ପେଟ୍ରୋଲ ପରେ ଏବେ କମିଲା ଖାଇବା ତେଲ, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ପେଟ୍ରୋଲ ପରେ ଏବେ କମିଲା ଖାଇବା ତେଲ । ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର । ପାମୋଲିନ, ସୋୟାବିନ, ସୂର୍ଯ୍ୟମୁଖୀ ତେଲ ଆଦିରୁ ଶୁଳ୍କ କମାଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଦେବା ଯୋଗ୍ୟଯେ ପୂର୍ବରୁ କେନ୍ଦ୍ର ସରକାର ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ବି ଶୁଳ୍କ କମାଇଥିଲେ । ଆଜି ମଧ୍ୟ ରାତ୍ରରୁ ହିଁ ଏହି ଦର ଲାଗୁହେବା ନେଇ ଜଣାଯାଇଛି । ତିନି ଖାଇବା ତେଲରୁ ଆମଦାନୀ ଶୁଳ୍କକୁ ୨.୫ ପ୍ରତିଶତରୁ ହ୍ରାସ କରାଯାଇ ଶୂନକୁ ଅଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.