କରୋନାକୁ ବିଶ୍ୱ ମହାମାରୀ : ଜାଣନ୍ତୁ କାହିଁକି ଓ କେତେବେଳେ ହୁଏ ମହାମାରୀ ଘୋଷଣା
କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷିତ କରିଦେଇଛନ୍ତି। ଏହାଛଡା ଆମେରିକା ସଂକ୍ରମିତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ୁଥିବା ଦେଖି ଆପାତକାଳୀନ ଘୋଷଣା କରିଦେଇଛନ୍ତି। ଖବର ଅନୁଯାୟୀ କରୋନା ଭାଇରସ୍ ଏବେ ପର୍ଯ୍ୟନ୍ତ ୧୫୭ଟି ଦେଶରେ ତାର କାୟା ବିସ୍ତାର କରିସାରିଛି। ଯାହାଫଳରେ…