Browsing Category

ବ୍ୟବସାୟ ଓ ଅର୍ଥନୀତି

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି, ଗାଡ଼ିରେ ଭର୍ତ୍ତି ପୂର୍ବରୁ ଜାଣିନିଅନ୍ତୁ ରେଟ୍‌

କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, କିଛି ସହରରେ ଦାମ ପରିବର୍ତ୍ତିତ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୫୦ ପଇସା ହୋଇଛି । ଡିଜେଲ ଦର ୯୩ ଟଙ୍କା ୦୬ ପଇସାକୁ ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା…

ସୁନା ଦର ଆକାଶଛୁଆଁ; ଏବେ କିଣିବାକୁ ପ୍ଲାନିଂ କରୁଥିଲେ ରହି ଯାଆନ୍ତୁ

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୭୪ ହଜାର ଟଙ୍କା ପାର କରିସାରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୩୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୮ ହଜାର ୧୬୦ଟଙ୍କା ।…

ଘରକୁ ଘର ଉଡ଼ିବ ଫ୍ଲାଇଙ୍ଗ କାର୍‌, ମାତ୍ର କିଛି ମିନିଟ ମଧ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ଲୋକେ

ଖୁବଶୀଘ୍ର ଘରକୁ ଘର ଉଡ଼ିବ ଫ୍ଲାଇଙ୍ଗ କାର୍‌ । ଟେକ୍ନୋଲୋଜି ଏତେ ଦ୍ରୁତଗତିରେ ବୃଦ୍ଧି ପାଉଛି ଯେ ଏବେ ଆକାଶରେ ଉଡ଼ନ୍ତା କାର ଦେଖିବାକୁ ମିଳିବ । ମାତ୍ର କିଛି ମିନିଟ ମଧ୍ୟରେ ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ଏହି କାର ମାର୍କେଟକୁ ଆସିବା ପରେ ଲୋକମାନେ ଟ୍ରାଫିକ୍‌ ସମସ୍ୟାରେ…

୬୦ତମ ଆନିଭର୍ସରୀ ସେଲିବ୍ରେଟ କରୁଛି Ford Mustang, ଲିମିଟେଡ ଏଡିସନ ସହ ଲଞ୍ଚ କରିବ Retro Car

Ford Mustang ମାର୍କେଟରେ ନିଜର ଉପସ୍ଥିତିର ୬୦ ବର୍ଷ ପୂରଣ କରୁଛି । କମ୍ପାନୀ ଏହି ଉତ୍ସବକୁ ଏକ ଭିନ୍ନ ଢଙ୍ଗରେ ପାଳନ କରୁଛି । ଫୋର୍ଡ ଏହାର ୬୦ତମ ବାର୍ଷିକୀରେ ଏକ ଜବରଦସ୍ତ କାର ଲଞ୍ଚ କରିବାକୁ ଯାଉଛି, ଯାହା ରେଟ୍ରୋ ଷ୍ଟାଇଲରେ ଡିଜାଇନ୍ ହୋଇପାରେ । ଏହି କାରର କେବଳ ଲିମିଟେଡ ଏଡିସନ…

ଆହୁରି ସହଜ ହେବ ଇଲେକ୍ଟ୍ରିକ୍ କାର ଚାର୍ଜ, ଗୁଗଲ ମ୍ୟାପ୍ସରେ ଆସିବ ନୂଆ ଫିଚର

ଇଲେକ୍ଟ୍ରିକ୍ କାରଗୁଡିକର ମାଲିକମାନଙ୍କ ପାଇଁ ଆସିଛି ଖୁସି ଖବର । ଚାର୍ଜିଂ ଷ୍ଟେସନ୍ ଖୋଜିବା ପାଇଁ ଆଉ ସେମାନଙ୍କୁ ଅସୁବିଧା ହେବ ନାହିଁ । ଗୁଗଲ୍ ମ୍ୟାପ୍ ବର୍ତ୍ତମାନ ଲୋକଙ୍କ ଏହି ସମସ୍ୟାର ସମାଧାନ ଆଣିବାକୁ ଯାଉଛି । ବର୍ତ୍ତମାନ ଗୁଗଲ୍ ମ୍ୟାପ୍ସରେ ଏକ ନୂଆ ଫିଚର ଆଡ୍‌ କରାଯାଉଛି । ଯାହା…

ଜାଣନ୍ତୁ କେଉଁଠି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, କିଛି ସହରରେ ଦାମ ପରିବର୍ତ୍ତିତ ହୋଇଛି  । ଭୁବନେଶ୍ୱରରେ ପେଟ୍ରୋଲ ଦର  ୧୦୦ ଟଙ୍କା ୮୯ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୪୭ ପଇସାକୁ ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ…

ଏଠାରେ ଜାଣି ନିଅନ୍ତୁ ଆଜିର ସୁନା ଓ ରୁପା ଦର

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ପ୍ରଥମ ଥର ପାଇଁ ୭୪ ହଜାର ଟଙ୍କା ପାର କରିସାରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୮୦୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ ହଜାର…

Yamaha ଲଞ୍ଚ କଲା Aerox S ସ୍କୁଟର, ବିନା ଚାବିରେ ଷ୍ଟାର୍ଟ ହେବ ଗାଡି; ଜାଣନ୍ତୁ ଦାମ୍

ୟାମାହା ମୋଟର ଇଣ୍ଡିଆ ଏରୋକ୍ସ ସ୍କୁଟରର ଏକ ନୂଆ ଭରିଆଣ୍ଟ- ଏରୋକ୍ସ ଭର୍ସନ୍ ଏସ୍ ଲଞ୍ଚ କରିଛି । ଏହି ସ୍କୁଟରରେ ଚାବିହୀନ ଇଗ୍ନିସନ୍ ଏବଂ ଅନ୍ୟ କେତେକ ଫିଚର୍ସ ଆଡ୍ କରାଯାଇଛି । ଏହି ନୂଆ ଭରିଆଣ୍ଟର ମୂଲ୍ୟ ୧,୫୦,୦୦୦ ଟଙ୍କା ରଖାଯାଇଛି, ଯାହା ଷ୍ଟାଣ୍ଡାର୍ଡ ମଡେଲ ତୁଳନାରେ ୩୩୦୦ ଟଙ୍କା…

୭୪ ହଜାର ପାର କଲା ୨୪ କ୍ୟାରେଟ ସୁନା, କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ଦର

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ପ୍ରଥମ ଥର ପାଇଁ ୭୪ ହଜାର ଟଙ୍କା ପାର କରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୧୨୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ ହଜାର ୯୪୦ଟଙ୍କା ।…

ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁଠି କେତେ ରହିଛି

ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି  । ଭୁବନେଶ୍ବରରେ ପେଟ୍ରୋଲ ଦର  ୧୦୧ ଟଙ୍କା ୦୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା…

୨୨ ଏପ୍ରିଲରେ ଭାରତରେ ଲଞ୍ଚ ହେବ Jeep Wrangler Facelift, ମିଳିବ ଅନେକ ନୂଆ ଅପଡେଟ୍

Jeep Wrangler Facelift ୨୨ ଏପ୍ରିଲ ୨୦୨୪ ରେ ଭାରତରେ ଲଞ୍ଚ ହେବ । ପ୍ରାୟ ଏକ ବର୍ଷ ପୂର୍ବେ ବିଶ୍ୱ ବଜାରରେ ପରିଚିତ ହୋଇଥିବା ଫେସେଲିଫଟେଡ୍ ରେଙ୍ଗଲର୍ ଏକ ନୂଆ ଡିଜାଇନ୍ ଏବଂ ନୂଆ ଫିଚର ସହିତ ଭାରତକୁ ଆସୁଛି । ରେଙ୍ଗଲର୍ ଫେସେଲିଫ୍ଟରେ ଅଲ-ବ୍ଲାକ ଗ୍ରୀଲ୍ ଫିଚର ରହିଛି, ଏକ ସ୍ୱତନ୍ତ୍ର…

ଲଞ୍ଚ ହେବାକୁ ଯାଉଛି Royal Enfieldର ୬ଟି ନୂଆ ବାଇକ୍, ନିଜକୁ କିଣିବାରୁ ଅଟକାଇ ପାରିବେନି

ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡ ଗୋଟିଏ ପରେ ଗୋଟିଏ ୬ଟି ବାଇକ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ବର୍ଷ ୨୦୨୪ ରେ, କ୍ଲାସିକ୍ ଫ୍ରାଞ୍ଚାଇଜ୍ ର ମଡେଲଗୁଡିକ ମାର୍କେଟକୁ ଏଣ୍ଟ୍ରି କରିବାକୁ ଯାଉଛି । ଏହା ସହିତ, ଆହୁରି ୫ଟି ମଡେଲ ମଧ୍ୟ ଭାରତୀୟ ମାର୍କେଟରେ ଏଣ୍ଟ୍ରି କରିବ ।…