Browsing Category

କରୋନା ଭାଇରସ

ମହିଳାଙ୍କ ମୁଣ୍ଡରୁ ବାହାରିଲା “ଦୁନିଆର ସବୁଠୁ ବଡ଼ ହ୍ଵାଇଟ୍ ଫଙ୍ଗସ”, ଡାକ୍ତର ବି ଆଶ୍ଚର୍ଯ୍ୟ

କରୋନାର ଦ୍ଵିତୀୟ ଲହର ଯୋଗୁ ଲୋକେ ଚିନ୍ତିତ ଥିବା ବେଳେ ବ୍ଲାକ ଫଙ୍ଗସ ଓ ହ୍ଵାଇଟ ଫଙ୍ଗସ ଆହୁରି ଚିନ୍ତା ବଢ଼ାଇଛି। ଉଭୟ ରୋଗ ଜୀବନ ଘାତକ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପଟେ ଇନ୍ଦୋରରେ ଜଣେ ମହିଳାଙ୍କ ମୁଣ୍ଡରୁ ଦୁନିଆର ସବୁଠୁ ବଡ଼ ହ୍ଵାଇଟ ଫଙ୍ଗସ ଇନଫେକ୍ସନ ମିଳିଛି, ଯାହାକୁ ଦେଖି ଡାକ୍ତର ବି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୫୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର(କେନ୍ୟୁଜ୍):   ରାଜ୍ୟରେ ସୁସ୍ଥ ହେଲେ ଆଉ ୫୫୭୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ  ଏଯାବତ ମୋଟ ୮ ଲକ୍ଷ ୧୭ ହଜାର ୩୫୯ ଆକ୍ରାନ୍ତ ସୁସ୍ଥ ହେଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ଶିଶୁଙ୍କୁ କୋଭିଡ୍‌ ହେଲେ ହସ୍ପିଟାଲରେ ତା ସହ ପରିବାରର ଜଣେ ସଦସ୍ୟ ରହି ପାରିବେ: କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ

କେନ୍ୟୁଜ୍(ବ୍ୟୁରୋ):  ଶିଶୁଙ୍କୁ କୋଭିଡ୍‌ ହେଲେ, ହସ୍ପିଟାଲରେ ତା ସହ ପରିବାରର ଜଣେ ସଦସ୍ୟ ରହି ପାରିବେ। କିମ୍ବା ଶିଶୁର ଅନୁମତିରେ ଯତ୍ନ ନେବା ପାଇଁ ଆଉ ଜଣେ କେହି ରହି ପାରିବେ। ଯଦି ପରିବାରର କେହି ବୟସ୍କ ଲକ୍ଷଣ ନଥାଇ ସଂକ୍ରମିତ ହୋଇଥିବେ କିମ୍ବା ଜଣେ କେହି ସଂକ୍ରମିତ ହୋଇ ସୁସ୍ଥ…

ବିଦେଶ ଯାତ୍ରା କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର, ୨୮ ଦିନରେ ଦିଆଯିବ କୋଭିସିଲଡର ଦ୍ଵିତୀୟ ଡୋଜ୍

ବିଦେଶ ଯାତ୍ରା କରିବାକୁ ଥିବା ଛାତ୍ରଛାତ୍ରୀ, ଖେଳାଳି ଓ ଚାକିରିଆଙ୍କୁ ଟିକା ଦେବାକୁ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିଲେ ଦିଲ୍ଲୀ ସରକାର। ନୂଆଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ ନବଯୁଗ ସ୍କୁଲରେ ଏହି ଟିକାକେନ୍ଦ୍ର ଖୋଲାଯାଇଛି। ବିଦେଶ ଯାତ୍ରା କରିବା ପୂର୍ବରୁ ଟିକା ନେବା ବାଧ୍ୟତାମୂଳକ…

ବିଶ୍ୱବାସୀଙ୍କ ପାଇଁ ଭଲ ଖବର, କରୋନା ଭାଇରସ ବିରୋଧରେ ୯୦%ରୁ ଅଧିକ ସଫଳ ନୋଭାଭାକ୍ସ

ନୂଆଦିଲ୍ଲୀ (କେନ୍ୟୁଜ) : କରୋନାର ସହ ଲଢେଇ କରୁଥିବା ବିଶ୍ୱବାସୀଙ୍କ ପାଇଁ ଭଲ ଖବର । ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ ୯୦ ପ୍ରତିଶତରୁ ଅଧିକ ସଫଳ ବୋଲି ଜଣାପଡ଼ିଛି । କରୋନାରେ ପୀଡ଼ିତ ହେଉଥିବା ଲକ୍ଷଣ ଥିବା ଲୋକଙ୍କ କ୍ଷେତ୍ରରେ ଏହା ୯୦…

ଆଜି ରାଜ୍ୟରେ ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ, ୮ ଲକ୍ଷ ଅତିକ୍ରମ  କଲା କରୋନାରୁ ସୁସ୍ଥ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୮ ଲକ୍ଷ ଅତିକ୍ରମ  କଲା କରୋନାରୁ ସୁସ୍ଥ ସଂଖ୍ୟା । ଆଜି ଆଉ ୮୧୮୨ ଜଣ କରୋନା  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ଏହି ସୂଚନା ଦେଇଛି।  ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୯୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।…

ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ଗଲା ୪୪ ଜଣଙ୍କ ଜୀବନ

ଭୁବନେଶ୍ବର (କେନ୍ୟୁଜ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ…

ଗତ ୨୪ଘଣ୍ଟାରେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୬ ପ୍ରତିଶତକୁ ଖସିଲା ସଂକ୍ରମଣ ହାର। ଲାଗାତାର ୩ୟ ଦିନରେ ୫ ହଜାର ତଳେ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୬.୩୩ ପ୍ରତିଶତ। ଯାହାକି ଗତକାଲି ଥିଲା ୭.୨୦ ପ୍ରତିଶତ। ୨୪ଘଣ୍ଟାରେ ୬୮ହଜାର ୫୩୫ ଟେଷ୍ଟିଂ ହୋଇଥିବାବେଳେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ…

କରୋନା ହେଲେ ଉପୁଡ଼ିଯିବ ନଖ! ଜାଣନ୍ତୁ “କୋଭିଡ୍ ନଖ” କ’ଣ ଓ ଏନେଇ କ’ଣ କୁହନ୍ତି ବୈଜ୍ଞାନିକ

କରୋନା ସଂକ୍ରମଣର ମୁଖ୍ୟ ଲକ୍ଷଣ ମଧ୍ୟରେ ଏବେ ଯାଏଁ ଜ୍ୱର, ଥଣ୍ଡା, କାଶ, ଥକାପଣ ଓ ସ୍ୱାଦ ଗନ୍ଧ ବାରି ନ ପାରିବା ରହିଛି। କିନ୍ତୁ ଏବେ ଏଥିରେ ରୋଗୀଙ୍କ ନଖରେ ହେଉଥିବା ପରିବର୍ତ୍ତନ ମଧ୍ୟ ସାମିଲ ହୋଇଛି। ବ୍ରିଟେନର ବୈଜ୍ଞାନିକମାନେ ନୂଆ ରିସର୍ଚ୍ଚରେ ଏନେଇ ସୂଚନା ଦେଇଛନ୍ତି। ରିସର୍ଚ୍ଚ…

କୋଭିଡ ହୋଇଥିବା ଲୋକଙ୍କୁ ଟିକା ଜରୁରୀ ନୁହେଁ : ହେଲ୍‌ଥ୍‌ ଏକ୍ସପର୍ଟ

ନୂଆଦିଲ୍ଲୀ :  ଯଦି ଆପଣଙ୍କୁ ଥରେ କୋଭିଡ ହୋଇଯାଇଛି ତା’ ହେଲେ ଆପଣ କୋଭିଡ ଟିକା ନେବା ଜରୁରୀ ନୁହେଁ । ଏମିତି କହିଛନ୍ତି ଏମ୍ସ ର ଡାକ୍ତର ଓ କୋଭିଡ ନେସନାଲ୍‌ ଟାକ୍ସଫୋର୍ସର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ (ହେଲ୍ଥ ଏକ୍ସପର୍ଟ) । ଏଥି ସହିତ ସେମାନେ ଆହୁରି ସତର୍କ କରାଇ ଦେଇଛନ୍ତି ଯେ…

୧୨ରୁ ୧୭ ବର୍ଷ ବର୍ଗଙ୍କୁ ଟିକାକରଣ ପାଇଁ ଅନୁମତି ମାଗିଲା ମଡେର୍ଣ୍ଣା, କରୋନାକୁ ମାତ୍‌ ଦେବାରେ ଏହି ଟିକା ସମ୍ପୂର୍ଣ୍ଣ…

କେନ୍ୟୁଜ (ବ୍ୟୁରୋ) : ୧୨ରୁ ୧୭ ବର୍ଷ ବର୍ଗରେ ଟିକାକରଣ ପାଇଁ ଅନୁମତି ମାଗିଲା ମଡେର୍ଣ୍ଣା। ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ଫୁଡ଼ ଆଣ୍ଡ ଡ୍ରଗସ ଆଡମିନଷ୍ଟ୍ରେସନ FDA ନିକଟରେ ମଡେର୍ଣ୍ଣା ଆବେଦନ କରିଛି। କିଶୋରଙ୍କ ମଧ୍ୟରେ କରୋନାକୁ ମାତ୍‌ ଦେବାରେ ଏହି ଟିକା ସମ୍ପୂର୍ଣ୍ଣ…

ରାଜ୍ୟରେ କମୁଛି ସଂକ୍ରମଣ, ଆଜି ୫୨୩୫ କରୋନା ସଂକ୍ରମିତ ଚିହ୍ନଟ, ୪୩ ମୃତ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୭ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ୭.୯୭ ପ୍ରତିଶତ । ଯାହାକି ଗତକାଲି ଥିଲା ୮.୭୫ ପ୍ରତିଶତ। ୨୪ ଘଣ୍ଟାରେ ୬୫ ହଜାର ୬୩୫ ଟେଷ୍ଟିଂ ହୋଇଥିବାବେଳେ ୫ ହଜାର ୨୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ…