ଦେଢ଼ ବର୍ଷରେ ତୃତୀୟ ନିର୍ବାଚନ ଦେଖିବ ବିଜେପୁର, ପୁଣି ବିଜେଡି-ବିଜେପି ଲଢେଇ
ଦେଢ଼ ବର୍ଷ ଭିତରେ ତୃତୀୟ ଥର ନିର୍ବାଚନ ଦେଖିବ ବିଜେପୁର। ଏହି ସିଟ୍କୁ ପୁଣି ହାତେଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ। ପଶ୍ଚିମ ଓଡ଼ିଶାରେ ବିଜେଡିର ସପୋର୍ଟ ବେସ୍ ବଢ଼ାଇବାକୁ ବିଜେପୁରରୁ ଲଢିବାକୁ ନବୀନ ଘୋଷଣା କରିଥିଲେ। ନିର୍ବାଚନ ଲଢି ବିଜୟୀ ହେଲେ। ଏବେ ସେ ବିଜେପୁର ସିଟ୍ ଛାଡିବା…