Browsing Category

ବ୍ୟବସାୟ ଓ ଅର୍ଥନୀତି

ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର, ଦୁଇବର୍ଷରେ ଦୁଇଗୁଣା

କେନ୍ଯୁଜ୍: ତୈଳ ଦରରେ ନିଆଁ । ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର। ପେଟ୍ରୋଲ, ଡିଜେଲ ଦର ସହ ଖାଇବା ତେଲ ଦର ଲୋକଙ୍କ ଚିନ୍ତା ବଢାଇଛି। ଖାଇବା ତେଲ ଦୁଇବର୍ଷରେ ଦୁଇଗୁଣା ବଢ଼ିଲାଣି । ବର୍ଷକ ତଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସୋରିଷ ତେଲ ଲିଟର ପିଛା୧୨୦ରୁ ୧୩୦ ଟଙ୍କା ରହିଥିଲା । ଏବେ…

ପେଟ୍ରୋଲ ଦରରେ ନିଆଁ, ଜାଣନ୍ତୁ ଆଜି ପୁଣି କେତେ ବଢ଼ିଲା ଦାମ୍

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୨୭ ପଇସା ବଢ଼ି ୯୫ ଟଙ୍କା ୪୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୧ ପଇସା ବଢ଼ି ୯୩ ଟଙ୍କା ୩୪ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍…

ପୁଣି ବଢ଼ିଲା ସୁନା ଦାମ୍, ଜାଣନ୍ତୁ ଆଜିର ତାଜା ଅପଡେଟ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୭,୧୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୫୧,୨୬୦ ଟଙ୍କା ହୋଇଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ…

୭ ଜୁନ୍‌ରୁ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ଲଞ୍ଚ୍‌ କରିବ ନୂଆ େଓ୍ଵବସାଇଟ୍‌, ଯୋଡ଼ା ହେବ କିଛି ନୂଆ ଫିଚର୍ସ

ନୂଆଦିଲ୍ଲୀ :  ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ସୋମବାର ୭ ଜୁନ୍‌ରୁ ଲଞ୍ଚ୍‌ କରିବ ନୂଆ େଓ୍ଵବସାଇଟ୍‌ । ଏହି େଓ୍ଵବସାଇଟ ମାଧ୍ୟମରେ ୟୁଜର୍ସ ପୁଣି ଥରେ ଟ୍ୟାକ୍ସ ଭରି ପାରିବେ । ୧ ଜୁନରୁ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ତା’ର େଓ୍ଵବସାଇଟକୁ ବନ୍ଦ କରିଦେଇଥିଲା । ତେବେ େଓ୍ଵବସାଇଟ୍‌ରେ ଟ୍ୟାକ୍ସ…

ଗୁଗଲ, ଫେସବୁକ ଭଳି ଟେକ୍ କମ୍ପାନୀ ଉପରେ ୧୫% ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି, G-7 ଦେଶ ସ୍ୱାକ୍ଷର କଲା ଚୁକ୍ତି

ଦୁନିଆର ୭ଟି ସବୁଠୁ ଧନୀ ରାଷ୍ଟ୍ର ବୃହତ ବହୁରାଷ୍ଟ୍ରୀୟ ଟେକ୍ନିକ କମ୍ପାନୀଗୁଡ଼ିକ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜି-୭ ସମୂହ ଗୁଗଲ, ଫେସବୁକ, ଆପଲ ଓ ଆମାଜନ ଭଳି ବଡ଼ ଆମେରିକୀୟ କମ୍ପାନୀ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲଗାଇବାକୁ ଚୁକ୍ତି ସ୍ୱାକ୍ଷରିତ…

ନର୍ସିଂ କୋର୍ସ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲିପଡିଛି ୫୨୧୫ ପଦବୀ

କ’ଣ ଆପଣ ନର୍ସିଂ କୋର୍ସ କରିଛନ୍ତି କି ? ଯଦି କରିଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ଯାସନାଲ ହେଲଥ ମିଶନ ଅଧିନରେ ମଧ୍ୟପ୍ରଦେଶରେ ବମ୍ପର ଭର୍ତ୍ତି ହେଉଛି। ଏଠାରେ ୫୨୧୫ ପଦବୀ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଯେଉଁଥିରେ ମହିଳା ସ୍ବାସ୍ଥ୍ଯକର୍ମୀ ଏବଂ ଷ୍ଟାଫ ନର୍ସ ମଧ୍ୟ…

ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦର

ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୫ ଟଙ୍କା ୪୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୩ ଟଙ୍କା ୩୪ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ…

ସାମାନ୍ଯ ବଢିଲା ସୁନା ଦର, ଜାଣନ୍ତୁ ଆଜିର ତାଜା ଅପଡେଟ୍

ଭୁବନେଶ୍ବର: ସାମାନ୍ଯ ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୩୦୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ…

HCL ରେ ଖାଲିପଡିଛି ଇଲେକ୍ଟ୍ରିସିଆନ ଗ୍ରେଡ ୨ ଏବଂ ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ପଦବୀ, ଜଲଦି କରନ୍ତୁ ଆବେଦନ

ହିନ୍ଦୁସ୍ତାନ କପର ଲିମିଟେଡରେ ଇଲେକ୍ଟ୍ରିସିଆନ ଗ୍ରେଡ ୨ ଏବଂ ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ୧୫ ଜୁଲାଇ ପର୍ଯ୍ଯନ୍ତ ନିର୍ଦ୍ଧାରିତ ଫର୍ମାଟରେ ଯାଇ ଆବେଦନ କରିପାରିବେ। ଜରୁରୀ ତାରିଖ: ଆବେଦନ ପତ୍ର ଦାଖଲ କରିବାର ଶେଷ…

ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର

ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୫ ଟଙ୍କା ୪୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୩ ଟଙ୍କା ୩୪ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ…

ଆଜି କେତେ ଅଛି ସୁନା-ରୂପା ଦର, ଜାଣନ୍ତୁ ତାଜା ଅପଡେଟ

କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୨୭୦ଟଙ୍କା ହ୍ରାସ ପାଇ ୪୭,୯୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୨୭୦ ଟଙ୍କା ହ୍ରାସ ପାଇ ୪୮,୯୬୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪…