ସୁନା ମୂଲ୍ୟର ତାଜା ଅପଡେଟ, ଜାଣନ୍ତୁ ଆଜି କମିଛି ନା ବଢିଛି
ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୦୬୦ ଟଙ୍କାରେ ପହଞ୍ଚିଥିବା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୮,୦୬୦ ଟଙ୍କା ଥିବା ଜଣାଯାଇଛି। ଆଜି ଓଡ଼ିଶା ରାଜଧାନୀ…