ଜୁଲାଇରୁ ଶସ୍ତା ଏସି ବିକ୍ରି କରିବେ ମୋଦି ସରକାର ! ଅନଲାଇନ ବୁକ୍ କରିବାର ୨୪ ଘଣ୍ଟା ଭିତରେ ହେବ ଡେଲିଭରୀ
ଗରମରେ ସମସ୍ତେ ନିଜ ଘରେ ଏସି ଲଗାଇବାକୁ ଚାହାଁନ୍ତି। କିନ୍ତୁ ଏହାର ଦାମ କାରଣରୁ ଏହାକୁ କିଣିବା ସବୁ ଲୋକଙ୍କୁ ଅସମର୍ଥ ହୋଇଥାଏ। ଏଥିପାଇଁ ସରକାର ଏବେ ଘରକୁ ଏସି ପହଁଚାଇବା ପାଇଁ ଶସ୍ତା ଏସି ବଜାରରେ ଉପଲବ୍ଧ କରିବାକୁ ଯାଉଛନ୍ତି। ସରକାର ଲୋକଙ୍କୁ ବଜାର ଦାମ ଠାରୁ ୧୫ ରୁ ୨୦ ପ୍ରତିଶତ…