Browsing Category
ମନୋରଂଜନ
ଆମେରିକାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି WWE ଷ୍ଟାର ରକ୍, କହିଲେ ‘ଏହା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ’
WWE ରେ ରେସଲିଂ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରକ୍। କେବଳ ରେସଲିଂ ନୁହେଁ ଅନେକ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ହଲିଉଡ଼ ଅଭିନେତା ଡୱେନ ଜନସନ । ସେ କହିଛନ୍ତି ଯେ, ଯଦି ସେ କେବେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତାହେଲେ ଦେଶବାସୀଙ୍କ ସେବା କରିବା ତାଙ୍କ…
ଚୋରି ଅଭିଯୋଗ ଆସିବା ପରେ ଏକତା କପୁରଙ୍କ ଅଲ୍ଟ ବାଲାଜୀ ଡିଲେଟ୍ କଲା ପୋଷ୍ଟର, ନିର୍ମାତା ମାଗିଲେ କ୍ଷମା
ଏକତା କପୁରଙ୍କ ପ୍ରଡକ୍ସନ ହାଉସ୍ ଅଲ୍ଟ ବାଲାଜୀ ନିକଟରେ ନିଜ େଓ୍ଵବ୍ ସିରିଜ୍ ‘ହିଜ୍ ଷ୍ଟୋରୀ’ର ପୋଷ୍ଟର ଏବଂ ଟିଜର ଲଞ୍ଚ୍ କରିଥିଲେ। ପରେ ଫିଲ୍ମ ନିର୍ମାତା ସୁଧାଂଶୁ ସରିୟା ଟ୍ଵିଟରରେ ଏକ ଟ୍ଵିଟ୍ କରି ଫିଲ୍ମର ପୋଷ୍ଟର ଚୋରି ହେବା ନେଇ ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ କି,…
କ୍ୱାରେଣ୍ଟିନ୍ ସମୟ ଏମିତି ବିତାଉଛନ୍ତି କରୋନା ପଜିଟିଭ ଆଲିଆ ଭଟ୍ଟ, ଶେୟାର କଲେ ଫଟୋ
କରୋନା ପଜିଟିଭ ବାହାରିବା ପରେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି। କରୋନା ସହ ଲଢ଼ିବାରେ ସେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରୁଛନ୍ତି। ତେବେ ଏହାରି ଭିତରେ ସେ ନିଜ ଫ୍ୟାନ୍ମାନଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ…
ଆରମ୍ଭ ହେଲା ‘ସସୁରାଲ ସିମର କା ୨’ ର ସୁଟିଂ, ନିଜ ଫାଷ୍ଟଲୁକ୍ ସେୟାର କଲେ ଦୀପିକା କକ୍କର
ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିଜ ନୂଆ ଶୋ’ରେ ଦମ୍ଦାର କମ୍ବ୍ୟାକ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ‘ସସୁରାଲ ସିମର କା’ର ପ୍ରଥମ ସିଜନ୍ର ସଫଳତା ପରେ ସିଜନ୍ ୨ର ପାଇଁ ସୁଟିଂ କରୁଛନ୍ତି ଦୀପିକା। ଏହାର ଫଟୋକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।…
ରିଆଲିଟି ଶୋ’ରେ କଣ୍ଠଶିଳ୍ପୀ ଭୂମି ତ୍ରିବେଦୀଙ୍କୁ ପ୍ରପୋଜ୍ କଲେ ମିକା ସିଂହ, ପଚାରିଲେ – ମତେ ବାହା ହେବ?
ମ୍ୟୁଜିକ୍ ରିଆଲିଟି ଶୋ’ ଇଣ୍ଡିଆନ୍ ପ୍ରୋ ମ୍ୟୁଜିକ୍ ଲିଗ୍ରେ କଣ୍ଠଶିଳ୍ପୀ ଭୂମି ତ୍ରିବେଦୀଙ୍କୁ ପ୍ରପୋଜ୍ କରିଛନ୍ତି ମିକା ସିଂହ। ‘ମୁଝସେ ଶାଦି କରୋଗି’ ଗୀତ ମାଧ୍ୟମରେ ସେ ଭୂମିଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଛନ୍ତି।
ଶୋ’ରେ ପଞ୍ଜାବ ଲାୟନ୍ସର ମିକା ସିଂହ, ଆଶିଷ ଓ ରୂପାଲି ଜଗା…
ରାବିଡୀ ଦେବୀଙ୍କ ଚରିତ୍ରରେ ନଜର ଆସିବେ ହୁମା, ସାମ୍ନାକୁ ଆସିଲା ‘ମହାରାନୀ’ର ଟିଜର
ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେସୀ ଖୁବଶୀଘ୍ର ୱେବ ସିରିଜ ‘ମହାରାନୀ’ରେ ନଜର ଆସିବେ। ବିହାରର ସତ୍ଯ ରାଜନୈତିକ ଘଟଣାବଳୀକୁ କେନ୍ଦ୍ର କରି ନିର୍ମାଣ କରାଯାଇଥିବା ଏହି ୱେବ ସିରିଜର ଟିଜର ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ତେବେ ଫିଲ୍ମରେ ହୁମା କ୍ୟୁରେସୀ ବିହାରର ପୂର୍ବତନ…
ପିଲାବେଳର ଫଟୋ ସେୟାର କଲେ ଦୀପିକା ପାଦୁକୋନ୍, କହିଲେ-‘ମୁଁ ଇନ୍ଦିରାନଗରର ଗୁଣ୍ଡି’
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ରଖିବା ଦିନଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତି ମଧ୍ୟରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଏଥିସହ ଦୀପିକା ପାଦୁକୋନ୍ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ ରହିଥାନ୍ତି ଓ ପ୍ରାୟତଃ ନିଜ ଭିଡିଓ ଓ ଫଟୋ…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାକିବ ସଲିମଙ୍କ ସହ ବୁଲୁଥିବାର ନଜର ଆସିଲେ ରିୟା ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ : ବେଶ୍ କିଛି ଦିନର ନିରବତା ପରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରହିଆସିଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଅଲିବାଗ ଠାରେ ଅଭିନେତା ସାକିବ ସଲିମଙ୍କ ସହ ଦେଖିବାକୁ ମିଳିଛନ୍ତି । ରିୟା ସାକିବଙ୍କ ଜନ୍ମ ଦିନରେ ଯୋଗଦେବା ପାଇଁ ଅଲିବାଗ ଯାଇଥିବା ଶୁଣିବାକୁ…
ପରଲୋକରେ ମହାଭାରତର ଇନ୍ଦ୍ର ସତିଶ କୌଲ, କୋଭିଡ୍ରେ ଚାଲିଗଲା ଜୀବନ
ଟିଭି ଧାରାବାହିକ ମହାଭାରତରେ ଇନ୍ଦ୍ର ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଥିବା ଅଭିନେତା ସତିଶ କୌଲ ଆଉ ନାହାଁନ୍ତି । କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ୭୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସତିଶ ବିଭିନ୍ନ ଟିଭି ଶୋ ଓ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ ଅଭିନୟ…
ପିଲାଙ୍କ ସିଲାବସରେ ସାମିଲ ହେବ କପିଲ ଶର୍ମାଙ୍କ ଜୀବନୀ, ଛାତ୍ରଛାତ୍ରୀଙ୍କ ପାଇଁ ସାଜିବେ ପ୍ରେରଣା
କମେଡି କିଙ୍ଗ କପିଲ ଶର୍ମାଙ୍କୁ ତ ଆପଣ ଜାଣିଥିବେ। ତାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। କାହିଁକିନା ପିଲାଙ୍କ ଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତେ ତାଙ୍କ କମେଡିର ଦିୱାନା, ହସେଇ ହସେଇ ବେଦମ୍ କରିଦିଅନ୍ତି ସେ। କିନ୍ତୁ ଏହି ପରିଚୟ ପାଇବା ତାଙ୍କ ପାଇଁ ସହଜ ନିଥିଲା।ଅନେକ ଉତ୍ଥାନ…
‘ନଚ ବଲିୟେ’ ଅଫରକୁ ମନା କଲେ ରାହୁଲ ବୈଦ, କାହିଁକି ନେଲେ ଏମିତି ନିଷ୍ପତ୍ତି
ଲୋକପ୍ରିୟ ଶୋ’ ବିଗବସ୍ ସିଜନ ୧୪ର ରନର ଅପ୍ ରାହୁଲ ବୈଦ ଶୋ ଶେଷ ହେବା ପରେ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପ୍ରେମିକା ଦିଶା ପାରମାରଙ୍କୁ ବିବାହ କରିବା ପ୍ରସଙ୍ଗ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ କିନ୍ତୁ ଏବେ ପୁଣି ଏକ ବଡ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛନ୍ତି।…
ବକ୍ସ ଅଫିସରେ ଧମାଲ କରୁଛି ପବନ କଲ୍ଯାଣଙ୍କ ଫିଲ୍ମ ‘ବକିଲ ସାବ୍’, ଗୋଟେ ଦିନରେ ଆୟ କଲା ୪୦ କୋଟି
ସାଉଥ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପବନ କଲ୍ଯାଣ ବଡ ପରଦାରେ ଜବରଦସ୍ତ କମବ୍ଯାକ୍ କରିଛନ୍ତି। ପବନ କଲ୍ଯାଣଙ୍କ ଅଭିନୀତ ଫିଲ୍ମ ‘ବକିଲ ସାବ’ ବକ୍ସ ଅଫିସରେ ବେଶ୍ ଧମାଲ କରୁଛି। ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟି ଟଙ୍କା ଆୟ କରିସାରିଲାଣି। ଜନକଲ୍ଯାଣ ପାର୍ଟିର ପ୍ରମୁଖ ରୂପେ ରାଜନୈତିକ କ୍ଯାରିଅର…