ଭାଲୁ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ରେଢ଼ାଖୋଲ(କେନ୍ୟୁଜ୍) : ଜଙ୍ଗଲକୁ ଯାଇଥିଲେ ବୃଦ୍ଧ । ଆକ୍ରମଣ କଲା ଭାଲୁ । ରେଢ଼ାଖୋଲ ବନଖଣ୍ଡ ବଡ଼ବାହଲ ରେଞ୍ଜ ଟାଲ ଖେସରା ଜଙ୍ଗଲରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ । ଟାଲ ଗ୍ରାମର ଅଭି ସେଠୀ ବୟସ ୬୫ ପାଖ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ଭାଲୁ ଆକ୍ରମଣ ରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ରେଢ଼ାଖୋଲ ମେଡିକାଳରେ ଭର୍ତ୍ତି କରିଥିଲେ । ପରେ ମୃତ ଘୋଷଣା କଲେ ଡାକ୍ତର । ବନବିଭାଗ ଘଟଣା ସ୍ଥଳରେ…
Read More...