ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ରାଜ୍ୟରେ ୧୧୭୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରେ ୧୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ହେି ସଂଖ୍ୟା ଥିଲା ୬୬୨। କ୍ୱାରେଣ୍ଟିନରୁ ୬୮୮ ଓ ଲୋକାଲ କଣ୍ଟାକ୍ଟ କେସ୍ ୪୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷ ଭିତରେ ୧୫୫ ଜଣ ସଂକ୍ରମିତ…