Browsing Category

ବ୍ୟବସାୟ ଓ ଅର୍ଥନୀତି

ଫେସବୁକ ବଗ୍ : ଅନବ୍ଲକ୍ ହେଲା ୮୦ହଜାର ଆକାଉଣ୍ଟ

ନୂଆଦିଲ୍ଲୀ : ଆପଣ ଆପଣଙ୍କ ଫେସବୁକ୍ ଆକାଉଣ୍ଟରେ କୌଣସି ବ୍ୟକ୍ତିଙ୍କୁ ବ୍ଲକ୍ କରିଥିଲେ କି ? ଯଦି କରିଛନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ । ନିକଟରେ ଫେସବୁକରେ ଏକ ବଗ୍ ଆସିବା କାରଣରୁ କମ୍ପାନୀ ବ୍ଲକ୍ ହୋଇଥିବା ୮୦ ହଜାର ଆକାଉଣ୍ଟ ଅନବ୍ଲକ୍ କରିଛି। ଯାହା ଫଳରେ ବ୍ଲକ୍ ଆକାଉଣ୍ଟ…

ହ୍ଵାଟସ୍ ଆପକୁ ସରକାରଙ୍କ ଚେତାବନୀ ..

ନୂଆଦିଲ୍ଳୀ : ହ୍ଵାଟସ୍ ଆପରେ ଘୂରିବୁଲୁଥିବା ଗୁଜବରୁ ହିଂସାକାଣ୍ଡ ବଢୁଥିବାରୁ ହ୍ଵାଟସ ଆପକୁ ଚେତାବନୀ ଦେଇଛନ୍ତି ସରକାର । ଗତ କିଛି ଦିନ ଧରି ମେସେଜିଂ ଆପ୍ଲିକେସନ୍ ହ୍ଵାଟସ ଆପ ଜରିଆରେ ପିଲାଚୋରୀ ଗୁଜବ ବ୍ୟାପିବାରେ ଲାଗିଛି । ଲୋକେ ଏହାକୁ ସତ ବୋଲି ଭାବୁଛନ୍ତି । ଫଳରେ ପିଲାଚୋର…

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା । ଗ୍ରାହକଙ୍କୁ ଏକ ବଡ ଝଟକା ଦେବାକୁ ଯାଉଛି ବ୍ଯାଙ୍କ୍ । ଏବେ ମାତ୍ର ଅପେକ୍ଷା ଆରବିଆଇର ମଂଜୁରୀକୁ । ଆରବିଆଇର ଅନୁମୋଦନ ମିଳିଗଲା ପରେ ଏହି ନୂଆ ନିୟମ ପୁରା ଦେଶରେ ଲାଗୁ ହେବ। କମିପାରେ ମାଗଣା ଟ୍ରାଞ୍ଜାକ୍ସନ୍ : ବ୍ଯାଙ୍କ୍ ଗୁଡିକ…

ସାମସଙ୍ଗ୍ ‘ଗାଲାକ୍ସି ଅନ୍ ୬’ ହେଲା ଲଞ୍ଚ : ମାତ୍ର ୧୪,୪୯୦ ଟଙ୍କାରେ ରହିଛି ଏହି ଧମାକେଦାର ଫିଚରସ

ନୂଆଦିଲ୍ଲୀ : ସାମସଙ୍ଗ୍ ଏହାର ଅନ୍ ସିରିଜର ସ୍ମାର୍ଟଫୋନ୍ ଗାଲାକ୍ସି ଅନ୍ ୬ ଆଜି ଲଞ୍ଚ କରିଛି। ଏଥିରେ ଫୁଲ୍ ସ୍କ୍ରିନ ଆମୋଏଲିଡି ଡ଼ିସପ୍ଲେ ରହିଛି। ଏହାର ଲଞ୍ଚିଂ ମୂଲ୍ୟ ୧୫,୪୯୦ ରହିଥିବା ବେଳେ କମ୍ପାନୀ ତରଫରୁ ରିହାତି ଦିଆଯାଇ ରହିଛି ୧୪,୪୯୦ଟଙ୍କା। କମ୍ପାନୀ ଏହି ସ୍ମାର୍ଟଫୋନକୁ କମ…

ବିନା ପେଟ୍ରୋଲ ଏବଂ ଡ଼ିଜେଲରେ ଚାଲିବ ହୁଣ୍ଡାଇ କୋନା କାର୍ !

ନୂଆଦିଲ୍ଳୀ : ହୁଣ୍ଡାଇ ଏହାର ପ୍ରଥମ ଇଲେକଟ୍ରୋନିକ୍ କାର ଲଞ୍ଚ ପ୍ରସ୍ତୁତିରେ ରହିଛି। ଏହି ଗାଡ଼ିର ନାମ ହୁଣ୍ଡାଇ କୋନା ରଖାଯାଇଥିବା ବେଳେ ଏହା ଆସନ୍ତା ବର୍ଷ ଭାରତରେ ଲଞ୍ଚ କରିବ। ନେଇ ଖବର ରହିଛି। କମ୍ପନିର ମେନେଜିଙ୍ଗ ଡିରେକଟର ଏବଂ ସିଇଓ ବାଇ କେ କୃଙ୍କ କହିବା ଅନୁଯାୟୀ, ଏହି କାରଟି…

ନକଲି ଜିଏସଟି ବିଲ୍ ନେଉଛନ୍ତି କି ବ୍ୟବସାୟୀ ? ଜାଣନ୍ତୁ କେମିତି ଚିହ୍ନିବେ ଅସଲି ବିଲ୍ !

ନୂଆଦିଲ୍ଲୀ : ଜିଏସଟିକୁ ଏକ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଏହା ସଠିକ୍ ଭାବେ କାର୍ୟ୍ୟକାରୀ ହୋଇପାରିନାହିଁ। ଦୁଇମାସ ମଧ୍ୟରେ ୨୦୦୦ କୋଟି ଚୋରି ହେଇଥିବା ଖୋଦ ସରକାର ଗତ ମାସରେ ସୂଚନା ଦେଇଛନ୍ତି। ସିବିଇସିର ସଦସ୍ୟ ଜନ୍ ଜୋସେଫ୍ କହିଛନ୍ତି ,ଦିଲ୍ଲୀ ଏବଂ ଦେଶର ଅନେକ ପ୍ରମୁଖ ସହର ଗୁଡ଼ିକରେ…

ହିରୋ ସ୍କୁଟର : ବିନା ପେଟ୍ରୋଲରେ ଚାଲୁଛି ୬୫ କିଲୋମିଟର !

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀରେ ହିରୋ ନିଜର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଫ୍ଲସ୍ ଲଞ୍ଚ କରିଥିଲା। ନିକଟରେ କମ୍ପାନୀ ବଜାରରେ ଏହାର ବିକ୍ରି ଆରମ୍ଭ କରିଛି। କମ୍ପାନୀର ଦାବି ରହିଛି ସ୍କୁଟରଟି ସଂପୂର୍ଣ୍ଣ ଇକୋ ଫ୍ରେଣ୍ଡଲି, ଏହା ଦ୍ବାରା ପ୍ରଦୁଷଣ ହେବାର ବିଲକୁଲ ସମ୍ଭାବନା ନାହିଁ। ଏହାର…

ପତଞ୍ଜଳି ସହବନ୍ଧନ ପରେ ବିଏସଏନଏଲରର ସୁପର ପ୍ଲାନ୍ !

ଭୁବନେଶ୍ବର : ପତଞ୍ଜଳି ସହ ସହବନ୍ଧନ ପରେ ଓଡିଶାରେ ବିଏସଏନଏଲରର ପ୍ରଥମ ପ୍ଲାନ ଘୋଷଣା। ପତଞ୍ଜଳି ରାଜ୍ୟ ପ୍ରଭାରୀ ଏସ୍ ଏସ୍ ଅଧିକାରୀ ଏବଂ ବିଏସଏନଏଲ୍ ଓଡିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାୟକ ଏହି ପ୍ଲାନ୍ ଘୋଷଣା କରିଛନ୍ତି। ୧୪୪ ଟଙ୍କା ପ୍ଲାନରେ ଅସୀମିତ ଭଏସ୍ କଲ ଏବଂ…

ଜିଏସଟିର ପ୍ରଥମ ଜନ୍ମଦିବସ ! ଆସନ୍ତୁ ଜାଣିବା କେମିତି ରହିଛି ଏହି ବର୍ଷ

ଭୁବନେଶ୍ବର : ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ- ଜିଏସ୍ଟିକୁ ବର୍ଷେ ପୂରିଛି । ଆଜି ପାଳନ ହେଉଛି ଜିଏସଟି ଦିବସ । ଗତବର୍ଷ ଜୁଲାଇ ୧ ତାରିଖରୁ ସାରାଦେଶରେ ଜିଏସଟି ଲାଗୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଏସ୍ଟି ବ୍ୟବସ୍ଥାରେ ଅନେକ ଫାଇଦା ମିଳିଥିଲେ ମଧ୍ୟ ଏଥିରେ ଅଧିକ ସଂସ୍କାର ଆବଶ୍ୟକ।…

ଆପଣଙ୍କ ଫୋନର ବ୍ୟାଟେରୀ ହୋଇପାରେ ଖରାପ! ତୁରନ୍ତ କରନ୍ତୁ ଏହି ଆପକୁ ଡିଲିଟ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ…

ଏବେ ଘରେ ଘରେ ରାଜ କରିବାର ପ୍ରସ୍ତୁତିରେ ଜିଓ ! ୫ ଜୁଲାଇରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଏହି ସେବା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଶୀଘ୍ର ଲୋକଙ୍କ ଘରେ ଘରେ ପହଞ୍ଚିବା ପାଇଁ ପ୍ରସ୍ତୁତି କରୁଛି। ଟେଲିକମ କମ୍ପାନୀରେ ଧମାଲ ମାଚାଇବା ପରେ ବହୁତ ଶୀଘ୍ର ଜିଓ ବ୍ରର୍ଡ଼ବ୍ୟଣ୍ଡ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛି। ଏହା ଦ୍ବାରା ଦେଶବାସୀଙ୍କୁ ହାଇ ସ୍ପିଡ଼ ଭଏସ କଲ ସହ ଡ଼ିଟିଏଚର ସୁବିଧା ମଧ୍ୟ…

ଖୁସି ଖବର! ଜୁଲାଇ ମାସରେ କମ୍ ହେବାକୁ ଯାଉଛି ପେଟ୍ରୋଲ ଏବଂ ଡ଼ିଜେଲ ଦର

ନୂଆଦିଲ୍ଲୀ : କେନ୍ଦ୍ରୀୟ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ତୈଳ ଦର ସମ୍ବନ୍ଧୀୟ ଏକ ଖାସ ଘୋଷଣା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେଷ୍ଟାରେ ଦେଶର ତୈଳ ନିର୍ଣ୍ଣାୟକ ସଂଙ୍ଗଠନ (ଓପିଇସି) ଅଶୌଧିତ ତେଲର ଉତ୍ପାଦନ ବଢ଼ାଇବା ପାଇଁ…