Browsing Category

ବ୍ୟବସାୟ ଓ ଅର୍ଥନୀତି

ଓଡିଶାରେ ସରକାରୀ ଚାକିରି, ଆଜି ହିଁ କରନ୍ତୁ ଆବେଦନ

ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଚାକିରି କରିବାକୁ ଚାହୁଁଚନ୍ତି, ସେମାନଙ୍କ ପାଇଁ ଆଜି ଅନ୍ତିମ ସୁଯୋଗ। ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍‌ ୨୫ ସେପ୍ଟେମ୍ବର ରାତି…

ସ୍ଥିର ରହିଛି ପେଟ୍ରୋଲ-ଡିଜେଲ୍‌ ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍‌

ରାଜ୍ୟ ତୈଳ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିସହ ଗତ ମଙ୍ଗଳବାର ଦିନ ଡିଜେଲ ଦାମରେ ୧୩ ରୁ ୧୫ ପଇସା କମ କରାଯାଇଥିବା ବେଳେ ପେଟ୍ରୋଲ ଦାମରେ ୭ ରୁ ୮ ପଇସା କମ କରାଯାଇଥିଲା। ଜାଣନ୍ତୁ ପ୍ରମୁଖ ସହରମାନଙ୍କରେ କେତେ ରହିଛି ମୂଲ୍ୟ…

ଜାଣନ୍ତୁ କ’ଣ ରହିଛି ଆଜି ଆପଣଙ୍କ ସହରରେ ସୁନା ଦର

ଗତକାଲି ଠାରୁ ସାମାନ୍ଯ କମିଛି ସୁନା ଦର। ତୁଳନା କଲେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୪୦୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ…

କ’ଣ ପାଇଁ ବନ୍ଦ ହୋଇଗଲା ଭାରତର ସବୁଠୁ ବଡ଼ ଡୋମେନ୍‌ କମ୍ପାନୀ Net4India, ଚିନ୍ତାରେ ଲକ୍ଷାଧିକ ଗ୍ରାହକ

ନୂଆଦିଲ୍ଲୀ :  ଭାରତର ସବୁଠୁ ବଡ଼ ଡୋମେନ୍‌ ରେଜିଷ୍ଟାର କମ୍ପାନୀ ହେଉଛି Net4India ହଠାତ୍‌ ବନ୍ଦ ହୋଇଯାଇଛି । ଯାହାକୁ ନେଇ ଗ୍ରାହକମାନେ ବହୁତ ଚିନ୍ତାରେ ଅଛନ୍ତି । ସୂଚନାନୁଯାୟୀ ଦିଲ୍ଲୀର Net4India ନାମକ ଏହି କମ୍ପାନୀ ଦେବାଳିଆ ହୋଇଯାଇଛି । ବନ୍ଦ ହେବା ନେଇ Net4India କମ୍ପାନୀ…

କିପରି ବନାଇବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ କେତେ ରହିବ ଦାମ

ଦିଲ୍ଲୀର ସମସ୍ତ ବାହନ ନିର୍ମାତାଙ୍କ ପାଇଁ high security registration plates (HSRP) ବାଧ୍ୟତାମୂଳକ ହୋଇଛି । ଯାନ ନିର୍ମାତା କମ୍ପାନୀଗୁଡ଼ିକୁ ମଧ୍ୟ ଏକ ତୃତୀୟ ପଞ୍ଜୀକରଣ ଚିହ୍ନ ସୃଷ୍ଟି କରିବାକୁ ପଡିବ । ତେବେ ବର୍ତ୍ତମାନ ଦିଲ୍ଲୀରେ ଡ୍ରାଇଭରମାନଙ୍କୁ ଉଚ୍ଚ ସୁରକ୍ଷା ନମ୍ବର ପ୍ଲେଟ…

ଚାକିରୀ କରୁଥିବା ଲୋକଙ୍କୁ ସରକାର ଦେଲେ ବଡ ପୁରସ୍କାର, ଗ୍ରାଚ୍ୟୁଇଟି ପାଇଁ ଆଉ କରିବାକୁ ପଡ଼ିବନି ଅପେକ୍ଷା

ଦେଶର ଉଭୟ ସଂଗଠିତ ତଥା ଅସଂଗଠିତ ଶ୍ରମିକଙ୍କୁ ସୁବିଧା ଯୋଗାଇବା ପାଇଁ ରାଜ୍ୟସଭା ଦ୍ୱାରା ନୂତନ ଶ୍ରମ ବିଲ୍ ଅନୁମୋଦନ କରାଯାଇଥିଲା । ଚାକିରୀ କରୁଥିବା ଲୋକମାନେ ଏହି ନିୟମ ଦ୍ୱାରା ଉପକୃତ ହେବେ । ବର୍ତ୍ତମାନ ଗ୍ରାଚ୍ୟୁଇଟିରେ ନିୟୋଜିତ ଲୋକଙ୍କୁ ଆଉ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ…

ଯୁବପିଢିଙ୍କ ପାଇଁ ନୌସେନାରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ଭାରତୀୟ ନୌସେନା ପକ୍ଷରୁ ୧୦+୨ (ବିଟେକ୍‌) କ୍ୟାଡେଟ ପ୍ରବେଶ ଯୋଜନା (ଜାନୁଆରୀ ୨୦୨୧ ପାଠ୍ୟକ୍ରମ) ପାଇଁ ସୂଚନା ଜାରି କରାଯାଇଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ଏହି ବିଭାଗରେ ଚାକିରି ପାଇଁ ଇଛା ରଖିଥିଲେ ଆସନ୍ତା ୦୬ ଅକ୍ଟୋବର ୨୦୨୦ ପୂର୍ବରୁ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ…

ଏସବିଆଇ ଆଣିଛି ବ୍ୟକ୍ତିଗତ ଲୋନର ପୁନଃନିର୍ମାଣ ପ୍ରକ୍ରିୟା : ଜାଣନ୍ତୁ କେମିତି କରିବେ ଆବେଦନ

ଦେଶର ସର୍ବବୃହତ ଋଣଦାତା ବ୍ୟାଙ୍କ ଏସବିଆଇ ବର୍ତ୍ତମାନ ପ୍ରକ୍ରିୟା ଏବଂ ନିୟମାବଳୀ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛି, ଯାହା ବ୍ୟକ୍ତିଗତ ଲୋନର ପୁନଃନିର୍ମାଣ ପାଇଁ ଲାଗୁ ହେବ। ଏହି ପ୍ରକ୍ରିୟା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମତି ଅନୁଯାୟୀ ହେଉଛି, ଯାହା ଦ୍ୱାରା ଆପଣ ନିଜର ଯୋଗ୍ୟତା…

ଭର୍ଚୁଆଲ ସୋ’ରୁମ୍‌ ଲଞ୍ଚ କଲା ହୋଣ୍ଡା କାର୍‌ ଇଣ୍ଡିଆ, ଏଣିକି ଡିଜିଟାଲ ପ୍ଲେଟଫର୍ମରେ କମ୍ପାନୀର ସମ୍ପୂର୍ଣ୍ଣ ମଡେଲ୍‌…

ହୋଣ୍ଡା କାର୍ ଇଣ୍ଡିଆ ନିଜର ଭର୍ଚୁଆଲ ସୋ’ରୁମ୍‌ ଲଞ୍ଚ କରିଛି ଏବଂ ଏହାଦ୍ୱାରା ଗ୍ରାହକ ଡିଜିଟାଲ ପ୍ଲେଟଫର୍ମରେ କମ୍ପାନୀର ସମ୍ପୂର୍ଣ୍ଣ ମଡେଲ୍‌ ଦେଖିପାରିବେ। ଇଣ୍ଟରାକ୍ଟିଭ୍ ସୋ’ରୁମ୍‌କୁ କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍ ବ୍ରାଉଜର୍ ମାଧ୍ୟମରେ ଆକ୍ସେସ୍‌ କରାଯାଇପାରିବ, ଯେଉଁଠାରେ…

କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ବ୍ୟବହାର ପାଇଁ ନିୟମ ବଦଳାଇଲା RBI, ୩୦ ସେପ୍ଟେମ୍ବରରୁ ହେବ ଲାଗୁ

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। ଆରବିଆଇ ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନଗୁଡିକ ୩୦ ସେପ୍ଟେମ୍ବର ୨୦୨୦ ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଯଦି ଆପଣ ଜଣେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀ, ତେବେ…

ମାତ୍ର ୧ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ନିଜ ମନପସନ୍ଦର ହିରୋ କିମ୍ବା ହୋଣ୍ଡାର ନୂଆ ବାଇକ୍‌, ଜାଣନ୍ତୁ କ’ଣ ରହିଛି ଅଫର

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ କମ୍ପାନୀ ସହ ବ୍ୟାଙ୍କ ମଧ୍ୟ ଲାଭ ଉଠାଇବାକୁ ଅଫର ଦେବା ଆରମ୍ଭ କରିଛି। ଏଭଳି ଏକ ଅଫର ନେଇ ଆସିଛି ଫେଡେରାଲ ବ୍ୟାଙ୍କ। ବ୍ୟାଙ୍କ ତରଫରୁ ମାତ୍ର ଏକ ଟଙ୍କା ପେମେଣ୍ଟ କରି ବାଇକ୍‌ କିଣିବାକୁ ଅଫର ଦିଆଯାଇଛି। ଏହି ଅଫରରେ ଆପଣ ହିରୋ, ହୋଣ୍ଡା ଓ…

ଆଜି ସ୍ଥିର ରହିଛି ପେଟ୍ରୋଲ-ଡିଜେଲ୍‌ ଦର, ଜାଣନ୍ତୁ କେତେ ଅଛି ଆପଣଙ୍କ ସହରରେ ଦାମ୍‌

ଗ୍ରାହକଙ୍କ ପାଇଁ ଖୁସି ଖବର। ରାଜ୍ୟ ତୈଳ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ଏବଂ ଡିଜେଲ୍‌ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିସହ ଗତ ମଙ୍ଗଳବାର ଦିନ ଡିଜେଲ ଦାମରେ ୧୩ ରୁ ୧୫ ପଇସା କମ କରାଯାଇଥିବା ବେଳେ ପେଟ୍ରୋଲ ଦାମରେ ୭ ରୁ ୮ ପଇସା କମ କରାଯାଇଥିଲା। ଏହା ପୂର୍ବରୁ ୩୦ ଜୁଲାଇରେ…