Browsing Category

ନିର୍ବାଚନ ୨୦୧୯

ଦେଢ଼ ବର୍ଷରେ ତୃତୀୟ ନିର୍ବାଚନ ଦେଖିବ ବିଜେପୁର, ପୁଣି ବିଜେଡି-ବିଜେପି ଲଢେଇ

ଦେଢ଼ ବର୍ଷ ଭିତରେ ତୃତୀୟ ଥର ନିର୍ବାଚନ ଦେଖିବ ବିଜେପୁର। ଏହି ସିଟ୍କୁ ପୁଣି ହାତେଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ। ପଶ୍ଚିମ ଓଡ଼ିଶାରେ ବିଜେଡିର ସପୋର୍ଟ ବେସ୍ ବଢ଼ାଇବାକୁ ବିଜେପୁରରୁ ଲଢିବାକୁ ନବୀନ ଘୋଷଣା କରିଥିଲେ। ନିର୍ବାଚନ ଲଢି ବିଜୟୀ ହେଲେ। ଏବେ ସେ ବିଜେପୁର ସିଟ୍ ଛାଡିବା…

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସରଳ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଗ୍ରାହମ୍‌ଷ୍ଟେନ୍‌ସ ମାମଲରେ…

ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇ ସାଂସଦ ହେଲେ ପ୍ରତାପ ଷଡଙ୍ଗୀ । କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ମନ୍ତ୍ରୀ ହେବା ପୂର୍ବରୁ ଓ ପରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରତାପ ଷଡଙ୍ଗୀ । ବହୁ ଜାତୀୟ ଗଣମାଧ୍ୟମ ପ୍ରଥମେ ତାଙ୍କର ସରଳ ଜୀବନଯାପନକୁ…

ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ହିଞ୍ଜିଳି ରଖିଲେ, ବିଜେପୁର ଆସନ ଛାଡ଼ିଲେ ନବୀନ ପଟ୍ଟନାୟକ। ବିଜେପୁର ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖି ସେ ଅବଗତ କରାଇଛନ୍ତି। ବିଜେପୁରବାସୀ ସମର୍ଥନ ଦେଇ ବିପୁଳ ଭୋଟରେ ଜିତାଇଥିବାରୁ ବିଜେପୁର…

ଲୋକସଭାରେ ବିଜେଡି ସଂସଦୀୟ ନେତା ହେଲେ ପିନାକୀ ମିଶ୍ର ଏବଂ ମୁଖ୍ୟ ସଚେତକ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ଯୁଜ୍) : ଲୋକସଭା ସଂସଦୀୟ ଦଳ ନେତା ହେଲେ ପିନାକୀ ମିଶ୍ର । ସେହିପରି ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ସଚେତକ ହୋଇଛନ୍ତି । ଅନୁଭବ ମହାନ୍ତି ହୋଇଛନ୍ତି ଉପମୁଖ୍ୟ ସଚେତକ । ସେହିପରି ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ଭର୍ତ୍ତୃହରି ମହତାବ । ବିଜେଡି…

ରାଜ୍ୟରେ ଖସୁଛି କଂଗ୍ରେସ, ହସୁଛି ବିଜେପି : ପ୍ରମୁଖ ବିରୋଧୀ ଦଳର ଆସନ ନେଇଛି ଛଡାଇ

ରାଜ୍ୟରେ ଖସୁଛି କଂଗ୍ରେସ । ହସୁଛି ବିଜେପି । କଂଗ୍ରେସଠାରୁ ପ୍ରମୁଖ ବିରୋଧୀ ଦଳ ଆସନ ଛଡାଇ ନେଇଛି ବିଜେପି । ବିଜେଡି ପରେ ରାଜ୍ୟରେ ନମ୍ବର ଟୁ ଦଳ ବିଜେପି । ୨୦୦୦ ମସିହାରୁ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ଥିଲା । ହେଲେ ଏବେ କଂଗ୍ରେସର ଭବିଷ୍ୟତ କଣ । ଆଗକୁ ମୂଳପୋଛ ହେବ ନା ଉନ୍ନତିର କୌଣସି…

କମୁଛି କି ବିଜେଡି-ବିଜେପି ଦୂରତା, ଟେଲିଫୋନ ଯୋଗେ ନବୀନ-ଧର୍ମେନ୍ଦ୍ର କଥାବାର୍ତ୍ତା

ଟେଲିଫୋନ ଯୋଗେ ନବୀନ-ଧର୍ମେନ୍ଦ୍ର କଥାବାର୍ତ୍ତା । କେନ୍ଦ୍ରରେ ପୁଣିଥରେ ମନ୍ତ୍ରୀ ହେବା ପରେ ନବୀନ ଟେଲିଫୋନ କରି ଧର୍ମେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ଆମେ ମିଳିତ ଉଦ୍ୟମ…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ଆଜି ଗୃହମନ୍ତ୍ରୀ ଭାବେ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ…

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ଆଜି ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଅମିତ ଶାହ । ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ୨ ମନ୍ତ୍ରୀ ହୋଇଛନ୍ତି ଶାହ । ପ୍ରଥମ ଥର ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି । ମାଓବାଦ ଓ ଆଇନ ଶୃଙ୍ଖଳା ଭଳି ଦେଶର…

ଏବେ ବିଜେପିରୁ କିଏ ହେବ ବିରୋଧୀ ଦଳ ନେତା? ଆରମ୍ଭ ହୋଇଛି ଅଙ୍କ କଷା

ଭୁବନେଶ୍ବର(କେନ୍ୟୁଜ୍): କିଏ ହେବେ ବିଧାନସଭାର ବିରୋଧୀ ଦଳ ନେତା । ବିଜେପିର ୨୩ ବିଧାୟକ ବିଜୟୀ ହୋଇଛନ୍ତି । ୯ରେ ସୀମିତ ରହିଛି କଂଗ୍ରେସ । ଏବେ ବିଜେପିରୁ କିଏ ହେବ ବିରୋଧୀ ଦଳ ନେତା, ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ୨୩ ବିଜୟୀ ପ୍ରାର୍ଥଙ୍କ ମଧ୍ୟରୁ ଆଗରେ ଅଛନ୍ତି ଜୟନାରାୟଣ ମିଶ୍ର…

ଷୋଡଶ ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍) : ଷୋଡଶ ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ଯନାରାୟଣ ପାତ୍ର ।  ଆଜି ବିଧାନସଭା ବାଚସ୍ପତି ଭାବେ ସେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ…

ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁକୁ ପ୍ରସ୍ତାବ ଦେଇଛନ୍ତି…

ଭୁବନେଶ୍ବର(କେନ୍ୟଜ୍) : ଆଜି ବିଧାନସଭାର ବାଚସ୍ପତି ନିର୍ବାଚନ । ପୂର୍ବାହ୍ନ ୧୧ଟା ବେଳେ ବିଧାନସଭା ବସିବ । ଏସମ୍ପର୍କିତ ପ୍ରସ୍ତାବ ଆସିବା ପରେ ଆଲୋଚନା ହେବ । ତାପରେ ହେବ ବାଚସ୍ପତି ନିର୍ବାଚନ । ବିଧାନସଭାରେ ବିଜେଡିର ନିରଙ୍କୁଶ ସଂଖ୍ୟା ଥିବାରୁ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ…

ମନଇଚ୍ଛା ମନ୍ତ୍ରୀପଦ ବଣ୍ଟା ଯାଉଛି, ମୋଦି ସରକାର ଗଠନ ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ

ମୋଦି ସରକାର ଗଠନ ହେବା ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ ମୁଣ୍ଡ ଟେକିଛି। ଜେଡିୟୁକୁ ଏନଡିଏ- ୨ ସରକାରରେ ସମ୍ମାନଜନକ ମନ୍ତ୍ରୀ ଆସନ ନମିଳିବାକୁ ଦଳ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିନଥିବା ସ୍ପଷ୍ଟ କରିଛନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ଏନଡିଏ…

ମୋଦି ସରକାରଙ୍କ ପ୍ରଥମ ନିଷ୍ପତ୍ତି : ଜାଣନ୍ତୁ କେଉଁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମୋହର

ନୂଆଦିଲ୍ଲୀ : ଦାୟିତ୍ୱ ଗ୍ରହଣ ପରେ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛାତ୍ରବୃତ୍ତି ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ଡିଫେନସ ଫଣ୍ଡ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ବୃତ୍ତି…