Browsing Category

ସାଇକ୍ଲୋନ ଫନି

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ : କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ ପୌର ସଂସ୍ଥା…

ବାତ୍ୟା ଫନିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ଟି ପୌର ସଂସ୍ଥାର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ । ନଡ଼ିଆ ଗଛ ପିଛା ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ କ୍ଷତିପୂରଣ ମିଳିବ । ସେହିପରି କ୍ଷତିଗ୍ରସ୍ତ କୁକୁଡ଼ା…

କିଟ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବଣ୍ଟନ

ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କାରାଯାଇଛି । କିଟ୍ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି ଟ୍ରକରେ ଲଦାଯାଇ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…

ଫନି ଲୁଟି ନେଲା ଓଡ଼ିଶାର ‘ଶ୍ରୀ’, ଗୋଟିଏ ନୁହେଁ ତିନି ତିନିଟି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫନି ଖୁବ୍‌ ଆଘାତ ଦେଇଛି ରାଜ୍ୟର ତିନି ପ୍ରମୁଖ ସହରକୁ । ଜଗନ୍ନାଥ ଧାମରେ ରଚିଛି ପ୍ରଳୟ । ଶ୍ରୀକ୍ଷେତ୍ର ସମେତ ପୁରୀ ଜିଲ୍ଲାର ଅନେକ ଅଞ୍ଚଳକୁ ଅଣ୍ଟା ସଳଖି ଠିଆ ହେବା ଲାଗି ଲାଗିଯିବ ଦୀର୍ଘ ବର୍ଷ । କାଳିଆର ଭୂଇଁରେ ଏମିତି ବିତ୍ପାତ ବୋଧହୁଏ କେହିବି ସ୍ୱପ୍ନରେ…

ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ବର : ରାଜ୍ୟରେ ବାତ୍ୟା ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି। ବାତ୍ୟା ପରେ ବିଭିନ୍ନ ବ୍ୟକ୍ତବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ…

ଫନି ପରେ ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯ % ବ୍ୟାଙ୍କ କାର୍ଯ୍ୟକ୍ଷମ

ବାତ୍ୟା ପରେ ପୁରୀକୁ ଛାଡ଼ି ପ୍ରଭାବିତ ଅନ୍ୟ ସ୍ଥାନରେ ୯୯ ପ୍ରତିଶତ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଲାଣି। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାଙ୍କ ସେବା କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀରେ ସାମାନ୍ୟ ସମସ୍ୟା ରହିଛି। ବ୍ୟାଙ୍କଗୁଡ଼ିକ ଅଫଲାଇନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟରେ…

ବାତ୍ୟାର ୧୩ ଦିନ ପରେ ଝଲସିଲା ପୁରୀ ବଡ଼ଦାଣ୍ଡ

ପୁରୀ(କେନ୍ୟୁଜ୍) : ବାତ୍ୟାର ୧୩ ଦିନ ପରେ ଝଲସିଲା ପୁରୀ ବଡ଼ଦାଣ୍ଡ । ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌ । ସେହିପରି ଶ୍ରୀମନ୍ଦିର ଓ ସରକାରୀ ଅଫିସକୁ ବି ଦିଆଯାଇଛି ବିଦ୍ୟୁତ ସଂଯୋଗ । ସହରର ଅନ୍ୟ ସମସ୍ତ ଅଞ୍ଚଳକୁ ସପ୍ତାହେ ଭିତରେ ବିଦ୍ୟୁତ ସେବା ମିଳିବ । ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି…

କାନାଡା ବ୍ୟାଙ୍କ ତରଫରୁ ଫନି ବିପନ୍ନଙ୍କୁ ସହୟତା, ଦୁଇଟି ମୋବାଇଲ ଏଟିଏମ ସହ ରନ୍ଧା ଖାଦ୍ୟ ବଣ୍ଟନ

କାନାଡା ବ୍ୟାଙ୍କ ପକ୍ଷରୁ ବାତ୍ୟା ଫନି ବିପନ୍ନଙ୍କ ପାଇଁ ପ୍ରାଥମିକ ପର‌୍ୟ୍ୟାୟରେ ମୋବାଇଲ ଏଟିଏମ ସେବାକୁ ଦିଆଯାଇଥିଲା ଗୁରୁତ୍ୱ । ପୁରୀରେ ଦୁଇଟି ମୋବାଇଲ ଏଟିଏମ ତୁରନ୍ତ ଯୋଗାଇ ଦିଆଯାଇଥିଲା । ସେହିପରି ଫନି ପରବର୍ତ୍ତୀ ପରିସ୍ଥିତିରେ କୋଣାର୍କର ୩ଟି ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ…

୧୨ ଦିନପରେ ଜଳିବ ବଡ଼ଦାଣ୍ଡ, ସପ୍ତାହକ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମିଳିବ ବିଦ୍ୟୁତ୍ ସେବା

ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଜୁଳି। ସରକାରୀ କାର୍ଯ୍ୟଳୟକୁ ବି ବିଦ୍ୟୁତ ସଂଯୋଗ ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ସପ୍ତାହକ ମଧ୍ୟରେ ପର‌୍ୟ୍ୟାୟକ୍ରମେ ମିଳିବ ବିଦ୍ୟୁତ୍ ସେବା। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଧୈର୍ଯ୍ୟ ଧରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେପଟେ ଆଜି…

ରାଜ୍ୟ ସରକାରଙ୍କାର କେନ୍ଦ୍ରୀୟ ଟିମକୁ ପ୍ରାଥମିକ ରିପୋର୍ଟ, ୧୨ ହଜାର କୋଟି ଟଙ୍କାର କ୍ଷତି

ଭୁବନେଶ୍ବର(କେନ୍ୟୁଜ୍ ) : ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ପରେ କେନ୍ଦ୍ରୀୟ ଟିମ୍‌ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।  ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ ।  ଫନିରେ ପ୍ରାୟ ୧୨ ହଜାର କୋଟି ଟଙ୍କାର…

ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଲା କେନ୍ଦ୍ରୀୟ ଟିମ୍, ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ଫନି ମୁକାବିଲାକୁ କେନ୍ଦ୍ରୀୟ ଟିମ୍ର ପ୍ରଶଂସା। ରାଜ୍ୟ ସରକାର ଠିକ୍ ସମୟରେ ଫନି ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କ ପାଖରେ ଠିକ୍ ସମୟରେ ରିଲିଫ ପହଞ୍ଚିପାରିଛି । ବାତ୍ୟା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସଚିବାଳୟରେ ମୁଖ୍ୟ…

ମନ କିଣିଲେ ଛାତ୍ରୀ, ରିଲିଫ୍ ପାଣ୍ଠିକୁ ଦାନ କଲେ ସ୍କଲାରସିପ୍ ଅର୍ଥରାଶି

ଭୁବନେଶ୍ୱର(କେନ୍ୟୁଜ୍) : କୁହାଯାଏ ସାନ ସିନା ଦାନ ତା ମହାନ । ବାତ୍ୟା ଫନୀ ମାଡରେ ଉପକୂଳ ଓଡିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଏହାକୁ ପୁଣିଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହିକ୍ରମରେ ବ୍ରହ୍ମପୁର ବାସୁଦେବ…

ବିଜୁଳି ଦାବିରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ପଡିଲା ମୁଖ୍ୟ ଫାଟକରେ ତାଲା

ଆଜିକୁ ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଛି। ଏହାପରେ ମଧ୍ୟ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବାହ ସାଧାରଣ ହୋଇସାରିଛି।…