କେବେ ଶୁଖେ ନାହିଁ ଏହି ଦୁଇଟି କୁଣ୍ଡ: ଏଠାରେ ପୂଜା ପାଉଛନ୍ତି ମାଆ ସରସ୍ୱତୀ ଏବଂ କଇଁଫୁଲିଆ ବାବା
ହରଭଙ୍ଗା: ଗାଁରେ ନାହିଁ ଜଳ ସଙ୍କଟ । ପାଣି ପାଇଁ ହେବାକୁ ପଡୁନି ହନ୍ତସନ୍ତ । କାରଣ ମାଘ ମାସ ଶ୍ରୀପଞ୍ଚମୀ ତିଥିରେ ବିଦ୍ୟାଦାୟୀନି ମାତା ସରସ୍ୱତୀ ଦେବୀ ଏବଂ କଇଁଫୁଲିଆ ବାବାଙ୍କ ଉଦ୍ଦେଶ୍ୟରେ ପୂଜା ଓ ନାମଯଜ୍ଞ କଲେ ଏଭଳି ସମସ୍ୟା ଦୁର ହୋଇଥାଏ ବୋଲି ରହିଛି ଗ୍ରାମବାସୀଙ୍କ ବିଶ୍ୱାସ ।…