କଣ ବନ୍ଦ ହୋଇ ଗଲାଣି କି ଦୁଇ ହଜାର ଟଙ୍କିଆ ନୋଟ୍ !
ନୂଆଦିଲ୍ଲୀ : ଆପଣମାନେ ଦୁଇ ହଜାର ଟଙ୍କିଆ ନୋଟ୍ ଦେଖିଛନ୍ତି କି ? ଗତ ଦୁଇ ବର୍ଷ ହେବ ଦେଶରେ ଖଣ୍ଡିଏ ବି ଦୁଇ ହଜାର ଟଙ୍କିଆ ନୋଟ୍ ଛପା ଯାଇନାହିଁ । ତେଣଉ ବଜାରରେ ମଧ୍ୟ ଏହା ଦେଖିବାକୁ ମିଳୁ ନାହିଁ । ୨୦୧୯ ଏପ୍ରିଲ ଠାରୁ ୨୦୦୦ ଟଙ୍କିଆ ନୋଟ ଆଉ ଛପା ହୋଇନାହିଁ । ଲୋକସଭାରେ କେନ୍ଦ୍ର…