SBIର ବଡ ଘୋଷଣା, ଗ୍ରାହକଙ୍କ ସୁବିଧା ପାଇଁ ଲାଗିବ ୧୦ ଲକ୍ଷ ‘Yono କ୍ୟାସ ପଏଣ୍ଟ’

ଦେଶର ସବୁଠାରୁ ବଡ଼ ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଗାମୀ ୧୮ ମାସରେ ଦେଶରେ ପାଖାପାଖି ୧୦ ଲକ୍ଷ ‘ୟୋନୋ କ୍ୟାସ ପଏଣ୍ଟ’ ସ୍ଥାପିତ କରିବ। ଏହି ସୂଚନା ଗତ ବୁଧବାର ଦିନ ଏସବିଆଇ ବ୍ୟାଙ୍କର ଚେୟାରମ୍ୟାନ ରଜନିଶ କୁମାର ସୂଚନା ଦେଇଛନ୍ତି। ଏଥିସହ ଏହି ପ୍ଲେଟଫର୍ମ ସବୁଠାରୁ ସୁରକ୍ଷିତ ଏବଂ ଏଥିରେ ଡେବିଟ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ ବୋଲି କହିଛନ୍ତି ଏସବିଆଇ ଚେୟାରମ୍ୟାନ।

ଏହାବ୍ୟତୀତ ୟୋନୋ କ୍ୟାସ ସୁବିଧା ଜରିଆରେ ଗ୍ରାହକ ଭବିଷ୍ୟତରେ ଡିଜିଟାଲ ଲେଣଦେଣ କରିପାରିବେ। ଡେବିଟ କାର୍ଡ ବନ୍ଦ କରିବା ପାଇଁ ମଧ୍ୟ ବ୍ୟାଙ୍କର କୌଣସି ସୁବିଧା ନାହିଁ। କିନ୍ତୁ ଡିଜିଟାଲ ପ୍ଲେଟଫର୍ମର ବ୍ୟବହାର ବଢିବା ପରେ ଡେବିଟ୍ କାର୍ଡର ଆବଶ୍ୟକତା କମ ହୋଇଯିବ। ଏହି ଜରିଆରେ ଲେଣଦେଣ କରାଯାଇପାରିବ।

ଏହାସହ ପଢନ୍ତୁ: HPCL ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ୪୦ ହଜାରରୁ ୧.୮୦ ଲକ୍ଷ ପର୍ଯ୍ୟନ୍ତ ରହିଛି ଦରମା

ଏହା ପୂର୍ବରୁ ଏସବିଆଇ ୭୦ ହଜାର ୟୋନୋ କ୍ୟାସ ପଏଣ୍ଟ ସ୍ଥାପନା କରିସାରିଛି। ଏହା ଏକ ଡିଜିଟାଲ ବ୍ୟାକିଂ ପ୍ଲେଟଫର୍ମ। ଗ୍ରାହକମାନେ ନଗଦ ଟଙ୍କା ଉଠାଇବା ପାଇଁ ନିଜର ସ୍ମାର୍ଟଫୋନ ବ୍ୟବହାର କରିପାରିବେ।

KNews Bureau

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

3 seconds ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago