ଏହି ସ୍ମାର୍ଟଫୋନରେ ବ୍ୟବହାର କରିପାରିବେ ନାହିଁ ହ୍ବାଟ୍ସଆପ୍ ! ଦେଖିଦେଖନ୍ତୁ ଆପଣଙ୍କ ମୋବାଇଲ୍ ସାମିଲ ନାହିଁ ତ

ବର୍ତ୍ତମାନ ବ୍ୟକ୍ତିଙ୍କ ଜୀବନରେ ଜରୁରୀ ପାଲଟିଛି ସୋସିଆଲ ମିଡ଼ିଆ । ସୋସିଆଲ ମିଡ଼ିଆ ବିନା ଜୀବନ ଯେପରି ଅସ୍ତବ୍ୟସ୍ତ ହୋଇପଡ଼ୁଛି। ତେବେ ସୋସିଆଲ ମିଡ଼ିଆରେ ଅଭ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବରଟି ଖାସ ରହିଛି। ଚଳିତ ବର୍ଷ ଡ଼ିସେମ୍ବର ୩୧ ତାରିଖ ପରଠାରୁ ଅନେକ ସ୍ମାର୍ଟଫୋନରେ ହ୍ବାର୍ଟ୍ସ ଆପ୍ ବ୍ୟବହାର ରଦ୍ଧ ହେବାକୁ ଯାଉଛି। କିଛି କମ୍ପାନୀର ନିର୍ଦ୍ଦିଷ୍ଟ ମୋବାଇଲ ଗୁଡ଼ିକରେ ହ୍ବାଟ୍ସର୍ ଆପ କାର୍ୟ୍ୟକାରୀ କରିବ ନାହିଁ । ଆସନ୍ତୁ ଜାଣିବା ସେହି ସ୍ମାର୍ଟଫୋନ୍ ଗୁଡ଼ିକ ବିଷୟରେ…

ମୋବାଇଲ୍ ମାନଙ୍କ ମଧ୍ୟରେ ନୋକିଆ ଏସ୍ ୪୦ , ଆଇଫୋନ୍ ୩ଜିସି/ଆଇଓଏସ୍ ୬ , ବ୍ଲାକବେରୀ ୧୦ , ୱିଣ୍ଡୋଜ୍ ୮ , ଆଇଓଏସ ୭ ଆଦି ମଡ଼େଲରେ ଡ଼ିସେମ୍ବର ୩୧ରୁ ହ୍ବାର୍ଟ୍ସ ଆପ୍ ବ୍ୟବହାର କରିହେବ ନାହିଁ । ଏଣୁ ଏହି ମୋବାଇଲ୍ ବା ଭସର୍ନ ଥିବା ସ୍ମାର୍ଟଫୋନକୁ ସମୟଥାଇ ବଦଳାଇପାରିବେ । ଏହି ସ୍ମାର୍ଟ ଫୋନ୍ ଗୁଡ଼ିକ ବର୍ତ୍ତମାନ ଅପଡ଼େଟ୍ ହେବା ମଧ୍ୟ ବନ୍ଦ ହୋଇଗଲାଣି ।

Leave A Reply

Your email address will not be published.