SBI ରେ ଚାକିରୀ ପାଇବାର ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ବିଶେଷ କ୍ୟାଡର ଅଧିକାରୀଙ୍କ ପଦବୀରେ ନିଯୁକ୍ତି ଜାରି କରାଯାଇଛି। ଇଛୁକ ପାର୍ଥୀମାନେ ବର୍ତ୍ତମାନ ବ୍ୟାଙ୍କର ଅଧିକାରିକ ୱେବସାଇଟ୍ କୁ ଯାଇ ସମସ୍ତ ତଥ୍ୟ ସମ୍ପର୍କରେ ଜାଣିପାରିବେ। ଆବେଦନ କରିବାର ଶେଷ ତାରିଖ ୬ ନଭେମ୍ବର ୨୦୧୯ କିମ୍ବା ଏହା ପୂର୍ବରୁ ଫର୍ମ ପୂରଣ କରିପାରିବେ।

ଅନଲାଇନ୍ ଆବେଦନ ଏବଂ ଫିସ୍ ପୂରଣ କରିବାର ଆରମ୍ଭ ତାରିଖ: ୧୫ ଅକ୍ଟୋବର ୨୦୧୯

ଅନଲାଇନ୍ ଆବେଦନ ଏବଂ ଫିସ୍ ପୂରଣ କରିବାର ଶେଷ ତାରିଖ: ୬ ନଭେମ୍ବର ୨୦୧୯

ଜାଣନ୍ତୁ କେଉଁ ପଦବୀରେ କେତୋଟି ପଦ ଖାଲି ରହିଛି

-ପ୍ରବନ୍ଧକ (ମାର୍କେଟିଂ-ରିୟଲ ଷ୍ଟେଟ ଏବଂ ହାଉସିଂ)- ୧ପଦ

-ପ୍ରବନ୍ଧକ (ବିଲ୍ଡର ରିଲେସନ)- ୨ ପଦ

-ପ୍ରବନ୍ଧକ (ପ୍ରଡକ୍ସନ ଡିଭ ଏବଂ ରିସର୍ଚ୍ଚ)-୨ ପଦ

-ପ୍ରବନ୍ଧକ (ରିସ୍କ Mgmt-IBG)-୨ ପଦ

-ପ୍ରବନ୍ଧକ (କ୍ରେଡିଟ ଏନାଲିଷ୍ଟ-ଆଇବିଜି)- ୨ ପଦ

-ବରିଷ୍ଠ ବିଶେଷ କାଯ୍ୟର୍କାରୀ (ଅନୁପାଳନ)- ୧ ପଦ

-ବରିଷ୍ଠ କାଯ୍ୟର୍କାରୀ-ବିତୀୟ ସଂସ୍ଥାନ (କୋରେସ୍ପୋଣ୍ଡେଣ୍ଟ ରିଲେସନ୍‌)- ୧ ପଦ

-ବରିଷ୍ଠ ବିଶେଷ କାଯ୍ୟର୍କାରୀ (ରଣନୀତି-ଟିଜିଏମ୍‌)- ୧ ପଦ

-ସିନିୟର ସ୍ପେଶାଲ ଏକ୍ଜୁକ୍ୟୁଟିଭ୍ (ଏଫଇଏମଏ କମ୍ପଲିଆନ୍ସ)- ୧ ପଦ

-ଏକ୍ଜୁକ୍ୟୁଟିଭ୍ (ଏଫଆଇ ଏବଂ ଏମ୍‌ଏମ୍‌)- ୨୧ ପଦ

-ସିନିୟର ଏକ୍ଜୁକ୍ୟୁଟିଭ୍ (ସୋସିଆଲ ବ୍ୟାଙ୍କିଂ ଆଣ୍ଡ CSR)- ୮ ପଦ

– ମ୍ୟାନେଜର (ଏନିଟାଇମ୍ ଚ୍ୟାନେଲ)- ୧ ପଦ

-ମ୍ୟାନେଜର (ବିଶ୍ଲେଷକ-FI) – ୩ପଦ

-ଉପ ମ୍ୟାନେଜର (ଏଗ୍ରୀ-ସପ୍ଲାଇ)- ୫ପଦ

-ପ୍ରବନ୍ଧକ ବିଶ୍ଲେଷକ- ୭ ପଦ

-ବରିଷ୍ଠ କାଯ୍ୟର୍କାରୀ (ରିଟେଲ ବ୍ୟାକିଙ୍ଗ୍‌)- ୯ପଦ

ଏହାସହ ପଢନ୍ତୁ:  GoAir ର ବମ୍ପର ଅଫର୍‌, ମାତ୍ର ୧୨୯୬ ଟଙ୍କାରେ କରି ପାରିବେ ବିମାନ ଯାତ୍ରା

ଆବେଦନ ଶୁଳ୍କ:

ସାମାନ୍ୟ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ପାର୍ଥୀମାନଙ୍କ ପାଇଁ – ୭୫୦ ଟଙ୍କା
ଏସସି, ଏସଟି ଏବଂ ପିଡବ୍ଲ୍ୟୁଡି ପାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ନାହିଁ।

ଚୟନ ପକ୍ରିୟା:

ଆବେଦନକାରୀମାନଙ୍କ ଚୟନ ସର୍ଟ ଲିଷ୍ଟିଂ ଏବଂ ସାକ୍ଷାତକାର ମାଧ୍ୟମରେ ପଦବୀ ପାଇଁ ଚୟନ କରାଯିବ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

6 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

6 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

24 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

24 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

51 mins ago