UPPSC ରେ ଚାକିରି କରିବାକୁ ଇଚ୍ଛୁକ କି, ଜାଣନ୍ତୁ କେମିତି କରିବେ ଆବେଦନ

ଉତ୍ତର ପ୍ରଦେଶ ପବ୍ଲିକ ସର୍ଭିସ କମିଶନ(UPPSC) ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଅନ୍ୟ ପଦ ପାଇଁ ଚାକିରି ସୁଯୋଗ ଆଣିଛି। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୨୬ ସେପ୍ଟେମ୍ବର ୨୦୧୯ ରହିଛି। ଆବେଦନ କରିବା ପୂର୍ବରୁ ପରୀକ୍ଷାର୍ଥୀ ଅଫିସିଆଲ ୱେବସାଇଟ୍‌ରେ ଦିଆଯାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ପ୍ରଥମେ ଜାଣିନିଅନ୍ତୁ।

ପଦ:

୪୨୪ଟି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମେଡିସିନ୍‌, ଆନେସ୍ଥେସିୟୋଲୋଜି,ଡର୍ମାଟୋଲୋଜିଷ୍ଟ, ଅପ୍‌ଥାଲମୋଲୋଜି, ଜେନେରାଲ ମେଡିସିନ୍‌, ରେଡିଓ ଡାଇଗ୍ନୋସିସ୍‌, ଇନ୍‌ଟି(ଓଟୋ-ରିନୋଲାରିଗ୍ନୋଲୋଜି), ଜେନେରାଲ ସର୍ଜରୀ ଏବଂ ଅନ୍ୟ ପଦବୀ ପାଇଁ ଦରଖାସ୍ତ ଆବେଦନ କରୁଛି।

ଏହାସହ ପଢ଼ନ୍ତୁ: ସରକାରୀ ଚାକିରି ପାଇଁ ଇଚ୍ଛୁକ କି? ଇଣ୍ଡିଆନ୍‌ ଅଏଲ୍‌ ଆଣିଛି ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିଏ କରିପାରିବେ ଆବେଦନ

ଶିକ୍ଷାଗତ ଯୋଗ୍ୟତା:

ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଭାରତର କୌଣସି ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜରୁ MD(SPM)/MD ଡିଗ୍ରୀ ପାସ୍‌ କରିଥିବା ଆବଶ୍ୟକ। ଏହି ବିଷୟରେ ତାଙ୍କର ଅଭିଜ୍ଞତା ଥିବା ମଧ୍ୟ ଜରୁରୀ। uppsc.up.nic.in ଜରିଆରେ ପ୍ରାର୍ଥୀ ଫର୍ମ ପୂରଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.