ଲଞ୍ଚ ହେଲା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ସ୍କୁଟର Detel Easy Plus, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ
Detel Easy Plus ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହୋଇଛି। ଯାହାର ଦାମ୍ ୩୯,୯୯୯ ଟଙ୍କା ରହିଛି। କମ୍ପାନୀ ମୁତାବକ, ଏହା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ଟୁ-ହୁଇଲର ଗାଡି। ଯଦି ଆପଣ ଏହି ଗାଡି କିଣିବାକୁ ଚାହୁଁଚନ୍ତି, ତେବେ ଅନଲାଇନ ଜରିଆରେ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ ୨ ହଜାର…