ବ୍ୟବସାୟ ଓ ଅର୍ଥନୀତି

ନୂଆବର୍ଷରେ ବ୍ୟାଙ୍କକୁ ନେଇ ଆସିଲା ବଡ଼ ଖବର, ଏହି ସବୁ ବ୍ୟାଙ୍କର FD ଉପରେ ବଢ଼ିଲା ସୁଧ ହାର

ନୂଆବର୍ଷରେ ବ୍ୟାଙ୍କ କୁ ନେଇ ଆସିଲା ଖୁସି ଖବର। ନୂଆବର୍ଷର ପ୍ରଥମ ଦିନରେ ପବ୍ଲିକ୍ ସେକ୍ଟର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ଖୁସି । Indian Overseas Bank ନିଜ ଫିକ୍ସଡ ଡିପୋଜିଟ (ଏଫଡି) ଉପରେ ସୁଧ ହାର କୁ ବୃଦ୍ଧି କରିଛି। ତେବେ ଆରବିଆଇ ଦ୍ୱାରା ସୁଧ ହାର ବୃଦ୍ଧି ପରେ ଏବେ ବ୍ୟାଙ୍କ ଏଫଡି ହାର ବୃଦ୍ଧି କରୁଛନ୍ତି ।

ସୂଚନା ଅନୁଯାୟୀ ଏହି ନୂଆ ଦର ୨୦୨୩ ଜାନୁୟାରୀ ୧  ମାନେ ନୂଆବର୍ଷରୁ ଲାଗୁ ହୋଇଛି। ବ୍ୟାଙ୍କ ୨ କୋଟିରୁ କମ୍ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଛି । ପରିବର୍ତ୍ତନ ପରେ ବ୍ୟାଙ୍କ ୭ ରୁ ୯୦ ଦିନ କାର୍ୟ୍ୟକାଳରେ ୭୫ ବିପିଏସ୍ ପର୍ଯ୍ୟନ୍ତ FD ସୁଧ ହାରକୁ ବୃଦ୍ଧି କରିଛି । ଏବେ ଜାଣନ୍ତୁ Indian Overseas Bank ଏଫଡ଼ି ହାର କେତେ ରହିଛି:

୭ ରୁ ୧୪ ଦିନ – ୪.୫୦%
୧୫ ରୁ ୨୯ ଦିନ – ୪.୫୦%
୩୦ ରୁ ୪୫ ଦିନ – ୪.୫୦%
୪୬ ରୁ ୬୦ ଦିନ – ୪.୭୫ ପ୍ରତିଶତ
୬୧ ରୁ ୯୦ ଦିନ – ୪.୭୫%
୯୧ ରୁ ୧୨୦ ଦିନ – ୪.୨୦ ପ୍ରତିଶତ
୧୨୧ ରୁ ୧୭୯ ଦିନ – ୪.୨୦%
୧୮୦ ରୁ ୨୬୯ ଦିନ – ୪.୮୫ ପ୍ରତିଶତ
୪୪୪ ଦିନ – ୬.୫୫ ପ୍ରତିଶତ
ଗୋଟିଏ ବର୍ଷ ରୁ  ୩ ବର୍ଷ – ୬.୪୦%
୩ ବର୍ଷ ଏବଂ ତଦୁର୍ଦ୍ଧ୍ୱ – ୬.୫୦ ପ୍ରତିଶତ

ଆରବିଆଇ ଚଳିତ ବର୍ଷ ସୁଧ ହାର ବୃଦ୍ଧି କରିଛି:
ଗତ ବର୍ଷ ରିଜର୍ଭ ବ୍ୟାଙ୍କ ଏହି ସୁଧ ହାରକୁ ୫ ଥର ବୃଦ୍ଧି କରିଥିଲା। ନିକଟରେ ଏସବିଆଇ, ପିଏନବି, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, HDFC ବ୍ୟାଙ୍କ, ଛୋଟ ଫାଇନାନ୍ସ ବ୍ୟାଙ୍କ, yes ବ୍ୟାଙ୍କ, ଜନ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ମଧ୍ୟ ସେମାନଙ୍କର ଏଫଡି ହାର ବୃଦ୍ଧି କରିଛନ୍ତି। ଆରବିଆଇ ଦ୍ୱାରା ସୁଧ ରେଟ୍ ବୃଦ୍ଧି ପରେ FD ହାର ବୃଦ୍ଧି କରିବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

D Sonali

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

7 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

9 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

16 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

25 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

25 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

42 mins ago