HPCL ରେ ଟେକ୍ନିସିଆନ ପଦବୀ ପଡିଛି ଖାଲି, ଆଜି ହିଁ କରନ୍ତୁ ଆବେଦନ

ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ ଖାଲିପଡିଛି ପଦବୀ। ଆପଣ ଯଦି ଇଚ୍ଛୁକ ତେବେ ଖୁବଶୀଘ୍ର ଆବେଦନ କରିପାରିବେ। ଏଠାରେ ଟେକି୍ନସିଆନ ପଦବୀ ଖାଲିପଡିଛି। ଆପଣ ଇଚ୍ଛକ ଥିଲେ ଅଫିସିଆଲ ସାଇଟ୍‌ hindustanpetroleum.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହା ଅଧିନରେ ୧୮୬ ପଦବୀରେ ଭର୍ତ୍ତି କରାଯିବ।

ପଦବୀ ବିବରଣୀ: ୧୮୬

ଅପରେସନ ଟେକ୍ନିସିଆନ: ୯୪

ବଏଲର ଟେକ୍ନିସିଆନ: ୧୮

ମେଣ୍ଟେନାନ୍ସ ଟେକ୍ନିସିଆନ: ୪୦

ଲ୍ୟାବ ଆସିଷ୍ଟାଣ୍ଟ: ୧୬

ଜୁନିଅର ଫାୟାର ଆଣ୍ଡ ସେଫ୍ଟି ଇନ୍ସପେକ୍ଟର: ୧୮

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୨ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୧ ମେ, ୨୦୨୨ରେ ହେବ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ।

ଆବେଦନ ଶୁଳ୍କ:

ଜେନେରାଲ, ଓବିସି-ଏନସି ଏବଂEWS ପ୍ରାର୍ଥୀ ୫୯୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ସେହିପରି ଏସଟି, ଏସସି, PWD ପ୍ରାର୍ଥୀ ଆବେଦନ ଶୁଳ୍କରେ ରିହାତି ମିଳିବ। ପ୍ରାର୍ଥୀHPCL ର ଅଧିକାରକ େଓ୍ଵବସାଇଟକୁ ଯାଇ ଅଧିକ ଜାଣିପାରିବେ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରଥମେ www.hindustanpetroleum.com କୁ ଯାଇ ଆବେଦନ କରିପାରିବେ।

ଆବେଦନ କରିବା ପରେ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଏବଂ ସବୁ ଭେରିଫିକେସନ କପି (୨୦୦କେଜି) ରେ ରଖି ଅପଲୋଡ କରି ଫର୍ମ ପୂରଣ କରିବେ।

ପ୍ରାର୍ଥୀ କୌଣସି ହାର୍ଡକପି ସବମିଟ୍‌ କରିବା ଜରୁରୀ ନୁହେଁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.hindustanpetroleum.com/images/pdf/Advt-Visakh-Refinery.pdf

 

Also Read : ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, DAV ରେ ଖାଲିପଡିଛି ଅନେକ ପଦବୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.