ରାଞ୍ଚିରେ ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଳୁ, ଭାଇରସ୍ ଚିହ୍ନଟ ପରେ ମରାଗଲା ୨୧୯୬ ପକ୍ଷୀ, ଆଲର୍ଟ ଜାରି
ପୁଣି ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଲୁ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡ ଫ୍ଲୁ ବ୍ୟାପିଥିବା ଜଣାପଡ଼ିଛି । ସହରର ହୋଟୱାର ଅଞ୍ଚଳରେ ଥିବା ଆଞ୍ଚଳିକ କୁକୁଡ଼ା ଫାର୍ମରେ ୧୭୪୫ କୁକୁଡ଼ାଙ୍କ ସମେତ ମୋଟ ୨୧୯୬ ପକ୍ଷୀଙ୍କୁ ମରାଯାଇଛି । ଏହା ବ୍ୟତୀତ ୧୬୯୭ଟି ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ ଭୋପାଳସ୍ଥିତ ସରକାରୀ ଲାବୋରେଟୋରୀରେ କୁକୁଡ଼ାମାନଙ୍କ ନମୁନା ପରୀକ୍ଷା କରାଯିବା ପରେ ଏହି ଘଟଣା ସାମ୍ନାକୁ…
Read More...