Browsing Category

ବ୍ୟବସାୟ ଓ ଅର୍ଥନୀତି

ଭାରତରେ ଲଞ୍ଚ ହେବାକୁ ଯାଉଛି ଅତ୍ୟାଧୁନିକ ଇଲେକ୍ଟ୍ରିକ କାର Volvo XC40, ଫିଚର ରହିଛି ଦମଦାର

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି volvo XC40। ମଙ୍ଗଳବାର କମ୍ପାନୀ ପକ୍ଷରୁ ଏହି ଅତ୍ୟାଧୁନିକ ଇଲେକ୍ଟ୍ରିକ କାରର ପ୍ରଦର୍ଶନ କରାଯାଇଥିଲା। ସୂଚନାନୁଯାୟୀ, volvo XC40ର ବୁକିଂ ଜୁନରୁ ଆରମ୍ଭ ହେବ। ଏହାସହ ପ୍ରଥମ ବ୍ୟାଚର ଡେଲିଭରୀ ଅକ୍ଟୋବରରୁ ଆରମ୍ଭ ହେବ ବୋଲୀ କମ୍ପାନୀ ଜଣାଇଛି।…

NMDC ରେ ଖାଲିପଡିଛି ଫିଲ୍ଡ ଆସିଷ୍ଟାଣ୍ଟ ସହିତ ଆହୁରି ଅନେକ ପଦବୀ, ଜଲଦି କରନ୍ତୁ ଆବେଦନ

ମାଇନିଂ ସେକ୍ଟରରେ ସରକାରୀ ଚାକିରି ଅପେକ୍ଷାରେ ଅଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଅଧିନରେ ଥିବା ନବରତ୍ନ କମ୍ପାନୀ NMDC ଲିମିଟେଡ ଛତିଶଗଡରେ କିରାଣ୍ଡୁଳ କାମ୍ପଲେକ୍ସ ସ୍ଥିତ ବେଲାଡିଲା ଲୁହା ଖାଦାନ ଏବଂ ବେଚଲୀ…

ଟିକେ ଆଶ୍ୱସ୍ତି! କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୬ ପଇସା କମି ୯୧ ଟଙ୍କା ୭୪ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୬ ପଇସା କମି ୮୮ ଟଙ୍କା ୬୩ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ…

ଖୁସି ଖବର! ପୁଣି କମିଲା ସୁନା, ଜାଣନ୍ତୁ ଆଜି କେତେ ଅଛି ୧୦ ଗ୍ରାମକୁ

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୫୦ ଟଙ୍କା କମି ୪୩,୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୩୮୦ ଟଙ୍କା କମି ୪୭,୭୮୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

୧୦ମ ପାସଙ୍କ ପାଇଁ ବମ୍ପର ନିଯୁକ୍ତି, : ବିନା ପରୀକ୍ଷାରେ କରନ୍ତୁ ଏହି ସରକାରୀ ଚାକିରି, ଜଲଦି କରନ୍ତୁ ଆବେଦନ

୧୦ମ ପାସ୍ କରିଛନ୍ତି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି। ପଞ୍ଜାବ ଷ୍ଟେଟ ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ(PSTCL) ଖାଲିପଡିଛି ପଦବୀ। ଏଠାରେ ଆସିଷ୍ଟାଣ୍ଟ ସବ ଷ୍ଟେସନ ଆଟେଣ୍ଟାଣ୍ଟ ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏହି ପଦବୀ ପାଇଁ…

ସାମାନ୍ଯ ଆଶ୍ବସ୍ତି, ଲଗାତାର ୩ ଦିନ ହେଲା ବଢିନି ପେଟ୍ରୋଲ ଓ ଡିଜେଲ ଦର

ଗ୍ରାହକଙ୍କୁ ଆଜି ସାମାନ୍ୟ ଆଶ୍ଵସ୍ତି। ଲଗାତାର ତୈଳ ଦର ବଢୁଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ସ୍ଥିର ରହିଛି। ଅର୍ଥାତ ଆଜି ପେଟ୍ରୋଲ ଦାମ ବୃଦ୍ଧି ନ ପାଇ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୯୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ୮୮ ଟଙ୍କା ୭୯…

ସୁନା ମୂଲ୍ଯରେ ଆସିଲା ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ ପ୍ରତି ଦର

ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଯାଇ କିଣିଆଣନ୍ତୁ। ଆଜି ସୁନା ଦାମରେ କିଛିଟା ପରିବର୍ତ୍ତନ ଦେଖାଯାଇଛି। ଭାରତୀୟ ବଜାରରେ ୨୨ କ୍ଯାରେଟ ସୁନା ଦାମ ଗ୍ରାମ ପ୍ରତି ୪୩,୬୮୦ ଟଙ୍କା ରହିଥିବା ୨୪ କ୍ଯାରେଟ୍ ସୁନା ଦାମ ୪୪,୬୮୦ ଟଙ୍କା ରହିଛି। ଗତକାଲି ଅପେକ୍ଷା ୧୬୦ ଟଙ୍କା…

ବିଶ୍ୱର ୧ ନମ୍ବର ଧନୀ ଜେଫ୍‌ ବେଜୋସ୍‌ଙ୍କ ପୂର୍ବ ସ୍ତ୍ରୀ ସ୍କୁଲ ଶିକ୍ଷକଙ୍କୁ କଲେ ବିବାହ, ଆମାଜନରୁ ପାଇଲେ ୩୮ ବିଲିୟନ…

ବିଶ୍ୱର ସବୁଠାରୁ ଧନୀ ତଥା ଆମାଜନ ଫାଉଣ୍ଡର ଜେଫ୍‌ ବେଜୋସ୍‌ଙ୍କ ପୂର୍ବ ସ୍ତ୍ରୀ ମ୍ୟାକେଞ୍ଜି ସ୍କଟ୍‌ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ବେଜୋସ୍‌ଙ୍କଠୁ ଛାଡ଼ପତ୍ର ପରେ କ୍ଷତିପୂରଣ ବାବଦରେ ମ୍ୟାକେଞ୍ଜିଙ୍କୁ ୩୮ ବିଲିୟନ ଆମେରିକୀୟ ଡଲାରର ଶେୟାର ମିଳିଛି। ମ୍ୟାକେଞ୍ଜ ଜଣେ ଲେଖିକା ସାଙ୍ଗକୁ…

ସାଧାରଣ ଗ୍ରାହକଙ୍କୁ ଆଜି ସାମାନ୍ଯ ଆଶ୍ବସ୍ତି, ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର

ଗ୍ରାହକଙ୍କୁ ଆଜି ସାମାନ୍ୟ ଆଶ୍ଵସ୍ତି। ଲଗାତାର ତୈଳ ଦର ବଢୁଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ସ୍ଥିର ରହିଛି। ଅର୍ଥାତ ଆଜି ପେଟ୍ରୋଲ ଦାମ ବୃଦ୍ଧି ନ ପାଇ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୯୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ୮୮ ଟଙ୍କା ୭୯…

ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜାଣିରଖନ୍ତୁ ଆଜି କେତେ ରହିଛି ଗ୍ରାମ ପ୍ରତି ଦାମ୍

ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଯାଇ କିଣିଆଣନ୍ତୁ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୨,୦୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି , ୪୫,୮୨୦ ଟଙ୍କା ଅଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି…

ଧ୍ୟାନ ଦିଅନ୍ତୁ…, ବଦଳିଗଲା ରେଲୱେର Helpline ନମ୍ବର, ଏବେ ବାସ୍‌ ଡାଏଲ କରିବାକୁ ହେବ ୧୩୯

ଏବେ ଆପଣଙ୍କୁ ରେଲେଓ୍ଵ ସମ୍ବନ୍ଧିତ କୌଣସି ବି ପ୍ରକାର ଅଭିଯୋଗ କିମ୍ବା ସୂଚନା ଜାଣିବାକୁ ହେଲେ କେବଳ ଗୋଟିଏ ହିଁ ନମ୍ବର ଡାଏଲ କରିବାକୁ ପଡ଼ିବ। ତାହା ହେଉଛି, ‘୧୩୯’। କହି ରଖୁଛୁ, ରେଲେଓ୍ଵ ନିଜ ହେଲ୍ପଲାଇନ୍‌ ନମ୍ବର ବଦଳାଇ ଦେଇଛି। ଏଣିକି ଆପଣ ଭ୍ରମିତ ନ ହୋଇ ୧୩୯ ନମ୍ବରକୁ ଡାଏଲ କରି…

ESIC ରେ ଖାଲିପଡିଛି ୬ ହଜାରରୁ ଊର୍ଦ୍ଧ୍ବ ପଦବୀ, ମାସକୁ ଦରମା ୮୦ ହଜାର

କର୍ମଚାରୀ ରାଜ୍ଯ ବୀମା ନିଗମ (ESIC)ରେ ଖାଲିପଡିଛି ୬୩୦୬ ପଦବୀ। ଅପର ଡିଭିଜନ କ୍ଲର୍କ ଏବଂ ଅପର ଡିଭିଜନ କ୍ଲର୍କ କ୍ଯାଶିଅର ଆଣ୍ଡ ଷ୍ଟେନୋଗ୍ରାଫ ପାଇଁ ଆବେଦନପତ୍ର ଗ୍ରହଣ କରୁଛି। ୧୨ଶ ପାସ୍ କିମ୍ବା ଗ୍ରାଜୁଏଟ ପ୍ରାର୍ଥୀ esic.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଜମା…