Browsing Category

ବ୍ୟବସାୟ ଓ ଅର୍ଥନୀତି

ମୋଦି ସରକାରଙ୍କ ବଡ଼ ପ୍ରସ୍ତୁତି : ଘରୋଇ ଓ ସରକାରୀ ଚାକିରିଆଙ୍କୁ ଦେବେ ଖୁସୀ ଖବର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧ ଅକ୍ଟୋବରରୁ ଦେଶରେ ଲେବର କୋଡ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ଆଇନ ଲାଗୁ ହେବା କ୍ଷଣି କର୍ମଚାରୀଙ୍କ ଦରମା ଓ ପିଏଫ୍‌ (ପ୍ରୋଭିଡେଣ୍ଟ ଫଣ୍ଡ) ଷ୍ଟ୍ରକଚର ମଧ୍ୟ ବଦଳିଯିବ । ଏହାଦ୍ୱାରା ପିଏଫ୍‌ରେ ଅଧିକ ଟଙ୍କା ଜମା ହେବା ସହ ଟେକ୍‌ ହୋମ ସାଲେରୀ(ଘରକୁ…

ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ବ୍ରେକ, ପୁଣି କେତେ ବଢିଲା ଜାଣନ୍ତୁ

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ବଢି ୧୦୨ ଟଙ୍କା ୯୮  ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୮ ଟଙ୍କା ୨୫ ପଇସା ରହିଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ…

ଜାଣନ୍ତୁ ଆଜି କେତେ ହେଲା ସୁନା ଓ ରୁପା ଦାମ୍

ଯଦି ଆପଣ ସୁନା କିଣିବାକୁ ଚାହୁଁଚନ୍ତି, ଆଜି ହିଁ ଯାଇ କିଣିଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୭, ୦୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୮, ୦୮୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ…

ରେଲୱେରେ ଚାକିରି କରିବାର ସୁଯୋଗ, ଜାଣନ୍ତୁ କେମିତି ପାଇବେ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବପିଢିଙ୍କ ପାଇଁ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ(RRC) ଗ୍ରୁପ ସି ପଦରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ଭର୍ତ୍ତି ୱେଷ୍ଟର୍ଣ୍ଣ ରେଲୱେ ସ୍ପୋଟର୍ସ କୋଟା ଅଧିନରେ କରାଯିବ। ତେଣୁ ଯୋଗ୍ଯ ଏବଂ…

ପେଟିଏମ୍ ଦେଉଛି ନିଯୁକ୍ତି ସୁଯୋଗ; ଦରମା ରହିଛି ୩୫ ହଜାର, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ : ଅର୍ଥନୈତିକ ସେବା ପ୍ରଦାନ କରୁଥିବା ପେଟିଏମ୍ ଦେଶରେ ଏହାର ଉପସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଯାଉଛି । ୧୬ହଜାର ୬୦୦ କୋଟିର ଆଇପିଓ ଲଞ୍ଚ କରିବାକୁ ଯାଉଥିବା ପେଟିଏମ୍ ନିକଟରେ ଏହାର ଫିଲ୍ଡ ସେଲ୍ସ ଏକଜ୍ୟୁକ୍ୟୁଟିଭ୍ (ଏଫ୍ଏସ୍ଇ) ସେବା ଲଞ୍ଚ କରିଛି । ଏଫ୍ଏସଇ ପ୍ରୋଗ୍ରାମ…

ଜାଣନ୍ତୁ କେତେ ଅଛି ପେଟ୍ରୋଲ-ଡିଜେଲ ଦର

ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୭ ଟଙ୍କା ୯୫ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ…

ବ୍ୟାଙ୍କ ବୁଡ଼ିଲେ ୯୦ ଦିନ ଭିତରେ ଖାତାଧାରୀ ମାନଙ୍କୁ ମିଳିଯିବ ବୀମା ଟଙ୍କା

ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ ଅପରେଟିଭ ବ୍ୟାଙ୍କ, ୟେସ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପରି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ସରକାର ଏକ ବଡ ଘୋଷଣା କରିଛନ୍ତି । ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଡ଼ିଆଇସିଜିସି ଆକ୍ଟରେ ପରିବର୍ତ୍ତନ ଅଣାଯାଇଛି । ଏହା ଦ୍ୱାରା କୌଣସି ବ୍ୟାଙ୍କ…

ଭାରତରେ ପ୍ରଦର୍ଶିତ ହେଲା ହୁଣ୍ଡାଇର ଇଲେକଟ୍ରିକ କାର Ioniq 5, ସିଙ୍ଗଲ ଚାର୍ଜରେ ଯିବ ୪୮୦ କିଲୋମିଟର

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ହୁଣ୍ଡାଇ ଆଜି ଗୁରୁଗ୍ରାମରେ ନିଜର ନୂଆ ମୁଖ୍ୟାଳୟର ଉଦଘାଟନ କରାଯାଇଛି। ଏହି ସମୟରେ କମ୍ପାନୀର ଗ୍ଲୋବାଲ ମାର୍କେଟରେ ଉପଲବ୍ଧ ହେଉଥିବା ମଡେଲ ର ପ୍ରଦର୍ଶନ କରାଯିବ। ଏଥିରେ ହୁଣ୍ଡାଇର ନୂଆ ଇଲେକଟ୍ରିକ କାରକୁ ମଧ୍ୟ ସାମିଲ କରାଯାଇଛି।…

ସ୍ଥିର ଅଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୭ ଟଙ୍କା ୯୫ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ।…

କମିଲା ସୁନା ଦର, ଜାଣନ୍ତୁ ରାଜଧାନୀରେ କେତେ ଅଛି ଦାମ୍

ପୁଣି କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୨୦୦ ଟଙ୍କା କମି ୪୬,୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୨୦ ଟଙ୍କା କମି ୫୧,୦୦୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ…

VI ଲଞ୍ଚ କଲା ନୂଆ ପୋଷ୍ଟପେଡ଼ ପ୍ଲାନ, ମାତ୍ର ୨୯୯ ଟଙ୍କାରେ ପାଇପାରିବେ ଦମଦାର ଫାଇଦା

ଭୋଡ଼ାଫୋନ ଆଇଡ଼ିଆ(VI) ନିଜ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ଼ ବିଜିନେସ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଅନେକ ଏକସକ୍ଲୁସିଭ ଫାଇଦା ମିଳିପାରିବ । ଯାହାକି ସାଧାରଣତଃ ଅନ୍ୟ ୟୁଜର୍ସ ମାନଙ୍କୁ ମିଳିନଥାଏ । ଏହି ପ୍ଲାନର ପ୍ରାରମ୍ଭିକ ମୂଲ୍ୟ ୨୯୯ ଟଙ୍କା ଥିବା ଜଣାଯାଇଛି…