Browsing Category

କରୋନା ଭାଇରସ

ଶ୍ମଶାନରେ କରୋନାର କରୁଣ ଦୃଶ୍ୟ : ଗୁଜୁରାଟରେ ଆଗୁଆ ଖୋଳାଯାଉଛି କବର, ଦେଖିଲେ ଉଡ଼ିଯିବ ହୋସ

କରୋନା ସଂକ୍ରମଣ ଏବେ କିଛି ରାଜ୍ୟରେ ସାଂଘାତିକ ସୃଷ୍ଟିରେ ପହଞ୍ଚିଛି । ଗୁଜୁରାଟରେ ଏହି ସ୍ଥିତି ଏପରି ଅବସ୍ଥାରେ ପହଞ୍ଚିଛି ଯେ ଶ୍ମଶାନରେ ଶବ ସଂସ୍କାର କରିବାକୁ ଅପେକ୍ଷା କରିବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ଶ୍ମଶାନରେ ଆଗୁଆ କବର ଖୋଳାଯାଇ ରଖାଯାଉଥିବା ଦେଖିବାକୁ ମିଳୁଛି…

ପୁରା ଦେଶରେ ଚାଲିଛି କରୋନା ତାଣ୍ଡବ, ପ୍ରତି ମିନିଟ୍‌ରେ ଆସୁଛି ୧୧୭ ମାମଲା, ପ୍ରତି ଘଣ୍ଟାରେ ଯାଉଛି ୩୮ ଜୀବନ

ନୂଆଦିଲ୍ଲୀ :  ଦେଶରେ କାରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଏହି ସ୍ଥିତି ଏବେ ସାଂଘାତିକ ଅବସ୍ଥାରେ ପହଞ୍ଚିଛି । କରୋନା ସଂକ୍ରମଣର ଏହି ମିଟର ଦେଖିଲେ ମନରେ ସ୍ୱତଃ ଭୟ ସୃଷ୍ଟି ହେଉଛି । ମିଳିଥିବା ସୂଚାନନୁଯାୟୀ,ପ୍ରତି ମିନିଟ୍‌ରେ ଦେଶରେ ୧୧୭ ସଂକ୍ରମଣ ମାମଲା ଆସୁଥିବା ବେଳେ…

ଆଖି ଖରାପ କରି ଦେଉଛି କରୋନାର ନୂଆ ଷ୍ଟ୍ରେନ୍‌, ଶୁଣିବାର କ୍ଷମତା ମଧ୍ୟ କମୁଛି

ବର୍ଷ ୨୦୨୦ ତୁଳନାରେ ୨୦୨୧ରେ କରୋନାର ପ୍ରକୋପ ଅଧିକ ଭୟଙ୍କର ରହିଛି। ଡାକ୍ତରଙ୍କ ଅନୁସାରେ, ଏବେ କରୋନା ଭାଇରସ୍‌ କାନ ଓ ଆଖିକୁ ସିଧା ଆଟାକ୍‌ କରୁଛି। କରୋନାର ନୂଆ ଷ୍ଟ୍ରେନ୍‌ ଏଥର ଭାଇରଲ ଜ୍ୱର, ପେଟ ଯନ୍ତ୍ରଣା, ଡାଇରିଆ, ଅପଚ, ଗ୍ୟାସ୍‌, ବାନ୍ତି, ଭୋକ ନ ଲାଗିବା, ଶରୀର ଯନ୍ତ୍ରଣା ଏବଂ…

ରାଜ୍ୟବାସୀଙ୍କୁ ଆଜି ୫ଟା ୩୦ରେ ବାର୍ତ୍ତା ଦେବେ ମୁଖ୍ୟ ସଚିବ, ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା !

ଭୁବନେଶ୍ବର: ଦେଶରେ ଆଜି ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ରହିଛି ପାଖାପାଖି ୩ ହଜାର । ଦେଶର କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡିଶାର ସ୍ଥାନ ହେଉଛି ୧୮ । ଦେଶର ଦୈନିକ ସଂକ୍ରମଣ ହାର ତୁଳନାରେ ରାଜ୍ୟର ସଂକ୍ରମଣ ହାର ରହିଛି ୧ ଦଶମିକ ୪୮ ପ୍ରତିଶତ । ଆଜି…

ରାଜ୍ୟରେ ଉପର ମୁହାଁ କରୋନା: ଆଜି ଆଉ ୨୯୮୯ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୯୮୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୭୩୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୨୫୬। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 14th April New Positive Cases: 2989 In…

ପୁଣି ଖୋଲିବ ଆଦିତ୍ୟ ଅଶ୍ଵିନୀ କୋଭିଡ ହସ୍ପିଟାଲ, କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ଭୁବନେଶ୍ୱର (କେ.ନ୍ୟୁଜ): କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ କୋଭିଡ ଡାକ୍ତରଖାନାରେ ବେଡ ସଂଖ୍ୟା ବୃଦ୍ଧି କରାଯାଇଛି। ସେହିପରି ଆଦିତ୍ୟ ଅଶ୍ଵିନୀ କୋଭିଡ ହସ୍ପିଟାଲରେ ଆଇସିୟୁ ସହ ମୋଟ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁଣି କାର୍ଯ୍ୟକ୍ଷମ ହେବ। ଗତବର୍ଷ ବିଏମସି…

ଲକ୍ଷ୍ନୌ: କରୋନା ପଜିଟିଭ ବାହାରିଲେ ଅଖିଳେଶ ଯାଦବ, ନିଜକୁ କଲେ ଆଇସୋଲେଟ, ଜାଣନ୍ତୁ କାହା ସଂସ୍ପର୍ଶରେ ଆସିଥିଲେ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ବୁଧବାର ସକାଳେ ଟ୍ଵିଟ୍‌ କରି ଅଖିଳେଶ ଏ ନେଇ ସୂଚନା ଦେଇଛନ୍ତି। ପଜିଟିଭ ହେବା ପରେ ସେ ନିଜକୁ ଆଇସୋଲେଟ୍‌ କରି…

କରୋନା ସଂକ୍ରମଣ ୨ ହଜାର ଟପିଲା, ଆଜି ୨୨୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ୨ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଆଉ ୨୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ୧୩୧୪ ଓ ଲୋକାଲ କଣ୍ଟାକ୍ଟ ୯୫୩ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ରେ ସର୍ବାଧିକ ୪୫୮ କେସ୍‌…

ଭୁବନେଶ୍ବରରୁ ଆଜି ୧୯୧ ପଜିଟିଭ୍ ଚିହ୍ନଟ, ଆରୋଗ୍ୟ ଲାଭ କଲେ ୬୬ ଜଣ

ଭୁବନେଶ୍ୱର(କେ.ନ୍ୟୁଜ): ଭୁବନେଶ୍ୱରରୁ ଆଜି ଆଉ ୧୯୧ କରୋନା ପଜିଟିଭ ଚିହ୍ନଟ। ଏଥିରେ ୧୪୬ଟି ଲୋକାଲ କେସ ରହିଥିବା ବେଳେ ୪୫ ଜଣ କ୍ୱାରେଣ୍ଟାଇନରୁ ରହିଛନ୍ତି। ଏହାସହ ୬୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। Update on newly detected #COVID19 cases in the last 24 hrs under the BMC…

ଆଜି ରାଜ୍ଯରେ ୧୭୮୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୮୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ମୃତକ ଦୁଇ ଜଣ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। କ୍ୱାରେଣ୍ଟାଇନ୍‌ରୁ ୧୦୩୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୭୪୯। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୦୩ ନୂଆ…

ବନ୍ଦ ହୋଇଥିବା ସବୁ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସାଳୟକୁ ପୁଣି ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ବନ୍ଦ ହୋଇଥିବା କୋଭିଡ୍‌ ଚିକିତ୍ସାଳୟକୁ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ । ରାଜ୍ୟର ସବୁ ସରକାରୀ ଓ ଘରୋଇ କୋଭିଡ୍‌ ଚିକିତ୍ସାକେନ୍ଦ୍ର ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର, ସିଡିଏମଓଙ୍କୁ ଚିଠି…