ୟୁକୋ ବ୍ୟାଙ୍କରେ ଖାଲିପଡିଛି ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅଫିସର ପଦବୀ, ମିଳିବ ଭଲ ଦରମା

ଆପଣ ବ୍ୟାଙ୍କ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ୟୁକୋ ବ୍ୟାକଙ୍କର ଖାଲିପଡିଛି ଅନେକ ପଦବୀ। ଯେଉଁ ପ୍ରାର୍ଥୀ ବ୍ୟାଙ୍କ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି, ଜଲଦି କରନ୍ତୁ ଆବେଦନ। ଏଠାରେ ସିକ୍ୟୁରିଟ ଅଫିସର, ଚାଟାର୍ଡ ଆକାଉଣ୍ଟାଣ୍ଟ, ଆଇଟି ଅଫିସର ସମେତ ଅନେକ ପଦବୀ ଖାଲି ପଡିଛି। ଏହି ପଦବୀରେ ଆବେଦନ କରିବାର ତାରିଖ ୨୭ ଅକ୍ଟୋବରୁ ଆରମ୍ଭ ହେବ।

ପଦବୀ ବିବରଣୀ :୯୧

ସିକ୍ୟୁରିଟି ଅଫିସର, ଚାଟାର୍ଡ ଆକାଉଣ୍ଟାଣ୍ଟ, ଆଇଟି ଅଫିସର ସମେତ ଅନେକ ପଦ।

ଗୁରୁତ୍ୱପୂର୍ଣ୍ଣ ତାରିଖ: ରେଜିଷ୍ଟ୍ରସନ କରିବାର ତାରିଖ ୨୭ ଅକ୍ଟୋବରରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ୧୭ ନଭେମ୍ବର ରହିଛି।

ବୟସ ସୀମା: ସିକ୍ୟୁରିଟ ଅଫିସର ପଦବୀ ପାଇଁ ବୟସ ୨୧ରୁ ୪୦ ବର୍ଷ ହୋଇଥିବା ବେଳେ ଅନ୍ୟ ପଦବୀ ପାଇଁ ୨୧ ରୁ ୩୦ ବର୍ଷ ବୟସ ହୋଇଥିବା ଆବ୍ୟଶକ।

Job

ଶିକ୍ଷାଗତ ଯୋଗ୍ୟତା: ଯୋଗ୍ୟ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ।

ଆବେଦନ ପ୍ରକ୍ରିୟା: ଏହିସବୁ ପଦବୀରେ ଆବେଦନ କରିବା ପାଇଁ ୟୁକୋ ବ୍ୟାଙ୍କର ଅଧିକାରକ େଓ୍ଵବସାଇଟକୁ ଯାଇ ଏଥିରେ ଥିବା ଲିଙ୍କରେ କ୍ଲିକ କରି ଦେଖିପାରିବେ।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେେ ହବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://www.ucobank.com/hindi/homehindi.aspx

https://www.ucobank.com/uploadfile/uploadeddocumentsrecruitment/Recruitment_final-publish-spl-advertisment-22102020-hindi_a09699e6b9.pdf

https://www.ucobank.com/english/job-opportunities.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.