ବ୍ୟବସାୟ ଓ ଅର୍ଥନୀତି

Bank Of India ରେ ଖାଲିପଡିଛି ସପୋର୍ଟ ସିଷ୍ଟମ ପଦବୀ, ୮ମ୍‌ ଏବଂ ୧୦ମ୍‌ ପାସ୍‌ କରିପାରିବେ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ ଇଣ୍ଡିଆ ଲକ୍ଷ୍ମୌ ଜୋନ୍‌ରେ ୮ମ, ୧୦ମ, ଏବଂ ପୋଷ୍ଟ ଗ୍ରାଜୁଏଟଙ୍କ ପାଇଁ ଖାଲିପଡିଛି ଅନେକ ପଦବୀ। ଏଥିରେ ଅଫିସ ଆସିଷ୍ଟାଣ୍ଟ, ଅଫିସ ଆଟେଡାଣ୍ଟ, କାଉନସିଲର ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ମିଳିଛି। ଯେଁମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଅଫିସିଆଲ େଓ୍ଵବସାଇଟ bankofindia.co.in କୁ ଯାଇ ୧୫ ନଭେମ୍ବର ପୂର୍ବରୁ ଆବେଦନ କରିପାରିବେ।

ପଦବୀ ବିବରଣୀ: ୭

ଫାକଲ୍ଟି: ୧

ଅଫିସ ଆସିଷ୍ଟାଣ୍ଟ: ୪

ଅଫିସ ଆଟେଡାଣ୍ଟ: ୨

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ଅଫିସ ଆସିଷ୍ଟାଣ୍ଟ ପଦବୀ ପାଇଁ ବେସିକ ଜ୍ଞାନ ସହିତ ଗ୍ରାଜୁଏସନ ହୋଇଥିବା ଜରୁରୀ।
ଅଫିସ ଆଟେଡାଣ୍ଟ ପାଇଁ ୧୦ମ୍‌ ପାସ୍‌ କରିଥିବା ଜରୁରୀ। ଓ୍ଵାଚମ୍ୟାନ ଏବଂ ଗାର୍ଡେନର ପାଇଁ ୮ମ ପାସ୍‌ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ଦରମା: ଫାକଲ୍ଟି ପଦବୀ ପାଇଁ ୨୦,୦୦୦ ଟଙ୍କା ଏବଂ ଅଫିସ ଆସିଷ୍ଟାଣ୍ଟ ପାଇଁ ୧୫ ହଜାର, ଆଟେଡାଣ୍ଟ ପାଇଁ ମାସିକ ୮ ହଜାର ଏବଂ ଓ୍ଵାଚମ୍ୟାନ ଏବଂ ଗାଡେର୍ନର ପାଇଁ ମାସିକ ୫ ହଜାର ଟଙ୍କା ରହିଛି।

ବୟସ ସୀମା: ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ବୟସ ସୀମା ଅଲଗା ଅଲଗା ରହିଛି। ଫାକଲ୍ଟି ପଦବୀ ପାଇଁ ୨୫ରୁ ୬୩ ବର୍ଷ, ଅଫିସ ଆସିଷ୍ଟାଣ୍ଟ ପାଇଁ ୧୮ରୁ ୪୩ ବର୍ଷ, ଅଫିସ ଆଟେଡାଣ୍ଟ ପାଇଁ ୧୮ରୁ ୬୩ ବର୍ଷ ବୟସ ରହିବା ଜରୁରୀ। ଅଧିକ ବିବରଣୀ ପାଇଁ ନୋଟିଫିକେସନ ନିଶ୍ଚିତ ଭାବେ ଚେକ୍‌ କରିଦିଅନ୍ତୁ।

ଚୟନ ପ୍ରକ୍ରିୟା: ଚୟନ ପାଇଁ ଲିଖିତ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

କେମିତି କରିବେ ଆବେଦନ: ଆବେଦନକାରୀ ଫର୍ମ ଭରି ନିମ୍ନଲିଖିତ ଠିକଣାରେ ପଠାଇବା ଜରୁରୀ।

The Zonal Manager, Bank of India, Lucknow Zone, Star House, Vibhuti Khand, Gomtinagar, Lucknow, 226010

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ…

https://bankofindia.co.in/pdf/Lucknow%20Zone.pdf

Swagatika

Recent Posts

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

6 mins ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

19 mins ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

29 mins ago

ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…

48 mins ago

ସମୟ ସିନା ବଦଳିଛି ହେଲେ ସେମିତି ଅବିଚଳିତ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ମୁହଁରେ ସେହି ସବୁବେଳର ଭାବ । ବିଜେପି ସରକାରଙ୍କ ଶପଥ ଗ୍ରହଣ ମଞ୍ଚରେ ସେମିତି ଅବିଚଳିତ ଥିଲେ ନବୀନ…

58 mins ago

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

2 hours ago