ଆଜିଠୁ ଆହୁରି ବଢ଼ିବ ତାତି, ଆସନ୍ତା ୨୧ ଯାଏ ନିସ୍ତାର ନାହିଁ
ଭୁବନେଶ୍ୱର : ତତଲା ତାୱାରେ ସାରା ଓଡ଼ିଶା। ସକାଳ ୯ଟା ବେଳକୁ ଆକାଶରୁ ହେଉଛି ଅଗ୍ନିବର୍ଷା। ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆଜିଠୁ ଆହୁରି ବଢ଼ିବ ତାତି। କିଛି ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ଦୁଇ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବ।
ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ରହିବ । ଆଜି ହିଟ ୱେଭରୁ ସିଭିୟର ହିଟୱେଭ…
Read More...