Browsing Category

ବ୍ୟବସାୟ ଓ ଅର୍ଥନୀତି

ଭାରତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ ଆମାଜନ୍‌, ମିଳିବ ଓ୍ଵାର୍କ ଫ୍ରମ୍‌ ହୋମ୍‌ର ସୁବିଧା

ଇ-କମର୍ସ କମ୍ପାନୀ ଆମାଜନ୍‌ ଇଣ୍ଡିଆ ଭାରତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। ଏନେଇ କମ୍ପାନୀ ତରଫରୁ ରବିବାର ଘୋଷଣା କରାଯାଇଛି। ଏହି ନିଯୁକ୍ତି କମ୍ପାନୀର କଷ୍ଟମର ସର୍ଭିସ (ସିଏମ୍‌)ରେ କରାଯିବ। ନବନିଯୁକ୍ତ ଲୋକମାନେ ଗ୍ରାହକଙ୍କୁ ସପିଂ କରାଇବାରେ ସାହାଯ୍ୟ କରିବେ…

ଆଜିଠୁ ଆରମ୍ଭ ହେଉଛି ତତ୍କାଳ ଟିକେଟ୍‌ ବୁକିଂ, ଏମିତି ବୁକ୍‌ କରନ୍ତୁ ଟିକେଟ୍‌

କରୋନା ସଙ୍କଟ ମଧ୍ୟରେ ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲେଓ୍ଵ ତତ୍କାଳ ଟିକେଟ୍‌ ବୁକିଂ ସେବା ଆରମ୍ଭ କରିଛି। ରେଳ ବିଭାଗ ଦ୍ୱାରା ଚାଳିତ ହେଉଥିବା ସ୍ୱତନ୍ତ୍ର ଯାତ୍ରୀ ଟ୍ରେନ୍‌ ଓ ଏସି ସ୍ପେଶାଲରେ ତତ୍କାଳ ଟିକେଟ୍‌ ବୁକିଂ ସେବା ଆଜିଠୁ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ରେଲେଓ୍ଵର ପିଆରଓ ଶିବାଜୀ…

ଆଜି ସୁନା କିଣିବାକୁ ଚାହୁଁଛନ୍ତିକି ? ଜାଣି ରଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ଭାରତୀୟ ବଜାରରେ ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଖିବାକୁ ଗଲେ ପଖାପାଖି ସ୍ଥିର ରହିଛି ସୁନା ଦର । ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବୃଦ୍ଧି ପାଇ ଯଥାକ୍ରମେ ୪୮,୩୭୦ ଟଙ୍କା ଓ ୪୭,୩୭୦ ଟଙ୍କାରେ ପହଂଚିଛି…

ଆସିଲା କରୋନା ପାଇଁ ସ୍ୱତନ୍ତ୍ର ବୀମା‌, ଜୁଲାଇ ୧୦ରୁ ସବୁ ବୀମା ସଂସ୍ଥା କରୋନା କବଚ ଓ କରୋନା ରକ୍ଷକ ପଲିସି ଲାଗୁ…

କେନ୍ୟୁଜ୍ (ବ୍ୟୁରୋ): ଆସିଲା କରୋନା କବଚ, କରୋନା ରକ୍ଷକ ବୀମା ପଲିସି ଗାଇଡଲାଇନ । ଦୁଇଟି ବୀମା ପଲିସି ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି । କରୋନା କବଚ ଓ କରୋନା ରକ୍ଷକ ନାମକ ଦୁଇଟି ପଲିସି ପାଇଁ ଗାଇଡଲାଇନ ଜାରି ହୋଇଛି । ଜୁଲାଇ ୧୦ରୁ ସବୁ ବୀମା ସଂସ୍ଥା ଲାଗୁ କରିବେ । IRDAI ପକ୍ଷରୁ…

ପାକିସ୍ତାନରେ ଗୋଟିଏ ଦିନରେ ୨୬ ଟଙ୍କା ମହଙ୍ଗା ହେଲା ତେଲ ଦାମ୍‌, ପେଟ୍ରୋଲକୁ ଟପିଲା ଡିଜେଲ !

ପେଟ୍ରୋଲ-ଡିଜେଲର ଦାମ ଲଗାତର ବୃଦ୍ଧି କାରଣରୁ ଭାରତୀୟ ଜନତା ବହୁତ ଚିନ୍ତାରେ ଥିବାବେଳେ ପଡୋଶୀ ପାକିସ୍ତାନରେ ତେଲ ଦାମ ସେଠାକାର ସାଧାରଣ ଜନତାଙ୍କର ଆଣ୍ଟା ଭାଙ୍ଗି ଦେଇଛି। ଇମରାନ୍‌ ଖାନ ସରକାର ପେଟ୍ରୋଲିୟମ ପଦାର୍ଥରେ ଦାମ ୨୭ ରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରିପୋର୍ଟ…

Indian Coast Guard ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଆପଣ କୋଷ୍ଟ ଗାର୍ଡ ଚାକିରି କରିବାକୁ ଚାହୁଁଚନ୍ତି କି ? ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ଭାରତୀୟ ତଟ ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯେଉଁ ଇଚ୍ଛକ ପ୍ରାର୍ଥୀ ଏହି ପଦବୀରେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ଏହାର ଅଧିକାରିକ େଓ୍ଵବସାଇଟକୁ…

ଲଗାତର ୨୧ ଦିନ ବଢ଼ି ଆଜି ଥମିଛି ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ କେତେ ଅଛି ଦାମ୍‌

ଦେଶରେ ଲଗାତର ୨୧ ଦିନ ଧରି ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି। କିନ୍ତୁ ଏହି ଦର ବୃଦ୍ଧି ପରମ୍ପରା ଗତ ୨୨ ଦିନ ଧରି ଆରମ୍ଭ ହୋଇ ଆଜି ଆର୍ଥାତ ରହିବାର ବନ୍ଦ ହୋଇଯାଇଛି। ଏହାସହିତ ରାଷ୍ଟ୍ରୀୟ ରାଜଧାନୀରେ ପେଟ୍ରୋଲ ଏବଂ ଡିଜେଲ ପ୍ରତି ଲିଟର କ୍ରମଶଃ ୮୦.୩୮ ଟଙ୍କା ଏବଂ ୮୦.୪୦ ଟଙ୍କାକୁ ଆସି…

ପୁଣି ବଢ଼ିଲା ସୁନା ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ଶନିବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା ବଢି ୪୮,୩୬୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ବି ସମାନ ଭାବେ ୧୦୦ ଟଙ୍କା ବଢି ୪୭,୩୬୦ ଟଙ୍କାରେ…

ସ୍କିନ୍‌ କେୟାର ବ୍ରାଣ୍ଡରୁ ଫେୟାର ଓ ବ୍ରାଇଟ୍‌ ଭଳି ଶବ୍ଦକୁ ହଟାଇବେ L’Oreal ଓ ଫେୟାର ଆଣ୍ଡ ଲଭ୍‌ଲି

କୃତ୍ରିମ ସୌନ୍ଦର୍ଯ୍ୟ ପ୍ରସାଧନ ନିର୍ମାଣ କରୁଥିବା ଫ୍ରାନ୍ସର କମ୍ପାନୀ ଲୋରିୟଲ ଗ୍ରୁପ୍‌ ଏବେ ତ୍ୱଚା ସମ୍ବନ୍ଧୀୟ ଉତ୍ପାଦରୁ ଶ୍ୱେତ, ଗୋରା ଓ ହାଲକା ଭଳି ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଛି। ଏନେଇ କମ୍ପାନୀ ତରଣରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ୟୁନିଲିଭର ମଧ୍ୟ…

ରିଲାଏନ୍ସ ଜିଓର ଧମାକାଦାର ପ୍ଲାନ, ପ୍ରତିଦିନ ୩ ଜିବି ଡାଟା ସହିତ ମିଳୁଛି ଅନଲିମିଡେଟ୍‌ କଲିଂ

ରିଲାଏନ୍ସ ଜିଓ ବହୁତ କମ୍‌ ସମୟରେ ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ଭାବେ ସ୍ଥାପତି ହୋଇପାରିଛି। ଜିଓର ଅନେକ ପ୍ରକାରର କ୍ୟାଟେଗୋରୀରେ ପ୍ରିପେଡ ପ୍ଲାନ ରହିଛି। କମ୍ପାନୀ ପାଖରେ ୧ ଜିବି ଡାଟା, ୨ ଜିବି ଡାଟା, ୧.୫ ଜିବି ଡାଟା ଏବଂ ୩ ଜିବି ଡାଟା ପ୍ରତିଦିନ ପ୍ଲାନ ରହିଛି। ଜିଓ ନିକଟରେ…

ଟ୍ରାଇ ଲଞ୍ଚ କଲା ନୂଆ TV Channel Selector ଆପ୍‌, ଏବେ ସହଜରେ ମୋଡିଫାଏ କରିପାରିବେ DTH ଏବଂ କେବୁଲ ସବସ୍କ୍ରିପସନ

ଟ୍ରାଇ DTH ସବସ୍କ୍ରାଇବର୍ସଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆ TV Channel Selector ଆପକୁ ଲଞ୍ଚ କରିଛି। ଏହି ଆପ୍‌ ଜରିଆରେ ୟୁଜର ନିଜର ଡିଟିଏଚ/କେବୁଲ ସବସ୍କ୍ରିପସନକୁ ଚେକ କରିବା ସହିତ ଅଫର କରାଯାଇଥିବା ପ୍ୟାକ ବିଷୟରେ ମଧ୍ୟ ସୂଚନା ପାଇପାରିବେ। ଏହି ଆପର ଖାସିୟତ ହେଉଛି ଏହାଦ୍ୱାରା…

ଘରେ ବସି ଏହି ଉପାୟରେ ଜାଣନ୍ତୁ ଆପଣଙ୍କ ଆକାଉଣ୍ଟକୁ Jan Dhan Account, PM Kisan Yojna, LPG Subsidy ଟଙ୍କା…

କେନ୍ଦ୍ର ସରକାର ଦ୍ୱାରା ଜନ ଧନ ଆକାଉଣ୍ଟ, ପିଏମ କିସାନ ଯୋଜନା, ଉଜ୍ୱଳା ଯୋଜନାରେ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି। ଜନଧନ ଖାତାରେ ମାସକୁ ୫୦୦ ଟଙ୍କା ସରକାର ଜମା କରୁଥିବାବେଳେ ଉଜ୍ୱଳା ଯୋଜନା ଅନୁଯାୟୀ ଏଲପିଜି ସିଲିଣ୍ଡର ପାଇଁ କ୍ୟାସ୍‌ ଆମାଉଣ୍ଟ ଜମା କରାଯାଉଛି। ଏହାସହିତ ମଧ୍ୟ…