Browsing Category

ସାଇକ୍ଲୋନ ଫନି

୧୨ ଦିନପରେ ଜଳିବ ବଡ଼ଦାଣ୍ଡ, ସପ୍ତାହକ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମିଳିବ ବିଦ୍ୟୁତ୍ ସେବା

ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଜୁଳି। ସରକାରୀ କାର୍ଯ୍ୟଳୟକୁ ବି ବିଦ୍ୟୁତ ସଂଯୋଗ ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ସପ୍ତାହକ ମଧ୍ୟରେ ପର‌୍ୟ୍ୟାୟକ୍ରମେ ମିଳିବ ବିଦ୍ୟୁତ୍ ସେବା। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଧୈର୍ଯ୍ୟ ଧରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେପଟେ ଆଜି…

ରାଜ୍ୟ ସରକାରଙ୍କାର କେନ୍ଦ୍ରୀୟ ଟିମକୁ ପ୍ରାଥମିକ ରିପୋର୍ଟ, ୧୨ ହଜାର କୋଟି ଟଙ୍କାର କ୍ଷତି

ଭୁବନେଶ୍ବର(କେନ୍ୟୁଜ୍ ) : ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ପରେ କେନ୍ଦ୍ରୀୟ ଟିମ୍‌ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।  ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ ।  ଫନିରେ ପ୍ରାୟ ୧୨ ହଜାର କୋଟି ଟଙ୍କାର…

ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଲା କେନ୍ଦ୍ରୀୟ ଟିମ୍, ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ଫନି ମୁକାବିଲାକୁ କେନ୍ଦ୍ରୀୟ ଟିମ୍ର ପ୍ରଶଂସା। ରାଜ୍ୟ ସରକାର ଠିକ୍ ସମୟରେ ଫନି ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କ ପାଖରେ ଠିକ୍ ସମୟରେ ରିଲିଫ ପହଞ୍ଚିପାରିଛି । ବାତ୍ୟା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସଚିବାଳୟରେ ମୁଖ୍ୟ…

ମନ କିଣିଲେ ଛାତ୍ରୀ, ରିଲିଫ୍ ପାଣ୍ଠିକୁ ଦାନ କଲେ ସ୍କଲାରସିପ୍ ଅର୍ଥରାଶି

ଭୁବନେଶ୍ୱର(କେନ୍ୟୁଜ୍) : କୁହାଯାଏ ସାନ ସିନା ଦାନ ତା ମହାନ । ବାତ୍ୟା ଫନୀ ମାଡରେ ଉପକୂଳ ଓଡିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଏହାକୁ ପୁଣିଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହିକ୍ରମରେ ବ୍ରହ୍ମପୁର ବାସୁଦେବ…

ବିଜୁଳି ଦାବିରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ପଡିଲା ମୁଖ୍ୟ ଫାଟକରେ ତାଲା

ଆଜିକୁ ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଛି। ଏହାପରେ ମଧ୍ୟ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବାହ ସାଧାରଣ ହୋଇସାରିଛି।…

କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶାରେ ୧୧ ଜଣିଆ କେନ୍ଦ୍ରୀୟ ଟିମ୍‌, ବାତ୍ୟା ସ୍ଥିତିର କରୁଛନ୍ତି ସମୀକ୍ଷା

କେନ୍ୟୁଜ୍ : ପାୱାର-ଟେଲିକମ-ବ୍ୟାଙ୍କିଂ... ଏ ତିନି କ୍ଷେତ୍ରକୁ ଘାଇଲା କରିଛି ଫନି। ଧିରେ ଧିରେ ଫନିର ଝଡ଼ରୁ ବାହାରିବାକୁ ଚେଷ୍ଟା ଚାଲିଛି। ଭୁବନେଶ୍ୱର କଟକୁ ବିଦ୍ୟୁତ ସେବା ମିଳିଲାଣି। ୧୩୨ କେଭି ଲାଇନ ଭାଙ୍ଗିଥିବାରୁ ପୁରୀ ପାଇଁ ବିଳମ୍ବ ହେଉଛି। ତାହା ବି ଖୁବ ଶୀଘ୍ର ଆରମ୍ଭ ହେବ।…

୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ , ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର

ପ୍ରଳୟଙ୍କାରୀ ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘର ଭାଙ୍ଗିଥିବା ବେଳେ ୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ । ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର । ପ୍ରଭାବିତ ହୋଇନଥିବା ଜିଲ୍ଲାରୁ ୨୫ଟି ଟିମ୍‌ ଆସି ଘର ଭଙ୍ଗା କ୍ଷୟକ୍ଷତିର ସର୍ଭେ କରିବେ । ସେହିଭଳି…

ବାତ୍ୟା ପରେ ବଦଳୁଛି ରାଜନୈତିକ ପାଣିପାଗ, ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ…

କେନ୍ୟୁଜ୍ : ରାଜ୍ୟରେ ନିର୍ବାଚନ ପ୍ରଚାର ବେଳେ ଜୋର ଧରିଥିଲା ଆରୋପ-ପ୍ରତ୍ୟାରୋପ । ଲାଗୁଛି ଫନି ପରେ ଏବେ ବଦଳିଛି ରାଜନୈତିକ ପାଣିପାଗ । ପ୍ରଳୟଙ୍କରୀ ବାତ୍ୟା ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ବିପନ୍ନଙ୍କୁ ସହୟତା ପାଇଁ…

ଫନିରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ, ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି : ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

ବାତ୍ୟା ଫନିର ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପ୍ରଳୟଙ୍କାରୀ ବାତ୍ୟାରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ସେହିଭଳି ବାଲୁଖଣ୍ଡ ଅଭୟାରଣ୍ୟରେ ୩ଟି ହରିଣଙ୍କ…

ଖୋଲା ଛାତ ତଳେ ଜୀବନ, ରିଲିଫ ବଣ୍ଟନରେ ପାତର ଅନ୍ତର ହେଉଥିବା ଅଭିଯୋଗ

ପୁରୀ : ଥୁଣ୍ଟା ଗଛ, ମଝି ମଝିରେ ଭଙ୍ଗା ଘର। ଅଧିକାଂଶର ଛାତ ଉଡିଛି। ଫନି ପ୍ରଭାବରେ ଉଜୁଡି ଯାଇ ପୁରୀ ଜଗନ୍ନାଥ ଓ ତ୍ରିଦେବନଗର ବସ୍ତି । ଚୂଡ଼ା, ଗୁଡ ରିଲିଫ ମିଳିଛି। ସରକାରଙ୍କ ଘୋଷଣା ମୁତାବକ କିଛି ଜଣଙ୍କୁ ମିଳିଛି ଚାଉଳ। କିନ୍ତୁ ମିଳିନି ପଲିଥିଲ। ଖୋଲା ଛାତ ତଳେ ଜୀବନ। ରିଲିଫ ବଣ୍ଟନରେ…

୧୫ ସୁଦ୍ଧା ପୁରୀ, ନିମାପଡ଼ା ଓ କୋଣାର୍କରେ ବିଦ୍ୟୁତ୍‌ : ଆଜି ରାତି ସୁଦ୍ଧା ଭୁବନେଶ୍ୱର ସମସ୍ତ ଘରକୁ ବିଜୁଳି

ବିଦ୍ୟୁତ୍‌ ପାଇଁଁ ଜାତୀୟ ରାଜପଥ ଅବରୋଧ । କଳିଙ୍ଗନଗର ଓ କଳିଙ୍ଗବିହାର ଲୋକେ ଆଜି ଭୁବନେଶ୍ୱର ଓ ଖୋର୍ଦ୍ଧା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପୋଲିସ ସହ ଯୁକ୍ତିତର୍କ କଲେ, ଧସ୍ତାଧସ୍ତି କଲେ। କଳିଙ୍ଗନଗର, ପାତ୍ରପଡାର କିଛି ଅଞ୍ଚଳ ଏବେ ବି ଅନ୍ଧକାର ଭିତରେ। ତୁରନ୍ତ ବିଜୁଳି ଯୋଗାଇ…

ଫନି ବିପନ୍ନଙ୍କ ପାଇଁ ହାଉସିଂ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର : ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଫନି ପ୍ରଭାବରେ ଘର ସଂପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରୁ ସପ୍ତାହେ ବ୍ୟାପୀ କ୍ଷୟକ୍ଷତି ଆକଳନ କରାଯିବ। ସର୍ବାଧିକ କ୍ଷତିଗ୍ରସ୍ତ…