୧୦ମ୍ ପାସ୍ କରିଥିଲେ UCIL ରେ କରନ୍ତୁ ସରକାରୀ ଚାକିରି, ଜଲଦି କରନ୍ତୁ ଆବେଦନ

୧୦ମ୍ ପାସ୍ କରି ଯଦି ଆପଣ ଆଇଟିଆଇ କରିଛନ୍ତି ତେବେ ଆପଣଙ୍କ ପାଖରେ ଭାରତ ସରକାରଙ୍କ ଅଧିନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଅଟୋମେଟିକ ଏନର୍ଜି ଡିପାର୍ଟମେଣ୍ଟ, ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍ (UCIL) ଆପାରଣ୍ଟିସ ପଦବୀ ଖାଲିପଡିଛି। ଏଥିରେ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ପଦବୀ ବିବରଣୀ:

ଫିଟର: ୮
ଇଲେକ୍ଟ୍ରିସିଆନ : ୮
ୱେଲଡର: ୮
ଟର୍ନର: ୪
ମେକାନିକ ଡିଜେଲ: ୩
କାରପେଣ୍ଟର: ୩
ପ୍ଲମ୍ବର: ୩

ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ବର୍ଷରୁ ଅଧିକ ଏବଂ ୨୫ ବର୍ଷରୁ କମ୍ ହୋଇଥିବା ଜରୁରୀ।

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀ ୧୦ମ୍ ପାସ୍ କରିବା ସହିତ ଆଇଟିଆଇ ପଢିଥିବା ଜରୁରୀ।

କିପରି କରିବେ ଆବେଦନ :

ପ୍ରଥମେ ଅଧିକାରକ ୱେବସାଇଟ ucil.gov.in କୁ ଯିବାକୁ ହେବ।

ଏହା ପରେ ଅନଲାଇନ ଆପ୍ଲିକେସନ ଫର୍ମ ପାଇଁ ଡାଇରେକ୍ଟ ଲିଙ୍କ ଦିଆଯାଇଛି।

ଏହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ନିଜସ୍ବ ବିବରଣୀ ପ୍ରଦାନ କରିବାକୁ ହେବ। ଏହାକୁ ଭରିବା ପରେ ସବମିଟ୍ କରନ୍ତୁ।

ଆବେଦନ ପାଇଁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.apprenticeshipindia.gov.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.