Browsing Category

ବ୍ୟବସାୟ ଓ ଅର୍ଥନୀତି

ବଢ଼ିଲା ପେଟ୍ରୋଲ ଦର, ଗାଡ଼ି ଟାଙ୍କି ଭର୍ତ୍ତି କରିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ

ସକାଳୁ ଜାରି ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ଭୁବନେଶ୍ବରରେ ପେଟ୍ରୋଲ ଦର  ସାମାନ୍ୟ ବୃଦ୍ଧି ପାଇ ୧୦୧ ଟଙ୍କା ୦୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି।…

ଆରମ୍ଭ ହେଲା MG ମୋଟରର ବଜେଟ୍ ଫ୍ରେଣ୍ଡଲି ଇଲେକ୍ଟ୍ରିକ୍ MPV ଟେଷ୍ଟିଙ୍ଗ, ଗୋଟିଏ ଚାର୍ଜରେ ଦେବ ୫୦୦ କିମି ରେଞ୍ଜ

MG ମୋଟର ଏହାର ନୂଆ ଇଲେକ୍ଟ୍ରିକ MPV ଉପରେ ଟେଷ୍ଟିଙ୍ଗ ଆରମ୍ଭ କରିଛି । ଏହାର ପଲିସି ଅନୁଯାୟୀ, କମ୍ପାନୀ କିଛି ମାସର ବ୍ୟବଧାନ ପରେ ଏକ ନୂଆ କାରର ଲଞ୍ଚିଙ୍ଗ ଉପରେ କାମ କରୁଛି । ଏବେ MG ମୋଟର ଇଲେକ୍ଟ୍ରିକ୍ MPV କ୍ଲାଉଡ୍ ଟେଷ୍ଟିଙ୍ଗ କରିବା ଆରମ୍ଭ କରିଛି । ପରୀକ୍ଷଣ ସମୟରେ MG ମୋଟରର…

ବାଇକର କ୍ଲଚ୍‌ ଖରାପ ହେବା ପୂର୍ବରୁ ମିଳିଥାଏ ଏହି ସଂକେତ, ଭୁଲରେ ବି କରନ୍ତୁନି ଅଣଦେଖା

ଅନେକ ଲୋକ ମୋଟରସାଇକେଲ ଦ୍ୱାରା ଦୂର ସ୍ଥାନକୁ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ବାଇକ୍ ର ଖାସ୍‌ ଧ୍ୟାନ ନେବାକୁ ପଡିବ । ଏଥିରେ ବାଇକ୍ ର କ୍ଲଚ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବାଇକକୁ ଚଳାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା କ୍ଲଚ୍‌ ର ଥାଏ । ଏପରି ପରିସ୍ଥିତିରେ…

ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି Tesla, ସମଗ୍ର ବିଶ୍ୱରେ ବିକ୍ରି ହେଉଛି ଏହି ସବୁ ଗାଡି

ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ଏଲନ୍ ମସ୍କ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ । ବିଶ୍ୱ ବଜାରରେ ଟେସଲାର ଇଲେକ୍ଟ୍ରିକ ଯାନର ବହୁତ ଚାହିଦା ରହିଛି । ବର୍ତ୍ତମାନ ଟେସଲା ତୃତୀୟ ବୃହତ୍ତମ…

ଲଞ୍ଚ ହେଲା Bajaj Pulsar N250, ଜାଣନ୍ତୁ କେତେ ରହିଛି ଦାମ୍‌

ବଜାଜର ନୂଆ ୨୦୨୪ ପଲସର N250 ଲଞ୍ଚ ହୋଇଯାଇଛି । ଏହାର ଦିଲ୍ଲୀ ଏକ୍ସ ସୋ’ ରୁମ୍‌ ପ୍ରାଇସ୍‌ ୧,୫୦,୮୨୯ ଟଙ୍କା ରଖାଯାଇଛି । ଏହାର ଅର୍ଥ ହେଉଛି ଅପଡେଟ୍ ହୋଇଥିବା ମଡେଲ୍ ପୂର୍ବ ମଡେଲ୍ ତୁଳନାରେ ମାତ୍ର ୮୫୧ ଟଙ୍କା ମହଙ୍ଗା ହୋଇଛି । ଏହି ମଡେଲ TVS Apache RTR 200 4V, Honda Hornet ଏବଂ…

କମିଲା ପେଟ୍ରୋଲ ଦର, ଗାଡ଼ି ଟାଙ୍କି ଭର୍ତ୍ତି କରିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ

ସକାଳୁ ଜାରି ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ଭୁବନେଶ୍ବରରେ ପେଟ୍ରୋଲ ଦର ହ୍ରାସ ପାଇ ୧୦୦ ଟଙ୍କା ୮୯ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୪୭ ପଇସାକୁ ହ୍ରାସ ପାଇଛି।…

ବଢିଲା ସୁନାଦର, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍?

ପୁଣି ବଢିଲା ସୁନାଦର । ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ଅତିକ୍ରମ କରିଛି । ବିଶ୍ଵ ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାଵରୁ ବଢ଼ି ଚାଲିଛି ସୁନା ଦର। ଅନ୍ୟ ପଟେ ଡଲାରା ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଉଛି। ଭାରତୀୟ ବଜାରରେ ୨୪…

ଭାରତୀୟ ସିମେଣ୍ଟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ, କିଛି ଦିନରେ ମାର୍କେଟରେ…

ଭାରତୀୟ ସିମେଣ୍ଟ ବଜାରରେ ଆଦାନୀ ଗ୍ରୁପ୍ ନିଜର ପ୍ରାଧାନ୍ୟତା ବିସ୍ତାର କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ୨୦୨୭ ରୁ ୨୮ ଆର୍ଥିକ ବର୍ଷ ସୁଦ୍ଧା ଭାରତୀୟ ସିମେଣ୍ଟ ବଜାରରେ ପ୍ରାୟ ୨୦ ପ୍ରତିଶତ ସେୟାର ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି…

ଭାରତରେ ୬ଟି ନୂଆ EV ଲଞ୍ଚ କରିବା ଯୋଜନାରେ ମାରୁତି ସୁଜୁକି, ଲୋକଙ୍କ ମନରେ ବଢ଼ୁଛି କ୍ରେଜ୍‌

ଭାରତୀୟ ବଜାରରେ ଇଲେକ୍ଟ୍ରିକ୍‌ କାର ଗୁଡ଼ିକର ବିକ୍ରି ଭଲ ହେଉଛି । ଏସବୁ ନଜରରେ ରଖି ମାରୁତି ସୁଜୁକି ୨୦୩୧ ଆର୍ଥିକ ବର୍ଷ ସୁଦ୍ଧା ଘରୋଇ ବଜାରରେ ୬ ଟି ଇଲେକ୍ଟ୍ରିକ୍‌ ଗାଡ଼ି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଦେଶର ସବୁଠାରୁ ଅଧିକ କାର ବିକ୍ରି କରୁଥିବା କମ୍ପାନୀର ଏହି ଷ୍ଟେପ୍‌ ସମସ୍ତଙ୍କ…

ଆଜିର ପେଟ୍ରୋଲ ଓ ଡିଜେଲ ଦର: ଜାଣନ୍ତୁ ଆପଣଙ୍କ ସହରର ତୈଳ ମୂଲ୍ୟ

ସକାଳୁ ଜାରି ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ଭୁବନେଶ୍ବରରେ ପେଟ୍ରୋଲ ଦର ହ୍ରାସ ପାଇ ୧୦୧ ଟଙ୍କା ୦୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି।…

ରେକର୍ଡ ଭାଙ୍ଗୁଛି ସୁନା ଦର : ୧୦ ଗ୍ରାମକୁ ୭୩ ହଜାର କଲା ଅତିକ୍ରମ

ପୁଣି ବଢିଲା ସୁନାଦର । ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ଅତିକ୍ରମ କରିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୩୧୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ହଜାର ୨୦୦ଟଙ୍କା । ମାତ୍ର ଗୋଟିଏ ଦିନରେ ସୁନା ମୂଲ୍ୟ ହଜାର ଟଙ୍କା ବଢିଛି । ବିଶ୍ଵ…

ବଢ଼ିବ ଦରମା, କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣୁଛନ୍ତି ସରକାର

ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର । କର୍ମଚାରୀଙ୍କ ପାଇଁ ସରକାର ସବୁବେଳେ ଅନେକ ସୁବିଧା ଆଣିଥାନ୍ତି । କିନ୍ତୁ ବତ୍ତର୍ମାନ ଯେଉଁ ସୁବିଧା ଆଣିବାକୁ ଯାଉଛନ୍ତି ତାହା ଅନେକ କର୍ମଚାରୀଙ୍କ ପାଇଁ ବହୁତ ଲାଭଦାୟକ ହେବ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା EPFO ଅଧିନରେ ସାମାଜିକ…