Browsing Category

ବ୍ୟବସାୟ ଓ ଅର୍ଥନୀତି

ରାମଦେବ ଖୋଲିଲେ ନିଯୁକ୍ତିର ଦ୍ବାର : ୫୦ହଜାର ପଦବୀ ପାଇଁ ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ପତଞ୍ଜଳିରେ କାମ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗଗୁରୁ ବାବା ରାମଦେବ ୫୦ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପତଞ୍ଜଳି ନିଜର ବ୍ୟବସାୟ ବଢ଼ାଇବାକୁ ଦେଶର ସମସ୍ତ ଜିଲ୍ଲାର ସେଲ୍ସମ୍ୟାନଙ୍କୁ ନିଯୁକ୍ତି କରିବ ।…

ଜାତିବାଦ ବିବାଦରେ ଏୟାରଟେଲ୍ :  ଗ୍ରାହକଙ୍କୁ ହିନ୍ଦୁ ପ୍ରତିନିଧି ଦେଇ ଫସିଲା ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ

ନୂଆଦିଲ୍ଲୀ : ସବୁବେଳେ ପ୍ଲାନ୍ ଏବଂ ସ୍କିମକୁ ନେଇ ଚର୍ଚ୍ଚାରେ ଥିବା ଏୟାରଟେଲ୍ ଏବେ ଲୋକଙ୍କ ବିରୋଧର ଶିକାର ହୋଇଛି । ଜାତିବାଦ ବିବାଦରେ ଫସିଯାଇଛି ଦେଶର ଏହି ଅଗ୍ରଣୀ ଟେଲିକମ୍ କମ୍ପାନୀ । ଗ୍ରାହକଙ୍କ କହିବା ଅନୁଯାୟୀ ମୁସଲମାନ୍ ସ୍ଥାନରେ ହିନ୍ଦୁ ପ୍ରତିନିଧି ପଠାଇ ଜାତିବାଦ ବିବାଦ…

ଆଜିଠୁ ଆରମ୍ଭ ହେଲା ମେଡିକାଲ ନାମଲେଖା ପଞ୍ଜୀକରଣ

ଭୁବନେଶ୍ବର : ମେଡିକାଲ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହୋଇଛି ପଞ୍ଜୀକରଣ। ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ମେଡିକାଲ କଲେଜରେ MBBS ଓ BDS ପାଠ୍ୟକ୍ରମରେ ପଞ୍ଜୀକରଣ କରାଯାଉଛି। ଏଥିରେ ୧୧୩୩ଟି ସିଟ୍‌ ଲାଗି ନାମଲେଖା ହେବାର ସୂଚନା ମିଳିଛି। ସେଥିମଧ୍ୟରୁ ୧୧୫୦ଟି MBBS ଓ ୧୫୦ଟି  BDS ସିଟ୍‌…

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱରରୁ ରାୟପୁର ବିମାନସେବା !

ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ଭୁବନେଶ୍ୱରରୁ ରାୟପୁର ମଧ୍ୟରେ ଆରମ୍ଭ ହେବ ବିମାନସେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦ୍ଧିବଦ୍ଧ ଭାବେ ଏହାର ଉଦ୍‌ଘାଟନ କରାଯିବ। ଉଡାନ୍‌ ଯୋଜନାରେ ମାତ୍ର ଦେଢଘଣ୍ଟାରେ ଜଣେ ଯାତ୍ରୀ ଭୁବନେଶ୍ୱରରୁ ବାହାରି ରାୟପୁରରେ ପହଞ୍ଚିପାରିବ।…

ସରକାରଙ୍କ ନୂଆ ନୀତି : ଏବେ କମ୍ ଦାମରେ ମିଳିବ ଶସ୍ତା ଘର

ନୂଆଦିଲ୍ଲୀ : ସାଧାରଣ ଜନତାଙ୍କୁ ଶସ୍ତା ଘର ଯୋଗାଇବା ପାଇଁ ବର୍ତ୍ତମାନ ସରକାର ଲାଗୁ କରିଛନ୍ତି ନୂଆ ନିୟମ । ଏହି ନିୟମ ଅନୁଯାୟୀ ଭାରତରେ ବିଲ୍ଡର ମାନଙ୍କୁ ଏକ ବର୍ଷ ମଧ୍ୟରେ ଆପାର୍ଟମେଣ୍ଟ ନିର୍ମାଣର ସମସ୍ତ କାମ ଶେଷ କରିବାକୁ ପଡ଼ିବ । ଯଦି ବିଲ୍ହର ଏହି ନିୟମକୁ ପାଳନ କରୁନାହାନ୍ତି ତେବେ…

୨୦ ବର୍ଷରେ ୫କୋଟି ରୋଜଗାର କରିବାକୁ ଚାହୁଁଛନ୍ତି ? ତେବେ ଆପଣାନ୍ତୁ ଏହି ପ୍ଲାନ୍

ଯଦି ଆପଣ ୨୦ ବର୍ଷ ମଧ୍ୟରେ ୫ କୋଟିର ଫଣ୍ଡ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣ ଅତି ସହଜରେ କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରତିମାସରେ ଏକ ନିଶ୍ଚିତ ରାଶି ନିବେଶ କରିବାକୁ ପଡିବ । ଆସନ୍ତା ୨୦ ବର୍ଷ ପର୍ଯ୍ଯନ୍ତ ଆପଣଙ୍କୁ ଏହି ନିବେଶ କରିବାକୁ ପଡିବ । କିନ୍ତୁ ଅଧାରେ ନିବେଶ…

ଟେଲିକମ୍ ସେକ୍ଟରରେ ପୁଣି ନୂଆ ବିପ୍ଳବ !! ଖୁବ୍ ଶୀଘ୍ର ଜିଓ ଲଞ୍ଚ କରିବ ୫ଜି

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଦେଶରେ ଟେଲିକମ୍ ବ୍ୟବସ୍ଥା ପାଇଁ ଲୋକପ୍ରିୟତା ହାସିଲ କରିବାରେ ଲାଗିଛି। ଖାଲି ସେତିକି ନୁହଁ ଜିଓ ତାର ଶସ୍ତା, ସୁନ୍ଦର ଏବଂ ମଜବୁତ ସେବା ପାଇଁ ଅନ୍ୟ ଟେଲିକମ୍ କମ୍ପାନୀ ମାନଙ୍କ ପାଇଁ ପ୍ରତିଯୋଗିତା ମଧ୍ୟ ସୃଷ୍ଟି କରିଛି।ଦେଶବାସୀଙ୍କୁ ୪ଜି ଏଲଟିଇ ସେବା ଉପହାର…

ଟ୍ରାଭେଲ୍ ଇନ୍‌ସୁରାନ୍ସ ନେଉଛନ୍ତି କି ? ଧ୍ୟାନରେ ରଖନ୍ତୁ ଏହି ୪ଟି କଥା

ବୁଲିବା କାହାକୁ ବା ନାପସନ୍ଦ । କିନ୍ତୁ ଏହି ମଉଜ ମସ୍ତି ମଧ୍ୟରେ ମୁସ୍କିଲ୍ ସେତେବେଳେ ଆସିଥାଏ ଯେତେବେଳେ ଅଜଣା ସ୍ଥାନରେ ହଠାତ୍ କିଛି ଅସୁବିଧାର ସମୁଖୀନ ହୁଅନ୍ତି । ଯେପରିକି ଜିନିଷ ହଜିଯିବା, ଫ୍ଲାଇଟ୍ କିମ୍ବା ଟ୍ରେନ୍ ମିସ୍ ହୋଇଯିବା । ଏହା ବ୍ଯତୀତ ଆହୁରୀ ଅନେକ ଅସୁବିଧା ଅଛି ଯାହା…

ଏହି ସ୍ମାର୍ଟଫୋନରେ ବ୍ୟବହାର କରିପାରିବେ ନାହିଁ ହ୍ବାଟ୍ସଆପ୍ ! ଦେଖିଦେଖନ୍ତୁ ଆପଣଙ୍କ ମୋବାଇଲ୍ ସାମିଲ ନାହିଁ ତ

ବର୍ତ୍ତମାନ ବ୍ୟକ୍ତିଙ୍କ ଜୀବନରେ ଜରୁରୀ ପାଲଟିଛି ସୋସିଆଲ ମିଡ଼ିଆ । ସୋସିଆଲ ମିଡ଼ିଆ ବିନା ଜୀବନ ଯେପରି ଅସ୍ତବ୍ୟସ୍ତ ହୋଇପଡ଼ୁଛି। ତେବେ ସୋସିଆଲ ମିଡ଼ିଆରେ ଅଭ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବରଟି ଖାସ ରହିଛି। ଚଳିତ ବର୍ଷ ଡ଼ିସେମ୍ବର ୩୧ ତାରିଖ ପରଠାରୁ ଅନେକ ସ୍ମାର୍ଟଫୋନରେ…

ଏହି ସ୍କିମରେ ପ୍ରତିମାସରେ ଜମା କରନ୍ତୁ ମାତ୍ର ୮୪ ଟଙ୍କା : ପାଆନ୍ତୁ ୨୪ହଜାର ଟଙ୍କା ପେନସନ୍

କେନ୍ଦ୍ର ସରକାରଙ୍କ ଏକ ମହତ୍ବପୂର୍ଣ୍ଣ ଯୋଜନା ହେଉଛି ଅଟଳ ପେନସନ୍ ଯୋଜନା । ଯାହାର ଆରମ୍ଭ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ଏହି ପେନସନ୍ ଯୋଜନା ମୁଖ ରୂପରେ ସେହି ଲୋକ ମାନଙ୍କ ଉପରେ କେନ୍ଦ୍ରିତ ଯେଉଁମାନଙ୍କର ନିବେଶ କରିବାର କ୍ଷମତା ଖୁବ୍ କମ୍ । ଏହି ପ୍ଲାନର ଆରମ୍ଭ…

ଲଗାତାର ୧୪ ଦିନ ପାଇଁ ହ୍ରାସ ପାଇଲା ତେଲ ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ୧୪ ଦିନ ପାଇଁ ହ୍ରାସ ପାଇଛି ତେଲଦର । ପେଟ୍ରୋଲ୍ ଦର ୧୫ ପଇସା କମିଥିବା ବେଳେ ଡିଜେଲ୍ ଦର ୧୦ ପଇସା ହ୍ରାସ ପାଇଛି । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ୍ ୭୬.୪୩ ଟଙ୍କା ଏବଂ ଡିଜେଲ୍ ଦର ୬୭.୮୫ଟଙ୍କା ହୋଇଛି । ତେବେ ଭୁବନେଶ୍ବରରେ ପେଟ୍ରୋଲ୍…

ଡେବିଟ୍ କାର୍ଡକୁ କେମିତି ରଖିବେ ସୁରକ୍ଷିତ ? ଜାଣନ୍ତୁ ୫ ଗୁରୁତ୍ବପୂର୍ଣ୍ଣ ଟିପ୍ସ

ଯେମିତି ଆମେ ସମସ୍ତେ ଜାଣିଛେ ଆଜି କାଲି କ୍ଯାସଲେସ୍ ଟ୍ରାଞ୍ଜାକ୍ସନର ବ୍ଯବହାର ବଢିଯାଇଛି । ପ୍ରାୟ ଲୋକ ସପିଂ, ବିଲ୍ ପେମେଂଟ୍ ସମସ୍ତ କାର୍ଯ୍ଯ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡରେ କାରିଥାନ୍ତି । ଏହା ସହ ବ୍ଯାଙ୍କରୁ ଟଙ୍କା ବାହାର କରିବାର ମୁଖ୍ଯ ମାଧ୍ୟମ ମଧ୍ୟ ହେଉଛି ଡେବିଟ୍…