ ଦିନ ପୂର୍ବରୁ, ଇଣ୍ଟ୍ରା କିମ୍ବା ଇଣ୍ଟର ବ୍ୟାଙ୍କରେ ଯେକୌଣସି ଚ୍ୟାନେଲରେ ସଫଳ ଆର୍ଥିକ କିମ୍ବା ଅଣ-ଆର୍ଥିକ କାରବାର କରିଥିବେ । ଏହି କ୍ଷେତ୍ରରେ ରାଶି ପ୍ରଦାନ କରାଯିବ ।

ଦାବି ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ କ୍ଲେମ ଫର୍ମ ପୂରଣ କରିବାକୁ ପଡିବ । ଏହା ସହିତ,original Death Certificate, fir ର origina ସାର୍ଟିଫିକେଟ୍ କପି ସଂଲଗ୍ନ କରିବାକୁ ପଡିବ। ପୋଷ୍ଟ ମର୍ଟମ ରିପୋର୍ଟ ଏବଂ FSL ରିପୋର୍ଟ, ଆଧାର କାର୍ଡ କପି ମଧ୍ୟ ରହିବା ଉଚିତ । କାର୍ଡଧାରୀଙ୍କ ସହିତ RuPay କାର୍ଡ ଥିବା ଆଫିଡେଭିଟ୍ ବ୍ୟାଙ୍କ ଷ୍ଟାମ୍ପ ପେପରରେ ଦେବାକୁ ପଡିବ । ୯୦ ଦିନ ମଧ୍ୟରେ ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ। ନୋମିନିର ନାମ ଏବଂ ବ୍ୟାଙ୍କ ବିବରଣୀ ପାସବୁକ୍ ର କପି ସହିତ ଦାଖଲ କରିବାକୁ ପଡିବ ।

ଆସନ୍ତୁ ଜାଣିବା ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଯାହା ଆପଣଙ୍କୁ ଏଥିପାଇଁ ଆବଶ୍ୟକ ପଡିବ…

୧. ବୀମା ଫର୍ମ ।
୨. ମୃତ୍ୟୁ ପ୍ରମାଣପତ୍ର
୩. କାର୍ଡଧାରୀ ଏବଂ ନାମାଙ୍କିତ ବ୍ୟକ୍ତିଙ୍କ ଆଧାର ।
୪. ଯଦି ମୃତ୍ୟୁ କିଛି ଅନ୍ୟ କାରଣରୁ ହୋଇଛି, ତେବେ ରାସାୟନିକ ବିଶ୍ଲେଷଣ କିମ୍ବା ଏଫଏସଏଲ ରିପୋର୍ଟ ସହ ପୋଷ୍ଟମର୍ଟମର କପି ।
୫. ଦୁର୍ଘଟଣାର ଏଫଆଇଆର କିମ୍ବା ପୋଲିସ୍ ରିପୋର୍ଟର ମୂଳ ବା ପ୍ରମାଣିତ କପି ।
୬. ବ୍ୟାଙ୍କ ଅଧିକାରୀଙ୍କ ନାମ ଏବଂ ଇମେଲ୍ ଆଇଡି ।

Barsha

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 min ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

20 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

28 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

45 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago