ଜାଣନ୍ତୁ କଣ ଏହି ଇ-ଟୁରିଷ୍ଟ ଭିସା ? କେଉଁ ଋତୁରେ ରହିଛି ଏହାର କମ ଏବଂ ବେଶି ଡିମାଣ୍ଡ

ଭାରତ ସରକାର ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ଟୁରିଷ୍ଟ ଫୁଟବଲ ଆଧାରରେ ଫ୍ଲେକ୍ସିବଲ ଇ ଭିସା ବାହାର କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଗତ କିଛିଦିନ ତଳେ ଟୁରିଜିମ ମିନିଷ୍ଟର ପ୍ରହ୍ଲାଦ ପଟେଲ ଭାରତରେ ଏକ ନୂତନ ଇ-ଟୁରିଷ୍ଟ ଭିସା ପ୍ରଣାଳୀର ଘୋଷଣା କରିଛନ୍ତି । ଯାହାଦ୍ୱାରା ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଆଧାରରେ ତାଙ୍କଠାରୁ ଭିସାର ଶୁଳ୍କ ଆଦାୟ କରାଯିବ । ସରକାର ଏକ ବର୍ଷ ପାଇଁ ୪୦ ଡଲାର ଓ ପାଞ୍ଚ ବର୍ଷ ପାଇଁ ୮୦ ଡଲାର ଶୁଳ୍କର ଇ-ଟୁରିଷ୍ଟ ଭିସା ଆରମ୍ଭ କରିଛନ୍ତି । ଜାପାନ, ସିଙ୍ଗାପୁର, ଶ୍ରୀଲଙ୍କା ପାଇଁ ଅଫ ସିଜିନରେ ଇ-ଟୁରିଷ୍ଟ ଭିସାର ଶୁଳ୍କ ୩୦ ଦିନ ପାଇଁ ୧୦ ଡ଼ଲାର ଏବଂ ୧ ରୁ ୫ ବର୍ଷ ପାଇଁ ୨୫ ଡଲାର ରହିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଆପଣଙ୍କୁ ମଧ୍ୟ ଏହି ଇ-ଟୁରିଷ୍ଟ ଭିସା ସମ୍ବନ୍ଧିତ ଜଡିତ କିଛି ଜରୁରୀ ସୂଚନା ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ଜାଣନ୍ତୁ କଣ ଏହି ଇ-ଟୁରିଷ୍ଟ ଭିସା ଏବଂ କେଉଁ ଋତୁରେ ଏହାର କମ ଏବଂ ବେଶୀ ଡିମାଣ୍ଡ ରହିଛି ।

ଜୁଲାଇ ରୁ ମାର୍ଚ୍ଚ ମାସ ମଧ୍ୟରେ ଇ-ଟୁରିଷ୍ଟ ଭିସାର ଫିସ

ସାଧାରଣତଃ ଜୁଲାଇ ରୁ ମାର୍ଚ୍ଚ ମାସ ମଧ୍ୟରେ ବୁଲାବୁଲି କରିବା ପାଇଁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ସେତେବେଳେ ଭାରତ ୨୫ ଡଲାର ବା ୧୭୯୪ ଟଙ୍କାର ଶୁଳ୍କ ସହିତ ୩୦ ଦିନର ଇ-ଟୁରିଷ୍ଟ ଭିସା ଦେବ ।

ଅଫ ସିଜିନରେ ଇ-ଟୁରିଷ୍ଟ ଭିସାର ଫିସ

ଏପ୍ରିଲରୁ ଜୁନ ମାସ ମଧ୍ୟରେ ଏଠାକୁ ସବୁଠାରୁ କମ ପର୍ଯ୍ୟଟକ ଆସିଥାନ୍ତି ଏବଂ ଏହି ସିଜିନରେ ଫୁଟବଲ ଗେମ ହୋଇଥାଏ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ସିଜିନରେ ବର୍ତ୍ତମାନ ଭାରତ ୧୦ ଡଲାରର ଶୁଳ୍କ ବା ୭୧୭ ଟଙ୍କା ସହିତ ୩୦ ଦିନର ଇ-ଟୁରିଷ୍ଟ ଭିସା ଦେବ ।

ଟୁରିଜିମକୁ ବଢାଇବା ପାଇଁ ସରକାରଙ୍କର ଏଭଳି ନିଷ୍ପତ୍ତି

କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶର ଟପ ଟୁରିଷ୍ଟ ପ୍ଲେସ ଉପରେ ବିଦେଶୀ ଭାଷାରେ ସାଇନ ବୋର୍ଡ ଲଗାଇବା, ଇ-ଭିସା ଆପ୍ଲିକେସନ ଟାଇମକୁ କମ କରିବା ଏବଂ ଭିସା ଫିସକୁ କାମ କରିବା ପାଇଁ ଯୋଜନା କରୁଛନ୍ତି । ଏହି ସାଇନ ବୋର୍ଡ଼ରେ QR କୋଡ଼ ମଧ୍ୟ ରହିବ ଯାହାକୁ ସ୍କାନ କରିବା ପରେ ସ୍ମାରକ, ତାହାର ଇତିହାସ ଏବଂ ସମସ୍ତ ସୂଚନା ସେହି ଭାଷାରେ ଉପଲବ୍ଧ ହେବ ।

ଏହାସହ ପଢନ୍ତୁ ଅମୀର ଖାନ ନେଲେ ମୋଦିଙ୍କ ସପୋର୍ଟ, ସୋସିଆଲ ମିଡିଆରେ କହିଲେ ଏପରି କଥା

ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ଟୁରିଜିମକୁ ବଢାଇବା ପାଇଁ କହିଥିଲେ ଏବଂ ଏହା ସହିତ ୨୦୨୨ ପର‌୍ୟ୍ୟନ୍ତ ଦେଶରେ ପାଖାପାଖି ୧୫ଟି ନୂତନ ଟୁରିଷ୍ଟ ପ୍ଲେସ କରାଯିବ ବୋଲି ଘୋଷଣା କରିଥିଲେ ।

KNews Bureau

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

10 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

12 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

16 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

23 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

24 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

38 mins ago