ବ୍ୟବସାୟ ଓ ଅର୍ଥନୀତି

ଖୁବ ଶୀଘ୍ର ଟ୍ରାଇ ଆଣୁଛି ନୂଆ ନିୟମ, ଏମିତିରେ ଇଣ୍ଟରନେଟ ଦ୍ୱାରା ହେଉଥିବା ସମସ୍ତ କଲରେ ଦେବାକୁ ହେବ ଏକ୍ସଟ୍ରା ଶୁଳ୍କ, ଏବେଠୁ ଜାଣିନିଅନ୍ତୁ

ଯେଉଁମାନେ ହ୍ଵାଟସାଆପ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଆସିଲା ବଡ଼ ଖବର। ହ୍ଵାଟଟସଆପ୍‌ ବ୍ୟବହାରକାରୀ ଯଦି ଭଏସ୍‌ କଲ କିମ୍ବା ଭିଡ଼ିଓ କଲ କରୁଛନ୍ତି ତେବେ ଦେଇପାରନ୍ତି ଟଙ୍କା! ପପୁଲାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ କଲିଂ ପାଇଁ ଟଙ୍କା ନେବାର ଯୋଜନା ବନାଇଛି। ଏନେଇ ଅନେକ ଖବର ସାମ୍ନାକୁ ଆସିଲାଣି। ଏବେ ଜାଣନ୍ତୁ ଏହା ସମ୍ପର୍କରେ..

ହ୍ଵାଟସଆପ୍‌ , ଫେସବୁକ ଇନଷ୍ଟାଗ୍ରାମ ଓ ଅନ୍ୟ ଆପ୍‌ ଆପଣଙ୍କୁ ବିଲକୁଲ ମାଗଣାରେ କଲ କରିବାର ସୁବିଧା ପ୍ରଦାନ କରିଥାଏ। ତେବେ ଏହିସବୁ ଥିରେ ଖୁବ ଶୀଘ୍ର ନୂଆ ନିୟମ ଲାଗୁ ହେବ। ଏମିତିରେ ୟୁଜର୍ସଙ୍କୁ ଭୁଗତାନ କରିବାକୁ ପଡ଼ିବ। ଯଦି ଟ୍ରାଇର ପ୍ରସ୍ତାବ ଲାଗୁ ହୋଇଯାଏ ତେବେ ଏଥିପାଇଁ ୟୁଜର୍ସଙ୍କୁ ଏକ୍ସଟ୍ରା ଶୁଳ୍କ ଦେବାକୁ ହେବ। ଦୂରସଞ୍ଚାର ବିଭାଗ ଭାରତୀୟ ଦୂରସଂଞ୍ଚାର ନିୟାମକ ପ୍ରାଧିକରଣ ଟ୍ରାଇ ଇଣ୍ଟରନେଟ ଆଧାରିତ କଲିଂରେ ଚାର୍ଜେସ ଲଗାଇବାର ଯୋଜନା କରୁଛି। ଦୂରସଂଞ୍ଚାର ତରଫରୁ ଏହା ସମସ୍ତଙ୍କ ପାଇଁ ସେମ୍‌ ସର୍ଭିସ , ସେମ୍‌ ରୁଲ୍ସ ଲାଗୁ ହେବ।

ଟ୍ରାଇ ଆରମ୍ଭରୁ ଏହି ପ୍ରସ୍ତାବକୁ ୨୦୦୮ ରେ ଫେରାଇଦେଇଥିଲା। ଯେବେ ଭାରତରେ ମୋବାଇଲ ଇଣ୍ଟରନେଟର ଆରମ୍ଭ ହୋଇଥିଲା। ନୂଆ ନିୟମ ଇଣ୍ଟରନେଟ ଟେଲିଫୋନ ଅପରେଟିଂ ଓ ଓଟିଟି କୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଟ୍ରାଇ ର କହିବା ଅନୁଯାୟୀ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର୍ସ ଆଇଏସପି ସାମାନ୍ୟ ଟେଲିଫୋନ ନେଟଓ୍ଵାର୍କ ରେ ଇଣ୍ଟରନେଟ କଲ ପ୍ରଦାନ କରିଥାଏ। ତାଙ୍କୁ ଇଣ୍ଟରକନେକସନ ଫି ପାଇଁ ଭୁଗତାନ କରିବାକୁ ହେବ। ଏମିତିରେ ଅନେକ ସୁରକ୍ଷା ଏଜେନ୍ସି ଅନୁପାଳନ କରିବାକୁ ହେବ। ୨୦୧୬ ୧୭ରେ ପୁଣି ଥରେ ଏଥିପାଇଁ ଯୋଜାନ ବନିଥିଲା।

କୁହାଯାଉଛି ଯେ ଟେଲିଫୋନ ଅପରେଟର ଲମ୍ବା ସମୟ ରୁ ସମସ୍ତ ଇଣ୍ଟରନେଟ ଆଧାରିତ କଲିଂ ଓ ମେସେଜ ପାଇଁ ଏକ ନୂଆ ନିୟମ ଲାଗୁ ହେବ। ଏମିିତିରେ ଲାଇସେନ୍ସ ଶୁଳ୍କର ସାମାନ୍ୟ ସ୍ତରରେ ଭୁଗତାନ କରିବାକୁ ହେବ। ଟ୍ରାଇ ର ନିୟମକୁ ମାନିବା ପାଇଁ ମଧ୍ୟ କୁହାଯାଇଛି।

ଯଦି ଏହି ଯୋଜନା କାର୍ଯ୍ୟକାରୀ ହେଉଛି ତେବେ ଖୁବ ଶୀଘ୍ର ଗୁଗଲ , ହ୍ଵାଟସଆପ୍‌, ଇନଷ୍ଯ୍ଯାଗ୍ରାମ, ଫେସବୁକ ମେସେଞ୍ଜର, ସିଗନାଲ, ଟେଲିଗ୍ରାମ ଓ ଏମିତିରେ ଅନେକ ସେବାର ମାଗଣା ର ଟାକ୍‌ ଷ୍ଟିଂ ଓ କଲିଂ ସେବାର ଫାଇଦା ଉଠାଉଥିବା ୟୁଜର୍ସ ଏନେଇ ଭୁଗତାନ କରିବେ। ଏମିତିରେ ଦେଖିବାକୁ ପଡ଼ିବ ଯେ ଏହି ସେବାରେ କେତେ ଆମାଉଣ୍ଟର ଶୁଳ୍କ ଲାଗୁ ହେଊଛି। ଏହାସହ ଡାଟା ପ୍ୟାକେଜର ମଧ୍ୟ ଧ୍ୟାନ ଦେବାକୁ ହେବ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago