Browsing Category

କରୋନା ଭାଇରସ

ଇଟାଲୀରେ କରୋନା ସ୍ଥିତି ସାଂଘାତିକ, ମୃତକଙ୍କ ଶେଷକୃତ୍ୟ ପାଇଁ ଆଉ ମଶାଣିରେ ମିଳୁ ନାହିଁ ଜାଗା

ଇଟାଲୀ: ଇଟାଲୀରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୧୦ ହଜାର ୭୭୯ ଲୋକ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ଶେଷକୃତ୍ୟ ପାଇଁ ସ୍ଥାନ ମିଳୁନାହିଁ । ଏତେ ସଂଖ୍ୟାରେ ମୃତଦେହକୁ ପୋତିବା ପାଇଁ ମଶାଣିରେ ସ୍ଥାନ ନାହିଁ…

କେରଳରେ ବଢୁଛି ଆତ୍ମହତ୍ୟା ମାମଲା, ବାଧ୍ୟହୋଇ ଅନଲାଇନରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ଦେଶରେ ଚାଲିଥିବା ଲକ୍ ଡାଉନ୍ ମଧ୍ୟରେ ମଦକୁ ନେଇ କେରଳରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । ଏଠାରେ ମଦ ନମିଳୁଥିବା କାରଣରୁ ଲୋକମାନେ ଆତ୍ମହତ୍ୟା କରିବା ଆରମ୍ଭ କରିଦେଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଅନଲାଇନରେ ମଦ ବିକ୍ରି କରିବା…

ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି, କୋଭିଡ଼-୧୯ ପରିସ୍ଥିତି…

ଭୁବନେଶ୍ବର: ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ମାର୍ଚ୍ଚ ୨୯ ତାରିଖ ଯାଏ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ଼-୧୯ ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଗାଡ଼ି ପାସ୍‌ ବୈଧ ରହିବ । ପାସ୍‌ ନବୀକରଣ ପାଇଁ ଥାନାରେ ଅଯଥା…

ଜରୁରୀ ଖବର : ଏବେ ୧୫ ଦିନ ପୂର୍ବରୁ କରିପାରିବେନି ରନ୍ଧନ ଗ୍ୟାସ ସିଲିଣ୍ଡର ବୁକିଙ୍ଗ

କାରୋନା ଭାଇରସ ମହାମାରୀର ପ୍ରକୋପକୁ ରୋକିବା ପାଇଁ ଭାରତରେ ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ଏପ୍ରିଲ ୧୪ ତାରିଖରେ ଏହି ଲକଡାଉନର ଅବଧି ଶେଷ ହେଉଛି। ତେବେ ଏହା ମଧ୍ୟରେ ଅନେକ ଲୋକଙ୍କ ମନରେ ରୋଷେଇ ଗ୍ୟାସ ସିଲିଣ୍ଡର ସାପ୍ଲାଏକୁ ନେଇ ଅନେକ ପ୍ରଶ୍ନ ଆସୁଛି। ଆଉ…

କରୋନା ଭାଇରସ ପାଇଁ ଚମତ୍କାରୀ ଔଷଧ ତିଆରି କରିଥିବା ଦାବି କଲେ ପରିବା ବିକାଳୀ, ବାନ୍ଧିନେଲା ପୋଲିସ

କରୋନା ଭାଇରସ ସମ୍ବନ୍ଧୀୟ କୌଣସି ଗୁଜବକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ କିଛି ଲୋକ ନିଜ ପ୍ରକୃତି ଛାଡିପାରିନାହାନ୍ତି। ମିରଠରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ କରୋନା ଭାଇରସର ଚିକିତ୍ସା କରୁଥିବା ଜଣେ ପରିବା ବିକାଳୀକୁ ସ୍ଥାନୀୟ ପୋଲିସ ଗିରଫ…

ବାଲେଶ୍ବର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଲକ୍ ଡାଉନ ସମୟରେ ସହରର ସମସ୍ତ ଭିକ୍ଷୁକ ମାନଙ୍କୁ ରହିବା,ଖାଇବା ଦେବା ସହ…

ବାଲେଶ୍ବର: ଲକ୍ ଡାଉନରେ ସାରା ଦେଶ ଏବେ ସ୍ତବ୍ଧ । ଯେଉଁଥିରେ ବିଶେଷ ସମସ୍ଯାରେ ପଡିଛନ୍ତି ପ୍ରତିଦିନ ପରର ହାତ ଟେକାରେ ଚଳୁଥିବା ଗରିବ ଲୋକମାନେ । ଯାହାଙ୍କୁ ଏବେ ଦିନକୁ ବେଳାଏ ଖାଇବା ମୁଠାଏ ପାଇବା ବେଶ୍ କଷ୍ଟକର ହୋଇପଡିଛି । ଏସବୁକୁ ଦେଖିବା ପରେ ଉଚିତ୍ ପଦକ୍ଷପ ନେଇଛି ବାଲେଶ୍ବର…

କରୋନା ବିପକ୍ଷରେ ଯୁଦ୍ଧକୁ ଓହ୍ଲାଇଲେ ଭାଇଜାନ, ମାଗିଲେ ୨୫ ହଜାର ଦିନ ମଜୁରିଆଙ୍କ ଆକାଉଣ୍ଟ ନମ୍ବର

କରୋନା ଭାଇରସ ବିପକ୍ଷରେ ଜାରି ରହିଥିବା ଲଢେଇରେ ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ଓହ୍ଲାଇଛନ୍ତି। କରୋନା ଯୋଗୁ ଚାଲିଥିବା ଲକଡାଉନରେ ଖାଇବାକୁ ପାଉନଥିବା ଶ୍ରମିକ ବା ଦିନ ମଜୁରିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସଲମାନ। ଦବଙ୍ଗ ଖାନ ୨୫ ହଜାର ଶ୍ରମିକଙ୍କୁ ଆକାଉଣ୍ଟ ଡିଟେଲସ ମାଗିଛନ୍ତି।…

ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ବିଭିନ୍ନ ବ୍ୟବସାୟୀ, ପୁରୀ ସ୍ୱର୍ଗଦ୍ୱାରରେ କମିଛି ଶବଦାହ ସଂଖ୍ୟା

କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି ।ଏଥିରୁ ପନି ପରିବା ଓ ଔଷଧ ଦୋକାନକୁ ବାଦ୍‌ ଦିଆଯାଇଛି । ଅତି ଜରୁରୀ ନଥିଲେ ଘରୁ ନବାହରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଉଛି । ଅନ୍ୟପଟେ ଲକ୍‌ ଡାଉନ ଫଳରେ ଅନେକ ପ୍ରକାର ଅସୁବିଧା ମଧ୍ୟ ଭୋଗିବାକୁ…

ଚୀନ ହିଁ ତିଆରି କରିଛି କରୋନା ଭାଇରସ, ଖୋଦ୍ ଏହି ବରିଷ୍ଠ ମିଲିଟାରୀ ଅଧିକାରୀ ବଖାଣିଲେ କୋଭିଡ-୧୯ ତିଆରିର ରାଜ୍

ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ଭାଇରସକୁ ନେଇ ଆଉ ଏକ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। କରୋନା ଭାଇରସ ମନୁଷ୍ୟକୃତ ନା ପ୍ରାକୃତିକ ଏନେଇ ନାନା ଲୋକ ନାନା ପ୍ରକାର କଥା କହୁଥିବା ବେଳେ ଏହି ଭାଇରସ ମନୁଷ୍ୟକୃତ ବୋଲି କହିଛନ୍ତି ଚୀନର ଜଣେ ମିଲିଟାରୀ ଇଣ୍ଟେଲିଜେନ୍ସ ଅଧିକାରୀ।…

ଗୁଜବକୁ କରନ୍ତୁନାହିଁ ବିଶ୍ୱାସ, ବଢ଼ିବନି ଲକଡାଉନର ସମୟସୀମା

ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀ କାରୋନା ଭାଇରସ ତାର କାୟା ବିସ୍ତାର କରିଚାଲିଛି। ଧୀରେ ଧୀରେ ଏହା ସାରା ବିଶ୍ବରେ ତାଣ୍ଡବ ରଚୁଛି। ଭାରତରେ ମଧ୍ୟ ଏହି ଘାତକ ମହାମାରୀ କାରୋନା ଆତଙ୍କ ଖେଳାଇଛି। କାରୋନାର ବଢୁଥିବା ପ୍ରକୋପକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧…

ଲକ୍‌ ଡାଉନ୍‌ ସମୟରେ ଆଉ ରାସ୍ତାରେ ଅଟକି ରହିବନି ମାଲ ପରିବହନ ଗାଡି, ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ…

ଲକ୍‌ ଡାଉନ୍‌ ସମୟରେ ଆଉ ରାସ୍ତାରେ ଅଟକି ରହିବନି ମାଲ ପରିବହନ ଗାଡି । ଜରୁରୀ ଏବଂ ଜରୁରୀ ନଥିବା ଜିନିଷ ଭିତରେ ଦେଖାଯିବନି ଫରକ୍‌ । ସବୁ ମାଲ ପରିବହନ ଗାଡିକୁ ଛଡାଯିବ । ଏନେଇ ସବୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ପୂର୍ବରୁ…

ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି କଲେ ଏମିତି କାମ, କାମୁଡି ଦେଇଥିବା ସାପକୁ ଧରି…

ଯାଜପୁର ରୋଡ: ଯାଜପୁର ରୋଡରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ବ୍ୟାସସରବର ବ୍ୟାସଦେବ ମନ୍ଦିରରେ ଆଶ୍ରା ନେଇଥିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ। ତେବେ ବ୍ୟକ୍ତି ଜଣଙ୍କ ଆଜି ମନ୍ଦିରରେ…