Browsing Category

କରୋନା ଭାଇରସ

ପୁଣି ସାମ୍ନାକୁ ଆସିଲା ଡାକ୍ତରଙ୍କ ଦାୟିତ୍ୱହୀନତାର ନଗ୍ନ ଚିତ୍ର, କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇ ଚାଲିଗଲେ

ସାରା ଦେଶରେ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମାମଲା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ଡାକ୍ତରମାନେ ବେଶ୍‌ ଦାୟିତ୍ୱର ସହ ରୋଗୀ ସେବା କରୁଛନ୍ତି। କିନ୍ତୁ ଏବେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଦ୍ୱିତୀୟ ଭଗବାନ ଡାକ୍ତର କେତେ…

କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ପଜିଟିଭ ଚିହ୍ନଟ

କଟକ : କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ପଜିଟିଭ ଚିହ୍ନଟ। ଏମାନଙ୍କ ଭିତରୁ ୪ ଜଣ ସରକାରୀ କ୍ୱାରେଣ୍ଟାଇନ, ଦୁଇ ଜଣ ହୋମ କ୍ୱାରେଣ୍ଟାଇନ ଓ ଜଣେ ଲୋକାଲ କଣ୍ଟାକ୍ଟ କେସ୍ ରୁ  ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଛି । ଏହାସହିତ…

କୋଭିଡରେ ସଂକ୍ରମିତ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରିବୁଝିଛନ୍ତି । ଏଥିସହ ଦୁଇ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି…

ଭୁବନେଶ୍ବରରୁ ଆଉ ୩୮ ପଜିଟିଭ୍ : କ୍ୱାରେଣ୍ଟାଇନ୍‌ରୁ ୨୬ ଓ ଲୋକାଲ କଣ୍ଟାକ୍ଟରୁ ୧୨ଟି କେସ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୬ ଓ ଲୋକାଲ କଣ୍ଟାକ୍ଟ ୧୨ଟି କେସ୍‌ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ କଳିଙ୍ଗ ବିହାରରୁ ଜଣେ, ପୋଖରୀପୁଟ୍‌ରୁ ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨ ଜଣ, ଗଙ୍ଗନଗରରୁ ୩…

ରାଜ୍ଯରେ ଆଜି ଆଉ ୫ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ଯରେ ଆଜି ଆଉ ୫ଜଣଙ୍କ ଜୀବନ ନେଲା କରୋନା। ଏମାନଙ୍କ ମଧ୍ଯରେ ଗଞ୍ଜାମରୁ ୨ଜଣ ଏବଂ ଭୁବନେଶ୍ବର,କଟକ ଓ ପୁରୀରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ଯୁବରଣ କରିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…

ଥମିବାର ନା ନେଉନି କରୋନା: ଆଜି ପୁଣି ରାଜ୍ଯରେ ଆଉ ୫୭୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ଯରେ ଆଉ ୫୭୦ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୮୪ ଏବଂ ଲୋକାଲ କେସରୁ ୧୮୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୧୨୫୨୬ରେ ପହଁଚିଛି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍…

ଭାରତକୁ WHOର ପ୍ରଶଂସା: ବିଶ୍ୱ ଆଗରେ ଦିଆଗଲା ଧରାବୀରେ ହୋଇଥିବା କରୋନା ନିୟନ୍ତ୍ରଣର ଉଦାହରଣ

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ପ୍ରଶଂସା । କରୋନା ରୋକିବା ନେଇ ବିଶ୍ୱ ଆଗରେ ଦିଆଗଲା ମୁମ୍ବାଇ ଧରାବୀର ଉଦାହରଣ । ମୁମ୍ବାଇର ଏହି ଧରାବୀ ବସ୍ତି ଏସିଆ ମହାଦେଶର ସବୁଠାରୁ ବଡ଼ ବସ୍ତି । ଏଠାରେ ପାଖାପାଖି ୧୦ ଲକ୍ଷ ଲୋକ ରୁହନ୍ତି । ଏହି ବସ୍ତିରେ ମଧ୍ୟ କରୋନା…

ରାଉରକେଲାରେ ଚିନ୍ତା ବଢାଇଲେ ସୁପର ସ୍ପ୍ରେଡର, ସେକ୍ଟର-୧୬କୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: ରାଉରକେଲା ସେକ୍ଟର-୧୬ରୁ ସୁପର ସ୍ପ୍ରେଡର ବାହାରିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୧୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା…

ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ

ଭୁବନେଶ୍ବର: ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ସଟ୍‌ଡାଉନ୍ ରଖାଯାଥିବା ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ । ୧୭ଟି ଜିଲ୍ଲା ଭିତରେ…

ଆଜି ଗୋଟିଏ ଦିନରେ କରୋନାରେ ରେକର୍ଡ ସଂଖ୍ୟକ ୭୫୫ ସଂକ୍ରମିତ ଓ ରେକର୍ଡ ସଂଖ୍ୟକ ୫୬୫ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଗୋଟିଏ ଦିନରେ କରୋନାରେ ରେକର୍ଡ ସଂକ୍ରମିତ ଓ ରେକର୍ଡ ସୁସ୍ଥ । ୨୪ ଘଣ୍ଟାରେ ୭୫୫ ପଜିଟିଭ୍‌ କେସ୍‌ ବାହାରିଥିବା ବେଳେ ସୁସ୍ଥ ହୋଇଛନ୍ତି ରେକର୍ଡ ୫୬୫ । ରାଜ୍ୟର ୨୩ ଜିଲ୍ଲାରୁ ଆସିଛି ରେକର୍ଡ ୭୫୫ କରୋନା ପଜିଟିଭ କେସ୍‌ । କ୍ୱାରେଣ୍ଟାଇନରେ ୫୦୮ ଓ ୨୪୭ଟି…

କରୋନା ନେଲା ଆଉ ୪ମୁଣ୍ଡ, ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଲା

ଭୁବନେଶ୍ବର: ଅନ୍ଯପଟେ ଆଜି କରୋନାରେ ଆଉ ୪ ଜଣଙ୍କ ମୁଣ୍ଡ ନେଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ମୃତକ ଚାରିଜଣ ଗଞ୍ଜାମ ଜିଲ୍ଲାର । ଏହାକୁ ମିଶାଇ ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୩୪…

ରାଜ୍ୟରେ ଆଜି ସର୍ବାଧିକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୫୬ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଉ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬ ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ତେବେ ୨୩ଟି ଜିଲ୍ଲାରୁ ଏହି ୭୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ…