New Traffic Rules Alert: ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପଡ଼ିବ ମହଙ୍ଗା, ସସ୍ପେଣ୍ଡ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ
ସଡ଼କରେ ଗାଡ଼ି ଚଲାଇବା ସମୟରେ ଟ୍ରାଫିକ୍ ନିୟମ ପାଳନ କରିବା ପ୍ରତ୍ୟେକ ଗାଡ଼ି ଚାଳକଙ୍କ ପାଇଁ ଜରୁରୀ । କିନ୍ତୁ ଆଜି ବି ଅନେକ ଚାଳକ ଟ୍ରାଫିକ୍ ନିୟମକୁ ଅଣଦେଖା କରୁଛନ୍ତି । ଯଦି ଆପଣ ମଧ୍ୟ ଗାଡ଼ି ଚଲାଇବା ସମୟରେ ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ । କାରଣ…