SAILରେ ନିଯୁକ୍ତି ପାଇଁ ବମ୍ପର ଭର୍ତ୍ତି, ଦ୍ବାଦଶ ପାସ୍ ଏବଂ ସ୍ନାତ୍ତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (SAIL) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨ ଟି କାର୍ଯ୍ୟକାରୀ ପଦବୀରେ ଆବେଦନ ପାଇଁ ବିଜ୍ଞାପନ ଜାରି କରାଯାଇଛି। ଏଥିରେ ଆବେଦନ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୧୯ ନିର୍ଦ୍ଦାରିତ କରାଯାଇଛି। ଇଛୁକ ପାର୍ଥୀମାନେ ୱେବସାଇଟ୍ www.sail.co.in or http://sailcareers.com ଜରିଆରେ ୧୦.୦୭.୨୦୧୯ ରୁ ୩୧.୦୭.୨୦୧୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ।

ବିଜ୍ଞାପନ ସଂଖ୍ୟା-୩/୨୦୧୯

ଚାକିରୀ ସ୍ଥାନ-ରାଉଲକେଲା (ଓଡିଶା)

ଚୟନ ପ୍ରକ୍ରିୟା-ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ ବା ଟ୍ରେଡ ଟେଷ୍ଟ ଉପରେ ଆଧାରିତ ହେବ।

ଆବେଦନ ଶୁଳ୍କ:

-ଏଗ୍ଜୀକ୍ୟୁଟିଭଙ୍କ ପାଇଁ- ୫୦୦ ଟଙ୍କା

-ଟେକନିସିଆନ ଅପରେଟର ଏବଂ ଫାୟାର ଅପରେଟରଙ୍କ ପାଇଁ-୨୫୦ ଟଙ୍କା

-ଫାୟାର ଇଞ୍ଜିନ ଡ୍ରାଇଭରଙ୍କ ପାଇଁ-୧୫୦ ଟଙ୍କା

-ଏସସୀ, ଏସଟି, ପିଡବ୍ଲ୍ୟୁଡି, ଇଏସଏମ ବିଭାଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.