ଆଜିଠୁ ଆରମ୍ଭ ହେଉଛି IPL ୨୦୧୯, ଏହି ଆପ୍ସ ମାନଙ୍କରେ ମଗଣାରେ ଦେଖନ୍ତୁ ମ୍ୟାଚ୍

ନୂଆଦିଲ୍ଲୀ : ଆଜି ଆରମ୍ଭ ହେବାକୁ ଯାଉଛି ୨୦୧୯ ମସିହାର ଆଇପିଏଲ ସିରିଜ୍। ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି। ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି। କିନ୍ତୁ କିଛି ଲୋକ ନିଜର କାର‌୍ୟ୍ୟବ୍ୟସ୍ତତା ପାଇଁ ଏହି ଖେଳର ମଜା ଘରେ ବସି ନେଇପାରିବେ ନାହିଁ। ଏଣୁ ଏନେଇ ଆଜି ଆମେ ଏପରି କିଛି ଆପ୍ସ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ବିନା କୌଣସି ମୂଲ୍ୟରେ ଯେକୌଣସି ସ୍ଥାନରେ ମଧ୍ୟ ମ୍ୟାଚର ମଜା ଉଠାଇପାରିବେ। ଏହି ଆପ ମାନଙ୍କରେ ଆପଣ ମ୍ୟାଚର ସିଧାପ୍ରସାରଣକୁ ମିସ୍ କରିପାରିବେ ନାହିଁ।

Hotstar– ହଟଷ୍ଟାର ଆପ୍ ଛଡ଼ା ଆପଣ ଏହାର ୱେବସାଇଟ ମଧ୍ୟ ମ୍ୟାଚର ମଜା ଉଠାଇପାରିବେ। ଏହି ଆପ୍ ଉଦ୍ଭୟ ଆଇଓଏସ୍ ଏବଂ ଅନଡ୍ରୋଏଡ ପାଇଁ ଉପଲବ୍ଧ ରହିଛି। ଏଥିରେ ଆପଣ ଲାଇଭ ଆଇପିଏଲର ପୂର୍ଣ୍ଣ ଫାଇଦା ଉଠାଇ ପାରିବେ। କିନ୍ତୁ ଏହା ଆପଣଙ୍କୁ ଲାଇଭ ମ୍ୟାଚକୁ ୫ ମିନିଟ ବିଳମ୍ବରେ ଷ୍ଟିମିଂ କରି ଦେଖାଇବ। ଯଦି ଆପଣ ସଂପୂର୍ଣ୍ଣ ରିୟର ଟାଇମରେ ମ୍ୟାଚଟି ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହାର ପ୍ରିମିୟମ୍ ପ୍ୟାକ ରିଚାର୍ଜ କରିପାରିବେ।

ନିଶ୍ଚିତ ପଢ଼ନ୍ତୁ:ଆଇପିଏଲ ପ୍ରଥମ ମ୍ୟାଚର ସମସ୍ତ ଟିକେଟ ଟଙ୍କା ପୁଲୱାମା ସହିଦଙ୍କୁ ଦାନ କରିବ CSK

Jio TV : ଯଦି ଆପଣ ଜିଓର ଗ୍ରାହକ ତେବେ ଆପର ଜିଓ ଟିଭିରେ ମ୍ୟାଚର ମଜା ଉଠାଇପାରିବେ। ଜିଓ ଟିଭିରେ ମ୍ୟାଚର ଫାଇଦା ଉଠାଇବା ପାଇଁ ଆପଣଙ୍କୁ କେବଳ ଆପକୁ ଡାଉନଲୋଡ କରି ଏଥିରେ ଲଗଇନ୍ କରିବାକୁ ପଡିବ।

Yupp TV : ଏହି ଆପକୁ ଡାଉନଲୋଡ କରିବା ସହ ଏହାର ୱେବସାଇଟ ମଧ୍ୟ ଆପଣ ମ୍ୟାଚ ଦେଖିପାରିବେ। ଏଥିପାଇଁ ଆପଣଙ୍କୁ ଆପର ସବସ୍କିପସନ୍ ପ୍ୟାକ୍ ନେବାକୁ ପଡିବ।

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

35 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

37 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

59 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

2 hours ago