ଏବେ ହିଁ କିଣନ୍ତୁ ଶସ୍ତାରେ ବିକ୍ରି ହେଉଥିବା ସେଡାନ କାର

କାର କିଣିବାକୁ ଅନେକ ଲୋକ ଚିନ୍ତା କରନ୍ତି କିନ୍ତୁ ନିଜ ବଜେଟ ଭିତରେ ଯେହେତୁ କାର ର ଟଙ୍କା ଆସେନି, ଅନେକ ଲୋକ କିଣି ପାରନ୍ତି ନାହିଁ। ହେଲେ ସେଡାନ କାର୍ ବର୍ତ୍ତମାନ ଶସ୍ତାରେ ବିକ୍ରି ହେଉଛି। ଆପଣ ଚାହିଁଲେ ଏହି କାର କିଣିପାରିବେ।

ଯଦି ଆପଣ ଏକ ବ୍ୟବହୃତ ସେଡାନ୍ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ସେଡାନ କାର ବିଷୟରେ କହିବୁ। ଏହି ସେଡାନ କାରଗୁଡିକ ସୁଲଭ ମୂଲ୍ୟରେ ବିକ୍ରି ହେଉଛି। ମାର୍ଚ୍ଚ ୧୪ ରେ ମହିନ୍ଦ୍ରା ଗ୍ରୁପ୍ ର କମ୍ପାନୀ ମହିନ୍ଦ୍ରା ଏହାକୁ ୱେବସାଇଟରେ ଦେଖାଯାଇଥିଲା।

2015 HONDA AMAZE 1.2 SAT I VTEC ପାଇଁ ୪.୮୫ ମଗା ଯାଇଥିଲା। କାରଟି ୪୪୦୦୦ କିମି ଚଲାଯାଇଛି। ଏହା ହେଉଛି ଫାଷ୍ଟ ଓନୋର୍ କାର। ଏହି କାରଟି ପେଟ୍ରୋଲ ଇଞ୍ଜିନ୍ କାର ଓ ଏହାର ଇଞ୍ଜିନ୍ ଏକ ସ୍ୱୟଂଚାଳିତ ଟ୍ରାନ୍ସମିସନ୍ ସହିତ ସଂଯୁକ୍ତ। ଏହି ଧଳା ରଙ୍ଗର କାର ଦିଲ୍ଲୀରେ ବିକ୍ରି ପାଇଁ ଉପଲବ୍ଧ। ୱେବସାଇଟରେ କାରକୁ ୧୦ ରୁ ମଧ୍ୟରୁ ୭ ରେଟିଂ କରାଯାଇଛି ।

2018 MARUTI SUZUKI SWIFT DZIRE VDI ପାଇଁ ମୂଲ୍ୟ ରହିଛି ୬.୭୫ ଲକ୍ଷ ଟଙ୍କା। କାରଟି 31530 କିମି ଚଲାଯାଇଛି । ଏହା ହେଉଛି ଫାଷ୍ଟ ଓନୋର୍ କାର। କାରଟି ଡିଜେଲ ଇଞ୍ଜିନର ଅଟେ । ଏହାର ଇଞ୍ଜିନ୍ ଏକ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ମେଣ୍ଟ ହୋଇଛି। ଏହି ନୀଳ ରଙ୍ଗର କାର ଦିଲ୍ଲୀରେ ବିକ୍ରି ପାଇଁ ଉପଲବ୍ଧ। ୱେବସାଇଟରେ କାରକୁ ୧୦ ରୁ ୭.୯ ରେଟିଂ କରାଯାଇଛି।

ଏହାପରେ ଆସୁଛି 2017 MARUTI SUZUKI CIAZ ZDI PLUS SHVS । ଏହାର ଦାମ୍ ରହିଛି ୭.୫ ଲକ୍ଷ ଟଙ୍କା । କାରଟି 68000 କିମି ଚଲାଯାଇଛି । ଏହା ମଧ୍ୟ ଫାଷ୍ଟ ଅନୋର୍ କାର। ଏହି କାରଟି ଡିଜେଲ ଇଞ୍ଜିନର ଅଟେ। ଏହାର ଇଞ୍ଜିନ୍ ଏକ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ମେଣ୍ଟ ହୋଇଛି । ଏହି ଧଳା ରଙ୍ଗର କାର ଦିଲ୍ଲୀରେ ବିକ୍ରି ପାଇଁ ଉପଲବ୍ଧ। ଆପଣ ଏହାକୁ ଦିଲ୍ଲୀ ମାର୍କେଟରୁ କିଣିପାରିବେ। ୱେବସାଇଟରେ କାରକୁ ୧୦ ମଧ୍ୟରୁ ୭.୪ ରେଟିଂ କରାଯାଇଛି।

ଏହା ପରେ ଆସୁଛି 2018 HYUNDAI VERNA 1.6 VTVT SX , ଓ ଏହାର ଟଙ୍କା ରଖାଯାଇଛି ୯.୫ ଲକ୍ଷ ଟଙ୍କା। କାରଟି 43000 କିମି ଚଲାଯାଇଛି। ଏହା ହେଉଛି ଫାଷ୍ଟ ଓନୋର କାର ଓ ଏହି କାରଟି ପେଟ୍ରୋଲ ଇଞ୍ଜିନର । ଏହି ବ୍ରାଉନ୍ ରଙ୍ଗର କାର୍ ଦିଲ୍ଲୀରେ ବିକ୍ରି ହେଉଛି। ୱେବସାଇଟରେ କାରଟି ୧୦ ରୁ ୭.୫ ରେଟିଂ ହୋଇଛି।

ତେବେ ଆପଣ ବର୍ତ୍ତମାନ ଏହି ସେକେଣ୍ଡ ହ୍ୟାଣ୍ଡ କାର ଗୁଡ଼ିକୁ କିଣିପାରିବେ। କାରଣ ଏହାର ଫିଚର ଭଲ ରହିଛି। ତେବେ ଆପଣ ଯେକୌଣସି କାର୍ କିଣୁଛନ୍ତି, ସେଗୁଡ଼ିକର ଫିଚର୍ ମଧ୍ୟ ଭଲ ଭାବେ କମ୍ପାନୀ ଠାରୁ ବୁଝିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.