ବ୍ୟବସାୟ ଓ ଅର୍ଥନୀତି

ପ୍ରଧାନମନ୍ତ୍ରୀଙ୍କ ଏହି ସରକାର ବୀମାରେ ଜମା କରନ୍ତୁ ୧ ଟଙ୍କା, ଅସୁବିଧାରେ ମିଳିବ ୨ ଲକ୍ଷ

ଏବେର ସମୟରେ ହେଲଥ୍‌ ଏବଂ ଲାଇଫ ଇନସୁରାନ୍ସର ଗୁରୁତ୍ୱ ବଢ଼ିବାପରେ ଲାଗିଛି। ଏହା ବିଷୟରେ ଏବେ ପ୍ରାୟ ସବୁ ଲୋକ ଜାଣିଛନ୍ତି। କାରଣ ଏହା ଏପରି ବୀମା ଯାହା ଅସମୟରେ ଆମକୁ ଅନେକ ବଡ ବଡ ଗମ୍ଭୀର ସମସ୍ୟାରେ ସାହାଯ୍ୟ ହୋଇଥାଏ। କରୋନା ଭାଇରସ୍‌ କାରଣରୁ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଏମାନଙ୍କ ମଧ୍ୟରୁ ବହୁତ କମ୍‌ ଲୋକଙ୍କ ପାଖରେ ଲାଇଫ ଇନସୁରାନ୍ସ ଥିବ।

ଇନସୁରାନ୍ସର ପ୍ରିମିୟମ କାରଣରୁ ଦେଶର ଅନେକ ଲୋକ ରହୁଥିବା କୋଟି କୋଟି ଲୋକ ଲାଇଫ ଇନସୁରାନ୍ସ କରିପାରୁନାହାନ୍ତି। କିନ୍ତୁ ଏକ ଏମିତି ଯୋଜନା ଅଛି ଯାହା ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କା ମାସରେ ଭରିବା ଦ୍ୱାରା ଲକ୍ଷ ଟଙ୍କାର ଫାଇଦା ମିଳିପାରିବ। ପିଏମ ମୋଦି ଏହି ଯୋଜନାର ନାମ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ତାହେଲେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ।

କଣ ଏହି ସ୍କିମରେ ନାମ ଜାଣନ୍ତୁ

ପ୍ରଧାନମନ୍ତ୍ରୀଙ୍କ ନାମ ଯୋଡି ହୋଇଥିବା କାରଣରୁ ଏହି ବୀମା ଯୋଜନାର ନାମ ପ୍ରଧାନମନ୍ତ୍ରୀ ବୀମା ଯୋଜନା ରଖାଯାଇଛି। ଏହା ଏକ ଆକ୍ସିଡେଣ୍ଟାଲ ପଲିସି ଅଟେ। ଯାହା ୧ ଜୁନରୁ ୩୧ ମେ ଆଧାରରେ ଚାଲିଥାଏ। ଏହି ପଲିସିର ବାର୍ଷିକ ପ୍ରିମିୟମ ୧୨ ଟଙ୍କାର ଅଟେ ଅର୍ଥାତ ୧ ମାସରେ ଆପଣଙ୍କୁ ମାତ୍ର ୧ ଟଙ୍କା ଜମା କରିବାବୁ ହୋଇଥାଏ। ପୂରା ମାସରେ କାହାକୁ ବି ଏକଟଙ୍କା ଜମା କରିବାର କୌଣସି ପ୍ରକାର ଅସୁବିଧା ହେବନି।

କଣ ଏହି ପଲିସିର ଫାଇଦା

  1. ଏହି ପଲିସିରେ ବାର୍ଷିକ କେବଳ ୧୨ ଟଙ୍କା ଖର୍ଚ୍ଚରେ ଆକ୍ସିଡେଣ୍ଟାଲ ଏବଂ ଡିସଆବିଲିଟୀ କଭର ଦିଆଯାଇଥାଏ।
  2. ପଲିସି ହୋଲଡରଙ୍କ ମୃତ୍ୟୁ କିମ୍ବା ପରେ ୧୦୦ ପ୍ରତିଶତ ଡିସେବଲ ହେବା ସ୍ଥିତିରେ ଦୁଇ ଲକ୍ଷ ଟଙ୍କା ଦିଆଯାଏ।
  3. ବୀମାଧାରକ ଦୁର୍ଘଟଣାରେ ଆଂଶିକ ରୂପରେ ବିକଳାଙ୍ଗ ହେଲେ, ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଥାଏ।
  4. ୧୮ ବର୍ଷରୁ ନେଇ ୭୦ ଲକ୍ଷ ପଯ୍ୟର୍ନ୍ତ ବୟସରେ କୌଣସି ବି ବ୍ୟକ୍ତି ଏହି ଯୋଜନା ଅନୁଯାୟୀ କଭର ନେଇପାରିବେ।
Pritiparna

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

5 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

8 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

12 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

25 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

41 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago