SBI SO RECRUITMENT 2019 : ଇଣ୍ଟରଭ୍ୟୁ ଡେଟ୍‌ ହେଲା ଜାରୀ, ଏପରି କରନ୍ତୁ ଚେକ୍‌

ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସ୍ପେଶାଲିଷ୍ଟ ଅଫିସର ଭର୍ତ୍ତି ୨୦୧୯ ପାଇଁ ସାକ୍ଷାତକାରର ତାରିଖ ଘୋଷଣା କରିଛି। ଯେଉଁ ଆଶାୟୀ ପ୍ରାର୍ଥି ଲିଖିତ ପରୀକ୍ଷା ପାସ୍‌ କରିଛନ୍ତି ସେମାନେ ଅଫିସିଆଲ ୱେବସାଇଟରେ ଭିଜିଟ କରି ନିଜର ଇଣ୍ଟରଭ୍ୟୁ ସିଡ୍ୟୁଲ ଦେଖିପାରିବେ। ୧ ରୁ ୨୪ ପଦ ପାଇଁ ଅନଲାଇନ୍‌ ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୨୦ରେ ହୋଇଥିଲା। ଏହାପରେ ଉତ୍ତୀର୍ଣ୍ଣ ପାଥ୍ରୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ମନୋନିତ ଆଶାୟୀ ପ୍ରାର୍ଥୀ ସାକ୍ଷାତକାର ପାଇଁ ସାକ୍ଷାତକାର ତାରିଖ ଅଫିସିଆଲ ୱେବସାଇଟରେ ତାଙ୍କ ରୋଲ ନମ୍ବର ସହିତ ଜାରି କରାଯାଇଛି।

ଇଣ୍ଟରଭ୍ୟୁ ତାରିଖ ଚେକ୍‌ କରିବା ପାଇଁ ଜରୁରୀ ଖବର

ଷ୍ଟେପ ୧ – ଅଫିସିଆଲ ୱେବସାଇଟ୍‌ sbi.co.in ରେ ଭିଜିଟ୍‌ କରନ୍ତୁ।

ଷ୍ଟେପ ୨ – ହୋମପେଜରେ ଥିବା କ୍ୟାରୀୟର ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୩ – ଆପଣଙ୍କୁ ଏକ ନୂଆ ୱେବପେଜକୁ ରିଡାଇରେକ୍ଟ କରିଦିଆଯିବ।

ଷ୍ଟେପ ୪ – ‘ନବିନତମ ଘୋଷଣା ଅନୁଭାଗ’ ଦ୍ୱାରା ବିଶେଷ କ୍ୟାଡର ନିୟମିତ ଭର୍ତ୍ତୀର ଲିଙ୍କ୍‌ ଚେକ୍‌ କରିପାରିବେ।

ଷ୍ଟେପ ୫ – ଏକ ପିଡିଏଫ୍‌ ଆପଣଙ୍କ ସ୍କ୍ରୀନ୍‌ ଉପରେ ଖୋଲିବ।। ଯେଉଁଥିରେ ରୋଲ ନମ୍ବର ଏବଂ ସାକ୍ଷାତକାରର ତାରିଖ ଥିବ।

ଷ୍ଟେପ ୬ – ଇଣ୍ଟରଭ୍ୟୁ ଡେଟ୍‌ ଚେକ୍‌ କରନ୍ତୁ ଏବଂ ସେଭ୍‌ କରି ନିଜ ପାଖରେ ରଖନ୍ତୁ।

୧ ରୁ ୨୪ ପଦ ପାଇଁ ସାକ୍ଷାତକାରରେ ୩୦ ପ୍ରତିଶତ ୱେଟେଜ୍‌ ହେବ। ୨୫ ରୁ ୩୦ ପଦ ପାଇଁ ସାକ୍ଷାତକାର ରାଉଣ୍ଡରେ ୧୦୦ ଅଙ୍କ ହେବ ଏବଂ ଶେଷ ଚୟନ ପାଇଁ ମେରିଟ୍‌ ଲିଷ୍ଟ କେବଳ ସାକ୍ଷାତକାରରେ ପ୍ରାପ୍ତ ଅଙ୍କ ଆଧାରରରେ ପ୍ରସ୍ତୁତ କରାଯିବ। ଶେଷରେ ଭର୍ତ୍ତି ହୋଇଥିବା ମନୋନିତ ପ୍ରାର୍ଥୀଙ୍କୁ ଚାକିରି ପାଇଁ ରଖାଯିବ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

19 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

21 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

28 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

37 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

37 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

54 mins ago