Browsing Category

କରୋନା ଭାଇରସ

କେରଳରେ ୨୪ ଘଣ୍ଟାରେ ୩୦୦ ନୂଆ କେସ୍‌, ୩ ମୃତ: ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୯

ପୁଣି ଦେଶରେ ବଢିଲା କରୋନା କେସ୍‌ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, କେରଳରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି । କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉ ନୂଆ…

ପୁଣି ଡରାଇଲାଣି କରୋନା ନୂଆ ଭାଇରସ ବିଏଫ୍‌ ୭, ଦୁଇଟି ଟିକା ନେଲେ ବି ହୋଇପାରନ୍ତି ପ୍ରଭାବିତ, ଏହି ଲକ୍ଷଣ ଦେଖିବା…

ନୂଆଦିଲ୍ଲୀ : କିଛି ମାସ ଧରି କରୋନା ସଂକ୍ରମଣ ଭୟରୁ ଲୋକେ ମୁକୁଳିଥିବା ବେଳେ ପୁଣି ଥରେ ଡରାଇଲାଣି କରୋନା । ଏଥର ପୁଣି ଆଉ ଏକ ନୂଆ ଭାରିଏଣ୍ଟ ବିଏଫ୍‌ ୭, ଯାହା ଟିକା ନେବା ଲୋକଙ୍କୁ ବି ପ୍ରଭାବିତ କରୁଛି । ଏମିତି ଖବର ମିଳୁଛି ଗବେଷକଙ୍କ ନିକଟରୁ । ଚୀନରେ ଲକ୍ଷ ଲକ୍ଷ ଲୋକ ଏଥିରେ…

ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନାଜାଲ ଭ୍ୟାକ୍ସିନକୁ ମଞ୍ଜୁରୀ । ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୮ ବର୍ଷରୁ ଅଧିକ ବୟସ୍କ ଲୋକ ବୁଷ୍ଟର ଡୋଜ ଭାବେ ନେଇପାରିବେ ନାଜାଲ ଭ୍ୟାକ୍ସିନ। ପ୍ରଥମେ ବେସରକାରୀ ହସ୍ପିଟାଲ ମାନଙ୍କରେ ଏହି ଭ୍ୟାକ୍ସିନ ଉପଲବ୍ଧ ହେବ।…

ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବେ ଘୋଷଣା

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ । ଆଗାମୀ ପର୍ବପର୍ବାଣୀ ପାଇଁ ଆସିବ ଗାଇଡ୍‌ଲାଇନ୍‌। ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ମଙ୍ଗଳବାର ସାରା ଦେଶରେ…

ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାସ୍କ ପିନ୍ଧିବାକୁ କଲେ ଅପିଲ

ନୂଆଦିଲ୍ଲୀ : ଚୀନ ଓ ଅନ୍ୟ କେତେକ ଦେଶରେ କରୋନା ସଂକ୍ରମଣର ଭୟାବହ ସ୍ଥିତି ଦେଖିବା ପରେ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନଗହଳିପୂର୍ଣ୍ଣ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ…

କରୋନା ନୂଆ ଭାରିଏଣ୍ଟ ବିଏଫ୍‌ ୭ : ଭାରତରେ ହେବନି ଚୀନ ଭଳି ସମସ୍ୟା, ହେଲେ ମାସ୍କ, ଯାଞ୍ଚ ପ୍ରୋଟୋକଲ ଜରୁରୀ,ଏମିତି…

ନୂଆଦିଲ୍ଲୀ : ଚୀନ ସମେତ ବ୍ରାଜିଲ, କୋରିଆ, ଜାପାନ ଓ ଆମେରିକାରେ ଓମିକ୍ରନର ନୂଆ ଭାରିଏଣ୍ଟ ବିଏଫ୍‌ ୭ ର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଭାବେ ବଢ଼ିଚାଲିଛି । ଏହାକୁ ଦେଖି ଭାରତରେ ପରିସ୍ଥିତି କ’ଣ ହେବ ସେ ସମ୍ପର୍କରେ ଗବେଷକମାନେ ମତ ଦେଇଛନ୍ତି । ତେବେ ଏହି ଭାରିଏଣ୍ଟ ଅନ୍ୟ ଦେଶରେ…

Covaxinର ୫ କୋଟି ଡୋଜ୍‌ ନଷ୍ଟ ହେବା ସ୍ଥିତିରେ…୨୦୨୩ ଆରମ୍ଭରେ ହୋଇଯିବ ଏକ୍ସପାୟର; କାରଣ ଜଣାଇଲା କମ୍ପାନୀ

ଭାରତ ବାୟୋଟେକ୍ କରୋନା ଟିକା COVAXINକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। କମ୍ପାନୀ କହିଛି କି, ଏହା ପାଖରେ ପଡ଼ିଥିବା କରୋନା ଟିକାର ୫ କୋଟି ଡୋଜ ୨୦୨୩ ପ୍ରାରମ୍ଭରେ ଏକ୍ସପାୟର ହେବାକୁ ଯାଉଛି। କମ୍ପାନୀ କହିଛି, ଖରାପ ଚାହିଦା ହେତୁ କୌଣସି କ୍ରେତା ମିଳୁ ନାହାନ୍ତି, ଯେଉଁ କାରଣରୁ…

ରାଜ୍ୟରେ ୩୭ ନୂଆ ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଭାରତରେ ଡରାଇପାରେ କରୋନାର ନୂଆ ଭାରିଏଣ୍ଟ ବିଏଫ୍‌ ୭, ଜାଣନ୍ତୁ ଏହାର ଲକ୍ଷଣ, ଏହାକୁ ଥଣ୍ଡା ଜର ଭାବନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ଭାଇରସ ଏବେ ବି ବିଶ୍ୱରୁ ମ୍‌ୁକ୍ତ ହୋଇନାହିଁ । ତେବେ ଟିକା ପ୍ରଦାନ ପରେ ସଂକ୍ରମଣ କିଛିଟା କମିଛି । ତଥାପି ସମ୍ପୁର୍ଣ୍ଣ କରୋନା ମୁକ୍ତ ହୋଇ ନାହିଁ ବିଶ୍ୱ । କରୋନାକୁ ନିପାତ କରିବା ପାଇଁ ଯେତେ ଟିକା ମେଡିସିନ ଆଦି ବ୍ୟବହାର ହେଉଛି,କରୋନା ଭାଇରସ ସେତେ ସେତେ ତାର କାୟା…

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୫୯ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଭାରତରେ ଚିହ୍ନଟ ହେଲା ଓମିକ୍ରନ୍‌ ସବ୍‌-ଭାରିଆଣ୍ଟ BQ.1ର ପ୍ରଥମ ମାମଲା; ବୈଜ୍ଞାନିକ ଜାରି କଲେ ଚେତାବନୀ, ଦୀପାବଳିରେ…

ଗୋଟିଏ ପଟେ ଭାରତରେ ଉତ୍ସବ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟର ସବ୍‌-ଭାରିଆଣ୍ଟ ଦେଶରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରର ପୁଣେରେ ଓମିକ୍ରନର ସବ୍‌-ଭାରିଆଣ୍ଟ ଅର୍ଥାତ୍‌ BQ.1ର ପ୍ରଥମ ମାମଲା ମିଳିଛି। BQ.1 ହେଉଛି ଓମିକ୍ରନ BA.5ର ବଂଶଜ, ଯାହାକି, ବର୍ତ୍ତମାନ…