Browsing Category

କରୋନା ଭାଇରସ

ପୁରୀ ପିପିଲି ଅଂଚଳରେ ଜଣେ ଚିହ୍ନଟ ପରେ ଗ୍ରାମକୁ ସିଲ କଲା ପ୍ରଶାସନ

ପୁରୀ : ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ଏକ ଗ୍ରାମକୁ ସ୍ଥାନୀୟ ପ୍ରଶାସନ ସିଲ କରିଛି । ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତ ଏଠାକାର ବୋଲି ଜଣାପଡିବା ପରେ ଉପଜିଲ୍ଲାପାଳ ଗ୍ରାମକୁ ସିଲ କରିଛନ୍ତି ପୁରୀ । ଆକ୍ରାନ୍ତଙ୍କୁ ଓ ତାଙ୍କ ପରିବାରକୁ କ୍ଵାରେନଟାଇନରେ…

ବାରିକେଡରେ ବନ୍ଧା ରାଜଧାନୀ ରାସ୍ତା : ସବୁଠି ଶୂନ୍ୟତା, ନିୟମ ଭାଙ୍ଗି 4 ଗିରଫ

ଭୁବନେଶ୍ୱର : ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ହୋଇଯାଇଛି ପୂରା ପୂରି ସଟ ଡାଉନ । ସବୁଠି ଖାଁ ଖାଁ । ବିଭିନ୍ନ ରାସ୍ତାରେ ବ୍ୟାରିକେଡ଼ କରାଯାଇଛି । କେବଳ ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଆଉ କେହି ଦେଖିବାକୁ ମିଳୁ ନାହାନ୍ତି । ଲୋକେ ନିଜ ନିଜ ଘରେ ରହିଛନ୍ତି ।…

ମାରାଥନର ବିଶ୍ୱରେକର୍ଡ଼ ଧାରୀଙ୍କୁ ମହଙ୍ଗା ପଡ଼ିଲା କର୍ଫ୍ୟୁର ଉଲ୍ଲଂଘନ, ଜେଲରେ କାଟିବାକୁ ପଡୁଛି ରାତି

ସାରା ଦୁନିଆରେ ଯେଉଁଠି ଖେଳାଳୀମାନେ କରୋନାକୁ ନେଇ ଲୋକମାନଙ୍କୁ ସଚେତନ କରାଉଛନ୍ତି ଅନ୍ୟପଟେ ମାରାଥନର ପୂର୍ବ ବିଶ୍ୱ ରେକର୍ଡ଼ ଧାରକ କେନିଆର ୱିଲସନ୍ କିପ୍ସାଙ୍ଗ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି । ଯେତେବେଳେ କି ସେ ନିଜେ ଜଣେ ପୋଲିସ୍ ଅଫିସର ଅଟନ୍ତି । ତେବେ ଲକ୍…

ଏୟାର୍ ଇଣ୍ଡିଆର ବଡ ନିଷ୍ପତ୍ତି, ୩୦ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଉଡାଣ ବନ୍ଦ

କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହି ମହାମାରୀ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୯,୦୦୦ ଲୋକ ପ୍ରାଣ ହରାଇ ସାରିଲେଣି । ଏଥିରୁ ମୁକ୍ତି ପାଇବା ପାଇଁ ଲକ୍ ଡାଉନ୍ ଭଳି ଉପାୟ ଆପଣାଉଛନ୍ତି ସରକାର । ତେବେ ଏହି ସମୟରେ ସମସ୍ତ ଅନ୍ତଃରାଷ୍ଟ୍ରୀୟ ଓ ଘରୋଇ…

ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା 58,149

1-କରୋନା ପାଇଁ ସିଙ୍ଗାପୁରରେ ୧ମାସ ଲକଡାଉନ ଘୋଷଣା 2-ଚୀନ୍ ରେ ସିନେମା ଓ ଟିଭି ପାଇଁ ଶୁଟିଂ ଆରମ୍ଭ 3-ନେଦରଲାଣ୍ଡସରେ କରୋନା ମୃତ୍ୟୁ ସଂଖ୍ୟା 1487 ହେଲା 4-ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା 58,149 5-ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1,083,211 6-ଶୁକ୍ରବାର ଦିନ…

ଆଜି ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା 62ରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ କରୋନା ତାର କାୟା ମେଲାଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ ଆଜି ରାତି ସୁଦ୍ଧା ଭାରତରେ 2322 ଜଣ ଅକ୍ରାନ୍ତ ହୋଇଥିବା ବେଳେ 62 ଜଣଙ୍କର ମୃତ୍ୟୁ ଘଟିଛି । ଏଯାଏ 162 ଜଣ କରୋନାରୁ…

ମାଡି ଆସିଲା ଚିନ୍ତା, ଗୋଟିଏ ଦିନରେ ଓଡ଼ିଶାରେ ଚିହ୍ନଟ ହେଲେ ୧୫ କରୋନା ପଜେଟିଭ,ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ…

କେନ୍ୟୁଜ(ବ୍ୟୁରୋ): ମାଡି ଆସିଲା ଚିନ୍ତା, ରାଜ୍ୟରେ ଗିଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା ୧୫। ଭାବନେଶ୍ୱରର ସୂର‌୍ୟ୍ୟନଗର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ଜଣ ପଜେଟିଭ ଚିହ୍ନଟ ହୋଇଥିବା ବେଳେ କଟକର ଜଣେ, ପୁରୀର ଜଣେ, ବମିଖାଲର ୩ ଜଣ, ଭଦ୍ରକର ଦୁଇଜଣ ଓ ଯାଜପୁରର…

ରାଜ୍ୟରେ ପୋଜେଟିଭ 15, ସିଲ ହେଲା ଭୁବନେଶ୍ୱର ବମିଖାଲ ଅଂଚଳ

ଭୁବନେଶ୍ୱର : ଏକାଥରେ ତିନି ତିନି ଜଣ କାରୋନା ପୋଜେଟିଭ ବାହାରିବା ପରେ ସିଲ ହେଲା ଭୁବନେଶ୍ୱର ବମିଖାଲ ଅଂଚଳ । ଠିକ ସୂର୍ଯ୍ୟ ନଗର ଭଳି ଏହି ଅଂଚଳକୁ ମଧ୍ୟ ପୁରାପୁରି ବନ୍ଦ କରାଯାଇଛି । ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏକାମ୍ର ହଲ ଠାରୁ ଝାରପଡା କେନାଲ ରୋଡ ଓ କେନାଲ ରୋଡରୁ…

କୋରୋନା ମୁକାବିଲା ପାଇଁ ଯାଜପୁରରୁ ଛୁଟୁଛି ସହାୟତାର ସୁଅ

ଯାଜପୁର ଟାଉନ(କେନ୍ୟୁଜ): କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି । ଆଜି ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ପି ଏମ…

କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଖରିଦ ପ୍ରସ୍ତାବକୁ…

ଭୁବନେଶ୍ୱର : କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀସ୍ତରୀୟ କମିଟି ମଞ୍ଜୁରୀ ଦେଇଛି । ଭିଡିଓ କନଫରେନସିଙ୍ଗରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ନେଇସୂଚନା ଦେଇଛନ୍ତି ରାଜ୍ୟ…

ଯେତେ ଚେତାଇଲେ ମଧ୍ୟ ଚେତା ପଶୁନି, ମିଥ୍ୟା ଗୁଜବ ସୃଷ୍ଟି କରି ବରୀ ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ

ଯାଜପୁର (କେନ୍ୟୁଜ) : କରୋନା ସମ୍ପର୍କରେ ମିଥ୍ୟା ଗୁଜବ ସୃଷ୍ଟି କରି ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ। ଗିରଫ ଯୁବକ ହେଲେ ବରୀ ଥାନା ସାହୁପଡା ଅଞ୍ଚଳର ନିହାର ରଂଜନ ନାୟକ। ନିହାର ଏକ ନିର୍ଦିଷ୍ଟ ଗଣମାଧ୍ୟମର ସ୍କ୍ରିନ ସଟ ବ୍ୟବହାର କରି କରୋନା ସମ୍ପର୍କିତ…

ଲକ୍‌ଡାଉନ୍‌ରେ ପ୍ରାଣୀ ସେବା, କେଉଁଠି ମଣିଷଙ୍କୁ ଆଉ କେଉଁଠି ପଶୁଙ୍କୁ ଦିଆଯାଉଛି ଖାଦ୍ୟ

ଢେଙ୍କାନଳ : ଢେଙ୍କାନାଳରେ ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଖାଁ ଖାଁ ରହିଚି। ମଠ ମନ୍ଦିର ବନ୍ଦ ଯୋଗୁଁ ବୁଲା ଗୋରୁଗାଈ, ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟର ଅଭାବକୁ ନଜରରେ ରଖି ବଜରଙ୍ଗ କ୍ଲବ ପକ୍ଷରୁ ପୌର ପରିଷଦ ସହାୟତାରେ ଆଖପାଖ ଅଞ୍ଚଳରେ ରହୁଥିବା ବୁଲା ଗାଈଗୋରୁ,…