Browsing Category

ନିର୍ବାଚନ ୨୦୧୯

‘ବିଜୟ’ଙ୍କ ଠାରୁ ବିଜୟ ନେଇଗଲେ ସାବିତ୍ରୀ ଅଗ୍ରୱାଲ, ସାଥ୍ ଦେଲାନି ଭାଗ୍ୟ

ଭୁବନେଶ୍ବର (କେନ୍ୟୁଜ୍ ବ୍ୟୁରୋ):ଏଥର ନିର୍ବାଚନମଣ୍ଡଳୀ ବଦଳିଲା। ପ୍ରାର୍ଥୀ ବଦଳିଲେ। କିନ୍ତୁ ବିଜୟଙ୍କ ଭାଗ୍ୟ ବଦଳିଲାନି। ୨୦୧୪ରେ ମହାକାଳଡ଼ପଡାରୁ ନିର୍ବାଚନ ଲଢି ହାରିଥିଲେ। ଏଥର ପାଟକୁରା ଆସିଲେ। ତଥାପି ବିଜୟଙ୍କର ଭାଗ୍ୟ ଫିଟିଲାନି। ବିଜୟଙ୍କଠାରୁ ବିଜୟ ନେଇଗଲେ ବିଜେଡି ପ୍ରାର୍ଥୀ…

ପାଟକୁରାରେ ବାଜି ମାରିଲା ବିଜେଡି, ବିଜୟଙ୍କୁ ହରାଇ ବିଜୟୀ ହେଲେ ସାବିତ୍ରୀ

ପାଟକୁରା(କେନ୍ୟୁଜ୍): ପାଟକୁରାରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ବିଜୟୀ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ୧୬ ରାଉଣ୍ଡ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ଵାଲ ୧୭୨୩୪ ଭୋଟ୍‌ରେ ଆଗୁଆ ଅଛନ୍ତି । ୧୬ ରାଉଣ୍ଡ ସୁଦ୍ଧା…

ଆଜି ପାଟକୁରା ରେଜଲ୍ଟ, ଆରମ୍ଭ ହୋଇଛି ଭୋଟ ଗଣତି

ପାଟକୁରା (କେନ୍ୟୁଜ୍): ଆଜି ପାଟକୁରା ରେଜଲ୍ଟ । କିଏ ହାତେଇବା ଆସନ। ସ୍ପଷ୍ଟ ହେବ ଚିତ୍ର। ଆରମ୍ଭ ହୋଇଛି ଭୋଟ ଗଣତି । ଷ୍ଟ୍ରଙ୍ଗ୍‌ ରୁମରେ ସିଲ୍‌ ହୋଇ ରହିଥିବା ଇଭିଏମ ଖୋଲାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୧୮ଟି ଟେବୁଲ୍‌ରେ ହେଉଛି ଭୋଟ୍‌ ଗଣତି ।…

ପାଟକୁରା ନିର୍ବାଚନ: ପଦ୍ମପୁରର ୭ ନମ୍ବର ବୁଥ୍‌ରେ ମତଦାନ ବନ୍ଦ, ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ପାଟକୁରା(କେନ୍ୟୁଜ୍): ପାଟକୁରା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ପଦ୍ମପୁର ୭ ନମ୍ବର ବୁଥ୍‌ରେ ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ୭ ନମ୍ବର ବୁଥ୍‌ରେ ମତଦାନ ବନ୍ଦ ରହିଛି । ସେହିପରି ତେହେଡ଼ା ବୁଥ୍‌ରେ EVM ଅଚଳ ଯୋଗୁ ମତଦାନ ବନ୍ଦ ହୋଇଛି । ୨୭୮ ନମ୍ବର ବୁଥ୍‌ରେ EVM ରେ…

ପାଟକୁରାରେ ପୁଣି ବାଜି ମାରିବ କି ବିଜେଡି ?

ପାଟକୁରା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଏବେ ରାଜନୈତିକ ବାତାବରଣ ଉଷ୍ଣ । ତିନି ପ୍ରମୁଖ ରାଜନୈତିକ ଦଳ ଏହି ନିର୍ବାଚନକୁ ବେଶ ଗୁରୁତ୍ୱ ଦେଉଛନ୍ତି । ବିଜେଡି ପାଇଁ ଏହା ସମ୍ମାନ ଓ ବିଜେପି ପାଇଁ ସ୍ୱାଭିମାନର କଥା । କୁହାଯାଉଛି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଏହା ଶେଷ…

ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି : ମୁଖ୍ୟମନ୍ତ୍ରୀ

ପାଟକୁରା(କେନ୍ୟୁଜ୍) : ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଦୁଇଟି ନିର୍ବାଚନରେ ବିଜେଡିର ପ୍ରଦର୍ଶନ ବହୁତ ଭଲ ରହିବ । ଗତକାଲି ପ୍ରଧାନମନ୍ତ୍ରୀ…

ପାଟକୁରା ବିଧାନସଭା ନିର୍ବାଚନ, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ କ୍ୟାମ୍ପେନ କରୁଛନ୍ତି ଭୁବନେଶ୍ୱର ଲୋକସଭା…

ପାଟକୁରା(କେନ୍ୟୁଜ୍) : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର । ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ଚାନ୍ଦୋଳ ଠାରୁ ଦାନପୁର ପର୍ଯ୍ୟନ୍ତ କ୍ୟାମ୍ପେନ କରିଛନ୍ତି । ବାତ୍ୟା ଫନି ପରେ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ…

କାହିଁକି ଫେଲ୍‌ ମାରିଲା ମିଶନ ୧୨୦ ? କାରଣ ଖୋଜୁଛି ଦଳ

ଭୁବନେଶ୍ବର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୯' ନିର୍ବାଚନ ଫଳାଫଳର ସମୀକ୍ଷା । ପ୍ରଥମେ କୋର କମିଟି ଓ ପରେ ଜିଲ୍ଲା ସଭାପତି, ପ୍ରଭାରୀ, ରାଜ୍ୟ ପଦାଧିକାରଙ୍କର ବୈଠକରେ ମାନସମନ୍ଥନ । କାହିଁକି ଫେଲ୍‌ ମାରିଲା ମିଶନ ୧୨୦? ଏହାର କାରଣ ଖୋଜିଛି ଦଳ । ବୈଠକକୁ ଆସିଥିବା ପ୍ରାର୍ଥୀମାନେ ପରାଜୟ…

ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ, ନବୀନ ନିବାସରେ ରଣନୀତି ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ ଜାରି ରହିଛି। ଏନେଇ ଗତକାଲି ନବୀନ ନିବାସରେ ରଣନୀତି ବୈଠକ ବସିଥିଲା। ବୈଠକରେ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ପାଟକୁରା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ବିଜେପୁର ପାଇଁ କିଏ ହେବ…

ପାଟକୁରା ନିର୍ବାଚନ ପାଇଁ ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ

ପାଟକୁରା(କେନ୍ୟୁଜ୍) : ଯେକୌଣସି ମୂହୁର୍ତ୍ତରେ ହୋଇପାରେ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା । ଖୁବ୍‌ ଶୀଘ୍ର ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ଦେହାନ୍ତ ପରେ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା । ନିର୍ବାଚନ ତାରିଖ ଘୋଷଣା…

ଲୋକସଭା ବାଚସ୍ପତି ରେସ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଏସ୍‌. ଏସ୍‌ ଆହାଲୁଓ୍ଵାଲିଆଙ୍କ ନାଁକୁ ନେଇ…

କେନ୍ୟୁଜ୍ : ଲୋକସଭା ବାଚସ୍ପତି ରେସ୍‌ରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି । ସେହିପରି ଏସ୍‌. ଏସ୍‌ ଆହାଲୁଓ୍ଵାଲିଆଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଜୁଏଲ ଜଣେ ଆଗଧାଡିର ଆଦିବାସୀ ନେତା ।…

ଅନ୍ୟ ଦଳରୁ ଆସି ବିଜେଡିରୁ ଜିତିଥିବା ନେତାଙ୍କୁ ନିରାଶ କରି ନାହାନ୍ତି ନବୀନ, ମନ୍ତ୍ରିମଣ୍ଡଳରେ ମିଳିଛି ସ୍ଥାନ

ନିର୍ବାଚନ ବେଳେ ଦଳବଦଳ କରି ବିଜେଡି ଟିକେଟରେ ଜିତିଥିବା ବିଧାୟକଙ୍କୁ ନିରାଶ କରିନାହାନ୍ତି ନବୀନ । ମନ୍ତ୍ରିମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ସ୍ଥାନ ମିଳିଛି। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ୱାରା ଭିନ୍ନ ବାର୍ତ୍ତା ଦେବାକୁ ବିଜେଡି…